31.1 C
Bhubaneswar
Saturday, October 24, 2026
-Advertisement-

ପୁଣି ଥରେ ମାଡି ଆସୁଛି ବିପଦ

ନିକଟରେ କେରଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ବେହାଲ ହୋଇଥିବା କେରଳ ଏବେ ଅଣ୍ଟା ସଳଖି ଠିଆ ହେବା ପାଇଁ ଚେଷ୍ଟା କରୁଛି । କିନ୍ତୁ କେରଳବାସୀଙ୍କ ଅବସ୍ଥା ଏବେ ପୁଣି ଥରେ ଖରାପ ହେବାକୁ...

ଶୁଭାରମ୍ଭ ହେଲା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ‘ଆୟୁଷ୍ମାନ ଭାରତ’

ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଛନ୍ତି । ଝାରଖଣ୍ଡର ରାଜଧାନୀ ରାଞ୍ଚି ଠାରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରାୟ ୫୦ କୋଟି ଭାରତୀୟ ଉପକୃତ...
video

ଯାହାକୁ ରଖିବେ ଅନନ୍ତ !

ବସ୍ ସହ ଧକ୍କା ହେଲା ବାଇକ । ବାଇକରେ ବସିଥିବା ତିନି ଜଣ ଯୁବକ ଯାଇ ବସର ଚକା ତଳେ । ମାତ୍ର ବଞ୍ଚିଗଲା ତିନି ଜଣଙ୍କ ଜୀବନ । ଦେଖନ୍ତୁ ଏ ଭିଡ଼ିଓ ...... ଦୃଶ୍ୟଟି ହେଉଛି ତାମିଲନାଡ଼ୁର ।...

ଝାରସୁଗୁଡାଠାରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ‘ବୀର ସୁରେନ୍ଦ୍ର ସାଏ’ ବିମାନବନ୍ଦରକୁ ଲୋକାର୍ପିତ କରିଛନ୍ତି । ‘ବୀର ସୁରେନ୍ଦ୍ର ସାଏ’ ବିମାନବନ୍ଦରକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯୋଗାଯୋଗ କ୍ଷେତ୍ରରେ...

ଆସନ୍ତାକାଲି ବସିବ ବିଧାନସଭା ଗୃହ କମିଟି ବୈଠକ: ଆୟାରଙ୍କ ମନ୍ତବ୍ୟକୁ ନେଇ ହେବ ତର୍ଜମା

ଓଡିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ବୋକା ଭଳି ବୟାନ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ଶନିବାର ବସିବ ଗୃହ କମିଟି । ରାଜ୍ୟ ସଚିବାଳୟରେ ଅପରାହ୍ନ ୪ଟାରେ ଏହି ବୈଠକ ବସିବାକୁ ଥିବାବେଳେ ଅଭିଜିତ...
video

ଅଷ୍ଟ୍ରେଲିଆ ବ୍ରିସବେନ ସହରରେ ଗଣେଶ ପୂଜା: ଅନଲାଇନରେ ମନ୍ତ୍ରପାଠ କଲେ ଓଡିଆ ନନା

ସେପ୍ଟେମ୍ବର ୧୬ରେ ଖୁବ ଧୁମଧାମରେ ଆୟୋଜନ ହୋଇଥିଲା ଗଣେଶ ପୂଜା । ଓଡିଶା ତଥା ଓଡିଶା ବାହାରେ ବି ଗଜାନନଙ୍କ ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥିଲା । ତେବେ ଅଷ୍ଟ୍ରେଲିଆ ବ୍ରିସବେନ ସହରରେ କିଛି ଲୋକ ଏକତ୍ର ହୋଇ...

ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ କ୍ୟୁରୀ: ଆନନ୍ଦବଜାରରୁ ହଟିଲା ଅବଢା ଦର ତାଲିକା

ଶ୍ରୀମନ୍ଦିରରେ ଆମିକସ କ୍ୟୁରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରସ୍ତାବ ଗୁଡିକ...

ମାଲକାନଗିରି ପାଇଁ ୭ଦିନିଆ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମଦ୍ରିକ ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ମାଲକାନଗିରିର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କୋଲାବ ନଦୀର ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ଜିଲ୍ଲାର...

ରାଜ୍ୟରେ ହାଇ ଆଲର୍ଟ ଜାରି : ସରକାରୀ ଛୁଟି ବାତିଲ କଲେ ଜିଲ୍ଲାପାଳ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଳୋନିକ୍ ଷ୍ଟ୍ରୋମ୍ ର ରୂପ ନେବାକୁ ଯାଉଛି । ଏହି ଝଡ଼ ବାତ୍ୟା ଯୋଗୁଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି 5ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି...

ଜାମିନ ପାଇଲେ ଅଭିଜିତ୍

ଓଡିଶା ସଂସ୍କୃତି ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ୨୮ ତାରିଖ ପରେ...
- Advertisement -

Latest article

Casoola PWA Install: Salta l’App Store

IndiceCos'è una PWA e Perché Sceglierla per CasoolaGuida Passo-Passo all'Installazione della PWAVantaggi Pratici dell'Utilizzo della PWARisoluzione dei Problemi ComuniBonus ed Esperienza di Gioco sulla...

Programma Fedeltà Winnita: Punti e Ricompense Spiegati

IndiceCome Funziona il Programma Fedeltà di WinnitaGuadagnare Punti: Tassi e CalcoloLivelli VIP e Benefici EsclusiviConvertire i Punti e Ritirare le RicompenseDomande Frequenti e Risoluzione...

Tornei di Slot Betscore e Come Competere

IndiceCos'è un Torneo di Slot e Come FunzionaCome Iscriversi e Partecipare a un Torneo su BetscoreStrategie e Consigli per VincereRegole Comuni e Come Ritirare...