ଶ୍ରୀମନ୍ଦିର ପ୍ରବେଶ କରିବା ଆଗରୁ ପୂରଣ କରିବାକୁ ପଡିବ କରୋନା ଫର୍ମ
ଛତିଶାନିଯୋଗ ବୈଠକରେ କରୋନା ମୁକାବିଲା ପାଇଁ ଆଲୋଚନା I ପ୍ରତିଦିନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ କିଭଳି ଯାଞ୍ଚ କରାଯିବ, ସେନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଛି I ଭକ୍ତମାନେ ଗରୁଡସ୍ତମ୍ଭ, ଅରୁଣସ୍ତମ୍ଭ ଓ ଦେବାଦେବୀଙ୍କୁ...
କରୋନା ପାଇଁ ସ୍କୁଲ ବନ୍ଦ କଲେ ସରକାର
କରୋନାକୁ ରାଜ୍ୟ ବିପର୍ଯ଼୍ୟୟ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ I ବିଧାନସଭାରେ କରୋନା ମୁକାବିଲା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି I ମାର୍ଚ୍ଚ 31 ତାରିଖ ପର୍ଯ଼୍ୟନ୍ତ ସରକାର ସ୍କୁଲ, କଲେଜ ବନ୍ଦ...
ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ : ଗୃହରେ ୟେସ ବ୍ୟାଙ୍କ ତାତି
ଭୁବନେଶ୍ୱର :ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ I ଏହି ଅଧିବେଶନ ମାର୍ଚ୍ଚ 11 ତାରିଖରୁ ଏପ୍ରିଲ9 ତାରିଖ ପର୍ଯ୍ୟନ୍ତ ଚାଲିବ I ଆଜି ବିଧାନସଭା ଆରମ୍ଭରୁ ଗୃହରେ ଦେଖାଦେଇଥିଲା ହଟ୍ଟଗୋଳ I ବିଧାନସଭାରେ ପ୍ରଥମେ ମୁଖ୍ୟମନ୍ତ୍ରୀ...
Yes Bank ରେ ଶ୍ରୀମନ୍ଦିରର 545 କୋଟି ପଛରେ ବଡ ଧରଣର କିକ୍ ବ୍ୟାକ୍ !
ଘରୋଇ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର 545 କୋଟି ଟଙ୍କା ରଖାଯିବା ପଛରେ ବଡଧରଣର କିକ୍ ବ୍ୟାକ୍ କାରବାର ହୋଇଥିବାର ଗନ୍ଧ ବାହାରିଲାଣି I କେଉଁଭଳି ପରିସ୍ଥିତିରେ ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଲେ ଏବଂ...
ବିଜୁଙ୍କୁ ପ୍ରଭାବିତ କରିଥିଲେ, ନବୀନଙ୍କ ପାଇଁ ଅଲୋଡା
ଏକଦା ଆମ୍ବଟାକୁଆ ଓ ମଦମୃତ୍ୟୁକୁ ନେଇ ଚର୍ଚ୍ଚିତ ଥିଲା ରାୟଗଡା ଜିଲ୍ଲାର କାଶିପୁର I ଅଭାବ ଅନଟନ ଭିତରେ ଲୋକଙ୍କ ଦୁର୍ଦ୍ଦଶା ଦେଖି ସହି ପାରି ନଥିଲେ ଏହି ଅଂଚଳର ଶିରିଗୁଡା ଗାଁର ସୁମନୀ ଝୋଡିଆ I ଲୋକଙ୍କୁ ଏକାଠି...
ନିରାଶ ହେଲେ ବାବା..
ବିଜେଡି ସୁପ୍ରିମୋ ନବୀନ ପଟନାୟକ ରାଜ୍ୟସଭା ପାଇଁ ଚାରିଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି I ନିର୍ମାଣ ଶ୍ରମିକ ବୋର୍ଡ ସଭାପତି ସୁବାସ ସିଂ, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ମୁନା ଖାଁ, ଉନ୍ନୟନ ପରିଷଦ ଉପଦେଷ୍ଟା ସୁଜିତ କୁମାର ଓ...
କେମିତି ଫେରିବ ଶ୍ରୀଜଗନ୍ନାଥଙ୍କ 545 କୋଟି
ଘରୋଇ ୟେସ ବ୍ୟାଙ୍କରେ ଦେବାଳିଆ ସ୍ଥିତି ଦିନକୁ ଦିନ ବଢି ଚାଲିଥିବା ବେଳେ ପୁରୀ ଶ୍ରୀମନ୍ଦିରର ଜମା ଥିବା 545 କୋଟି ଟଙ୍କା କେମିତି ଫେରିବ, ସେଥିନେଇ ଚିନ୍ତା ବଢିବାରେ ଲାଗିଛି I କାହିଁକି ଏବଂ କାହା ସ୍ୱାର୍ଥରେ...
ଦୁଇ ଦଶନ୍ଧିର ହିରୋ
କୋଡିଏ ବର୍ଷର ସରକାର I ଓଡିଶାର ରାଜନୈତିକ ଇତିହାସରେ ଏକ ସ୍ବତନ୍ତ୍ର ଅଧ୍ୟାୟ I 2000 ମାର୍ଚ୍ଚ 5ରୁ 2020 ମାର୍ଚ୍ଚ 5 I ଦୁଇ ଦଶନ୍ଧିର ଅପ୍ରତିଦ୍ବନ୍ଦୀ ନେତା ନବୀନ ପଟ୍ଟନାୟକ I
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ...
ମାର୍ଚ୍ଚ 20ରେ ଫାଶି
ପୁଣି ସାନି ଡେଥ ଓାରେଣ୍ଟ ଜାରି କଲା ଦିଲ୍ଲୀ ପତିଆଲା କୋର୍ଟ I ମାର୍ଚ୍ଚ 20 ତାରିଖ ସକାଳ ସାଢେ ପାଂଚଟାରେ ଫାସି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ I ଚତୁର୍ଥ ଥର ପାଇଁ ଏହି ଡେଥ୍ ଓାରେଣ୍ଟ ଜାରି...
କରୋନା ଆତଙ୍କ : ଆଡଭାଇଜରି ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର:କରୋନା ଭାଇରସ ସାରା ବିଶ୍ୱରେ ଏବେ ଆତଙ୍କ ଖେଳାଇଛି I ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି I ଏହି ଭୂତାଣୁ ଏବେ ଓଡିଶାରେ ଆସି ପହଞ୍ଚିଛି I ଓଡିଶାରେ ଗତକାଲି ପାରାଦୀପରୁ 2କରୋନା ସନ୍ଦିଗ୍ଧକୁ କଟକ...


















