ଭାରତରେ ୨୮ କରୋନା ପଜିଟିଭ
ନୂଆଦିଲ୍ଲୀ : କରୋନା ଧିରେ ଧିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି I ଭାରତରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ମଧ୍ୟ ବଢିବାରେ ଲାଗିଲାଣି I ଏଯାବତ ଭାରତରେ 28ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ଆଜି କେନ୍ଦ୍ର...
ପୁଣି ଟଳିଲା ଫାଶି
ପୁଣି ଫାଶି ଦିନ ଟଳିଲା I ଆସନ୍ତାକାଲି ସକାଳେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଚାରି ଦୋଷୀଙ୍କୁ ଫାଶି ଦେବାକୁ ଦିନ ଧାର୍ଯ଼୍ୟ ହୋଇଥିବାବେଳେ ଆଜି ପୁଣିଥରେ ଦିଲ୍ଲୀ ପଟିଆଲା କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଆଦେଶକୁ ଘୁଞ୍ଚାଇଦେଇଛନ୍ତି I...
ଗୋଟିଏ ଦିନରେ କୋଟିଏ ଜରିମାନା
ମାର୍ଚ୍ଚ ପହିଲାରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି I ପ୍ରଥମ ଓ ଆଜି ଦ୍ୱିତୀୟ ଦିନରେ ଜୋରଦାର ଚେକିଂ ଚାଲିଛି I ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ରାଶି ମଧ୍ୟ ଆଦାୟ ହୋଇସାରିଲାଣି I ବିଗତ 24ଘଣ୍ଚା...
ଦୁଇଟି ବସକୁ ସିଜ କଲା ପରିବହନ ବିଭାଗ
ଭୁବନେଶ୍ୱର : ଗତକାଲିଠାରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି I ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜୋରଦାର ଚେକିଂ ଚାଲିଛି I ଦୀର୍ଘ 6ମାସର କଣ୍ଟ ସରିଯାଇଛି I ଦୁଇ ଦୁଇ ଥର ମହଲତ ମିଳିବା ପରେ ମଧ୍ୟ ସୁଧୁରି...
ପବନର କ୍ୟୁରେଟିଭ ପିଟିସନ ପରେ ଖାରଜ ହେଲା ରାଜକ୍ଷମା ଆବେଦନ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଛି ସୁପ୍ରିମକୋର୍ଟ I ପବନ ଗୁପ୍ତା ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ I ସୋମବାର ପୂର୍ବାହ୍ନରେ ରୁଦ୍ଧ ପ୍ରକୋଷ୍ଠ...
ଆମ୍ବୁଲାନ୍ସ ପାଇଁ ଅଟକିଲା ସିଏମ୍ଙ୍କ କାର୍କେଡ
ଭୁବନେଶ୍ୱର : ଆମ୍ବୁଲାନ୍ସକୁ ବାଟ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସ ଆସୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍କେଡ ଅଟକାଇଲେ ଟ୍ରାଫିକ କନେଷ୍ଟବଳ । ଗତକାଲି ସଂନ୍ଧ୍ୟା ପ୍ରାୟ ୭ଟା୪୫ ସମୟରେ ଏଜି ଛକରୁ ନବୀନ...
“ମୋ ଗାଡ଼ି ମୁଁ ଦେବିନି, ରାସ୍ତା ମୋର ଗାଡି ବି ମୋର
ଆଜିଠୁ ଆହୁରି କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ। ଯେଉଁମାନେ ନିୟମ ଖିଲାପ କରୁଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ହେଉଛି। ଡେଡ୍ ଲାଇନ ସରିବା ପରେ ଗାଡ଼ିର ସମସ୍ତ କାଗଜପତ୍ର କଡ଼ାକଡ଼ି ଯାଞ୍ଚ ହେଉଛି। ତେବେ ଆଜିଠୁ ଟ୍ରାଫିକ ନିୟମ...
୮ଦିନ ବ୍ୟାଙ୍କ ବନ୍ଦ
ଫେବୃଆରୀ ମାସ ୨୯ ଦିନିଆ ହୋଇଥିବାବେଳେ ଏଥିମଧ୍ୟରୁ ପ୍ରାୟ ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ । ଏଭଳି ପରିସ୍ଥିତିରେ ଆପଣଙ୍କ ଦୈନଦିନ ବ୍ୟାଙ୍କ ବନ୍ଦର ସିଧା ପ୍ରଭାବ ପଡିବାର ସମ୍ଭାବନା ରହିଛି । ଆସନ୍ତା ମାର୍ଚ୍ଚ ମାସରେ ୮ ଦିନ...
ନବୀନ ନିବାସରେ କଣ ଖାଇଲେ ଅମିତ ଶାହା
ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୂରି ଭୋଜନରେ ଆପ୍ୟାୟିତ କରିଥିଲେ । ଏହି...
ହିନ୍ଦୁବାଦର ସବୁଠୁ ବଡ କ୍ଷତି କରୁଛନ୍ତି ବିଜେପି ଓ ଆରଏସଏସ: ଶଙ୍କରାଚାର୍ଯ୍ୟ
ସାମ୍ପ୍ରତିକ ସମୟରେ ବିଜେପି ଓ ଆରଏସଏସ ହିନ୍ଦୁ ବାଦ ସବୁଠାରୁ ଅଧିକ କ୍ଷତି କରିଛନ୍ତି ବୋଲି ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ କହିଛନ୍ତି । ଦେଶରେ ବିଜେପି ଓ ଆରଏସଏସ ସାମ୍ପ୍ରଦାୟିକ ସମସ୍ୟା ବୃଦ୍ଧି କରିବାରେ ମୁଖ୍ୟ...



















