ବିଜେଡି ଛାଡିଲେ ପ୍ରତ୍ୟୁଷା ଓ ପୂର୍ଣ୍ଣଚନ୍ଦ୍ର
ବିଜେଡିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ. ଟିକଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିବା ବେଳେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି. ଦଳ ପ୍ରତି ଆନୁଗତ୍ୟକୁ ଅଣଦେଖା କରାଯାଇଛି ଏବଂ ଗତ ପାଞ୍ଚବର୍ଷ ଭିତରେ ସେ...
ନାମାଙ୍କନ ଦାଖଲ କଲେ ନବୀନ
ଗତ 19 ବର୍ଷ ଧରି କ୍ଷମତାସୀନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଲୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାରାତାରିଣୀ ପୀଠ ଦର୍ଶନ କରିଥିଲେ. ...
ପୋଲ୍ ଆଇ ସର୍ଭେ ରିପୋର୍ଟ : ବିଜେଡିକୁ ମିଳିବ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା
ଓଡିଶାକୁ ପୂର୍ବଭାରତର ବିକାଶର ଦ୍ୱାର କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଗସ୍ତ ସତ୍ତ୍ୱେ ୨୦୧୯ ନିର୍ବାଚନରେ ନବୀନଙ୍କୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମିଳିବ । ପୋଲ ଆଇ ପକ୍ଷରୁ କରାଯାଇଥିବା ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ...
ବିଜେପିର ମିଛ ଦସ୍ତାବିଜ୍ :ବିଜେଡି
କର୍ଣ୍ଣାଟକ ପରେ ଓଡିଶାରେ ଜାଲ୍ ଗୁଇନ୍ଦା ରିପୋର୍ଟ ଆଧାରରେ ବିଜେପି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି । ବିଜେପିର ଏହି ଚାଲ୍ କାମ ଦେବନାହିଁ ଏବଂ ଏହା ବିରୋଧରେ ବିଜେଡି ନିର୍ବାଚନ କମିଶନଙ୍କୁ ଭେଟିବ ବୋଲି ଦଳର ମୁଖପାତ୍ର...
ପ୍ରାର୍ଥୀ ନ ବଦଳାଇଲେ ଭୋଟ୍ ବର୍ଜନ କରିବାକୁ ଧମକ
କନ୍ଧମାଳରେ ଅଚ୍ୟୁତ ସାମନ୍ତଙ୍କୁ ବିରୋଧ କଲା ଜିଲ୍ଲା ବିଜେଡି. କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ବିଜେଡି ଜିଲ୍ଲା ସଂଗଠନ ପକ୍ଷରୁ ଅଚ୍ୟୁତଙ୍କୁ ଜୋରଦାର ବିରୋଧ କରାଯାଇଛି. ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ ନ...
ବିଜେଡି ଛାଡିଲେ କୁସୁମ
ଟିକଟକୁ ନେଇ ଏବେ ବିଜେଡିରେ କସରତ ଚାଲିଥିବା ବେଳେ ନବୀନ ନିବାସରେ ନେତାଙ୍କ ଭିଡ ଲାଗିରହିଛି. ଏହା ଭିତରେ ସୁନ୍ଦରଗଡ ବିଜେଡି ନେତ୍ରୀ କୁସୁମ ଟେଟେ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି. ପ୍ରାର୍ଥୀ ଚୟନରେ ସେ ଅସନ୍ତୋଷ ପ୍ରକାଶ କରି...
କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ବ୍ରହ୍ମପୁରରୁ ଲଢିବେ ଚନ୍ଦ୍ରଶେଖର
ସୋମବାର ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଙ୍ଗଳବାର କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି. 6ଟି ଲୋକସଭା ଓ36ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି. ବରଗଡ଼ରୁ ପ୍ରଦୀପ କୁମାର ଦେବତାଙ୍କ...
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ହିଂଜିଳି ଓ ବିଜେପୁରରୁ ଲଢିବେ ନବୀନ
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି. ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସେ ନିଜେ ହିଂଜିଳିକାଟୁ ଓ ବିଜେପୁର ବିଧାନସଭା ଆସନରୁ ଲଢିବେ...
ପୋଲିସ ଲାଠି ମାଡରେ ୨ ଶ୍ରମିକ ମୃତ
କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା କାରଖାନା ସମ୍ମୁଖରେ ଉତ୍ତେଜନା । ସ୍ଥାୟୀ ନିଯୁକ୍ତି ଦାବିରେ ବେଦାନ୍ତର ଶ୍ରମିକମାନେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ଲାଠିମାଡରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୩୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି ।...
ବିଜେଡିରୁ ଗୁଣପୁର ବିଧାୟକ ତ୍ରିନାଥଙ୍କ ଇସ୍ତଫା
ବିଜେଡି ଛାଡିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ । ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ଦଳରେ...


















