କଣ୍ଢେଇକୁ ଜାଳିଦେଲେ
କେତେ ସ୍ୱପ୍ନ ଦେଖିଥିଲା କଣ୍ଢେଇ । ସବୁ ଝିଅଙ୍କ ପରି ବାହା ହୋଇ ଶାଶୁ ଘରକୁ ଯିବ । ସେଠାରେ ଶାଶୁ ଶଶୁର ଓ ନଣନ୍ଦଙ୍କଠୁ ସ୍ନେହ ଓ ଭଲ ପାଇବା ପାଇବ । ସ୍ୱାମୀଙ୍କୁ ନେଇ ଘର ସଂସାର...
ବେଞ୍ଚ ପାଇଁ ବଲାଙ୍ଗିର ବନ୍ଦ: ୪ଟି ଟ୍ରେନ୍ ବାତିଲ
ଦିନକୁ ଦିନ ଉଗ୍ର ରୂପ ନେଉଛି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ପଶ୍ଚିମ ଓଡ଼ିଶା ପରେ ଏବେ ବଲାଙ୍ଗୀରରେ ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଓକିଲ ସଂଘ ଓ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ...
ମାଓବାଦୀ ପାଳୁଛନ୍ତି ପିଏଲଜିଏ ସପ୍ତାହ
ରବିବାରଠାରୁ ୮ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଏକ ସପ୍ତାହ ଧରି ପାଳନ ହେଉଥିବା ଏହିପିଏଲଜିଏ ସପ୍ତାହରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ମାଓବାଦୀମାନେ ଓଡିଶା ସୀମାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର...
ପ୍ରଥମ ରାଜନୈତିକ ଭାଷଣରେ କଣ କହିଲେ ଅପରାଜିତା
ଆଇଏସ ଚାକିରୀ ଛାଡି ରାଜନୀତିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ପ୍ରଥମ ରାଜନୈତିକ ଭାଷଣ ଦେଇଛନ୍ତି. ବିଜେପି ପାର୍ଟି ଅଫିସରେ ଦଳର ତୁଙ୍ଗନେତାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନାର ଉତ୍ତରରେ ଅପରାଜିତା ତାଙ୍କ ସ୍ବପ୍ନ ଓ ସଂକଳ୍ପ କଥା ବଖାଣିଛନ୍ତି. ବିଜେପିର ଆଦର୍ଶରେ...
ଗଞ୍ଜାମରେ 300 କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଶନିବାର ଦିନିକିଆ ଗଂଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଛନ୍ତି...
ଯଦି ବେଆଇନ, କେମିତି ଚାଲିଛି ପ୍ରଶାସନ ?
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ ‘ଗୁଡ୍ ନିୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର" ପରିଚାଳିତ ସେଲଟର୍ ହୋମ୍ ବେଆଇନ. ଅର୍ଥାତ ସରକାରୀ ଅନୁମତି ନ ଥିଲା. ସେଲଟର ହୋମରେ ନିର୍ଯାତନା ଖବର ଆସିବା ପରେ ଏକଥା ସଫେଇ ଦେଇଛନ୍ତି ବିଭାଗୀୟ...
ବିଜୟ-ଦିଲୀପଙ୍କୁ ଦାମଙ୍କ ନିମନ୍ତ୍ରଣ
ଶୁକ୍ରବାର ବିଜେପି ଛାଡିଥିବା ଦିଲୀପ-ବିଜୟ ନିଜ ଦଳ ଛାଡିବା ପରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଏମାନଙ୍କୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଦଳ ଛାଡିବା ପରେ ଏମାନେ ଯିବେ କୁଆଡେ? କେଉଁ ଦଳରେ...
ସେଲଟର୍ ହୋମରେ ନିର୍ଯାତନା
ସେଲଟର ହୋମ୍, ଅସହାୟ ଝିଅଙ୍କ ପାଇଁ ଆଶ୍ରୟସ୍ଥଳି. ମାତ୍ର ଆଶ୍ରୟସ୍ଥଳୀରେ ବି ସୁରକ୍ଷିତ ନୁହେଁ ଅସହାୟ ଝିଅଟି. ଅସହାୟତାର ସୁଯୋଗ ନେବାକୁ ଯେମିତି ଅନେଇ ବସିଛନ୍ତି ସମାଜର ରାକ୍ଷସମାନେ. ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ...
କଡ ଲେଉଟେଇବ ରାଜ୍ୟ ରାଜନୀତି !
ବିଜେପିରୁ ଇସ୍ତଫା ଦେବା ପରେ ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଯିବେ କୁଆଡେ ? ଏବେ ଏ ଦୁଇ ନେତାଙ୍କ ଭବିଷ୍ୟତ ରାଜନୀତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି. କୁହାଯାଉଛି ଦୁଇ ନେତା...
ଶ୍ରୀମନ୍ଦିର ପାଇଁ ଜାନୁଆରୀରେ ନୂଆ ଆମିକସ୍ କ୍ୟୁରୀ
ଶ୍ରୀମନ୍ଦିର ସଂସ୍କାର ଦାୟିତ୍ୱରେ ଥିବା ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଆଗାମୀ ଶୁଣାଣୀ ପୂର୍ବରୁ ନୂତନ ଆମିକସ୍ କ୍ୟୁରୀ ନିଯୁକ୍ତ କରାଯିବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ସଂପର୍କିତ ମାମଲାର ଶୁଣାଣୀ କରି...















