24.7 C
Bhubaneswar
Sunday, July 26, 2026
-Advertisement-

ରଣଜୀ ଟ୍ରଫି : ଆଜିଠୁ କିଟ ପଡିଆରେ ଓଡିଶା-ହରିୟାଣା

୨୦୧୮-୧୯ ରଣଜୀ ଟ୍ରଫି ଗୁରୁବାରଠାରୁ ଆରମ୍ଭ ହେଉଛି । କିଟ୍ କ୍ରିକେଟ୍ ପଡ଼ିଆରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ହରିଆଣାର ମୁକାବିଲା କରିବାକୁ ଯାଉଛି। ତିନିଟି ସିଜିନ୍ ପରେ ଉଭୟ ଦଳ ପରସ୍ପରକୁ ଭେଟିବେ। ପୂର୍ବରୁ ଓଡ଼ିଶା ଏବଂ ହରିଆଣା...
video

ଆଖି ଆଗରେ ମୃତ୍ୟୁକୁ ଦେଖୁଥିବା ଲାଇଟମ୍ୟାନ ମାଆଙ୍କୁ କି ମେସେଜ୍ ଦେଲେ

ଛତିଶଗଡର ଦନ୍ତେୱାଡାରେ ମାଓବାଦୀଙ୍କ ଗୁଳିକାଣ୍ଡରେ ଦୁରଦର୍ଶନର କ୍ୟାମେରାମ୍ୟାନ ଅଚୁ୍ୟତାନନ୍ଦ ସାହୁ ପ୍ରାଣ ହରାଇବା ଘଟଣା ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି । ତେବେ ଏହି ହିସାଂକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଥିବା ଦୂରଦର୍ଶନର ଲାଇଟମ୍ୟାନ ମୋରମୁକୁଟଙ୍କ ସେହି ସମୟର ଏକ...

ସାବଧାନ, ଏଣିକି ପଲିଥିନ ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଅକ୍ଟୋବର ପହିଲାରୁ ପଲିଥିନ ନିଷେଧ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା । ସରକାର ଖବରକାଗଜ ଓ ଟିଭିରେ ପଲିଥିନ ନିଷେଧକୁ ନେଇ ଜୋରସୋରରେ ପ୍ରଚାର କଲେ , କିନ୍ତୁ ପଲିଥିନ ବ୍ୟବହାର ବନ୍ଦ ହେଲା ନାହିଁ । ଉଭୟ ବ୍ୟବସାୟୀ...

ସହିଦ୍ ଅଚ୍ୟୁତାନନ୍ଦଙ୍କୁ ଅଶ୍ରୁଳ ବିଦାୟ

ଗାଁରେ ଶୋକର ଛାୟା । ସମସ୍ତଙ୍କ ପାଟିରେ ଅମର ଅଚ୍ୟୁତ । କାନ୍ଦ ବୋବାଳିରେ ଯେମିତି ଗାଁ ସ୍ତବ୍ଧ ହୋଇଯାଇଥିଲା । ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଆ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷକୃତ୍ୟ ବୁଧବାର ସମ୍ପନ୍ନ...
video

ଏକତା ପାଇଁ ଦୌଡ

ଳୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ସାରା ଦେଶ ଜାତୀୟ ଏକତା ଦିବସ ଭାବେ ପାଳନ କରିଛି. ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ରାଜନାଥ ସିଂ ପତାକା ଦେଖାଇ...

ଉନ୍ମୋଚନ ହେଲା ବିଶ୍ୱର ସୁଉଚ୍ଚ ପ୍ରତିମୂର୍ତ୍ତି: ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦେ୍ଦଶ୍ୟରେ ଉସôର୍ଗ କରିଛନ୍ତି । ଦେଶର ପ୍ରଥମ ଗୃହମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ୧୪୩ ତମ ଜନ୍ମ ଦିବସ ଅବସରରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ...

ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଭେଟି

ଶ୍ରମିକଙ୍କ ପାଇଁ ଖୁସି ଖବର । ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର । ତିନି ବର୍ଷ ପରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାରରେ ସଂଶୋଧନ ହୋଇଛି । ସଂଶୋଧନ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ...

କୃଷି କ୍ଷେତ୍ରରେ ସୌରଶକ୍ତି ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କ ସୌର ଜଳନିଧି ଯୋଜନା

କୃଷି କ୍ଷେତ୍ରରେ ସୌରଶକ୍ତି ବିନିଯୋଗ କରିବା ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସୌର ଜଳନିଧି ଯୋଜନା. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚ୍ଚିବାଳୟରେ ଏହି ଯ଼ୋଜନାର ଶୁଭାରମ୍ଭ କରିଛନ୍ତି. ଏଥିପାଇଁ ରାଜ୍ୟ ସରକାର...

ଛତିଶଗଡରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କୁ ହତ୍ୟା

ଶେଷରେ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ମାଓବାଦୀ । ଛତିଶଗଡର ଦନ୍ତେୱାଡରେ ନକ୍ସଲମାନେ ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ଦୂରଦର୍ଶନ ଟିମ ଉପରେ  ଆକ୍ରମଣ କରିଛନ୍ତି । ସୂଚନା ମୁତାବକ, ଆଜି ଦୁରଦର୍ଶନର ଏକ ଟିମ୍ ଛତିଶଗଡ ଜିଲ୍ଲା...

କଂଗ୍ରେସକୁ ଧକ୍କା

କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଭୁବନେଶ୍ୱରଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କୁନ୍ଦୁଲି ପୀଡ଼ିତାଙ୍କ ପ୍ରତି...
- Advertisement -

Latest article

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ...

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା...

ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧର ପଣା ନୀତି

ପୁରୀ: ମହାପ୍ରଭୁଙ୍କ ସୁନାବେଶ ସରିବା ପରେ ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି । ସନ୍ଧ୍ୟାରେ ରଥ ଉପରେ ଶ୍ରୀଜିଉଙ୍କ ପାଖରେ ଅଧରପଣା ଲାଗି ହେବ । ପ୍ରତି ରଥରେ ୩ ହାଣ୍ଡି...