ପ୍ରେମ ବିବାହକୁ ନା
ବର୍ତ୍ତମାନ ଯୁଗ ପରିବର୍ତ୍ତନ ହେବା ସହ ଯୁବପୀଢିଙ୍କ ପସନ୍ଦ ମଧ୍ୟ ବଦଳୁଛି. ସେମାନଙ୍କ ଇଚ୍ଛା ଅନୁସାରେ ସେମାନେ ନିଜ କାମ କରୁଛନ୍ତି. ଫଳରେ ଏହାର ପରିଣାମ କେବେ ଭଲ ହେଉଛି ତ କେତେବେଳେ ଖରାପ. ନିଜ ନିଷ୍ପତି ନେଇ ସେମାନଙ୍କୁ...
ଦେଶର ସପ୍ତମ ମହିଳା ଫାଇଟର ପାଇଲଟ
ଭାରତର ସପ୍ତମ ମହିଳା ଫାଇଟର ପାଇଲଟ ବନିବା ସହ ରାଜସ୍ଥାନର ତୃତୀୟ ପାଇଲଟ ବନିଛନ୍ତି ପ୍ରିୟା ଶର୍ମା. ସେ ଦେଶ ପାଇଁ ଗୌରବ ଆଣିବା ସହ ସାରାଦେଶବାସୀଙ୍କୁ ମଧ୍ୟ ଗର୍ବିତ ଅନୁଭବ କରାଇଛନ୍ତି. ଇଣ୍ଡିଆନ ଏୟାରଫୋର୍ସ ଏକାଡେମୀରୁ ଉତ୍ତୀର୍ଣ୍ଣ ହେବାପରେ...
ଭୁବନେଶ୍ୱରରେ ଆର୍ଟ ଟ୍ରେଲ୍
ମୁକ୍ତେଶ୍ୱର ମନ୍ଦିର ପାଖରୁ ଆରମ୍ଭ ହୋଇ କୋଟିତୀର୍ଥ ଓ ବିନ୍ଦୁସାଗର କୂଳେ କୂଳେ ଏକାମ୍ରବନ ପରବର୍ତ୍ତୀ ନୀଳକଣ୍ଠେଶ୍ୱର ମନ୍ଦିର ଯାଏଁ ଲମ୍ବିଥିବା ଏହି ସଡ଼କର ଉଭୟ ପାଶ୍ୱର୍ରେ ଥିବା ମହତ୍ୱପୂର୍ଣ ସାର୍ବଜନୀନ ସଂସ୍ଥାନ ସାଙ୍ଗରେ ପ୍ରମୂଖ ଚବିଶି ଜଣ ଚିତ୍ରଶିଳ୍ପୀ...
ଅକ୍ଷୟ ମହାନ୍ତି : ଅପଶୋରା ଗୀତି
ଅବସର ଥିଲା ଓଡିଆ ସଙ୍ଗୀତ ଦୁନିଆର ଅପ୍ରତିଦ୍ୱନ୍ଦୀ ତଥା ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିବସ । ଅକ୍ଷୟ ମହାନ୍ତିଙ୍କ ସ୍ମୃତିକୁ ମନେପକାଇ ସଂଭାବନା ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହୋଇଥିଲା ଅକ୍ଷୟ ମହାନ୍ତି : ଅପଶୋରା ଗୀତି...
‘ସରି ମଲ୍ଲିକା, ତୁମ ବାପା ହିଁ ଏମିତି’ : ମିଠୁ ଜାଲରେ ଫସିଲେ ବିନୋଦ ଦୁଆ
ସୋସିଆଲ ମିଡିଆରେ ଚାଲୁଥିବା #Metoo ମୁଭମେଣ୍ଟ ବଲିଉଡ୍ ସହ ସାମ୍ବାଦିକଙ୍କୁ ମଧ୍ୟ ନିଜ ଅକ୍ତିଆର ଭିତରକୁ ଟାଣିନେଇଛି. #Metoo ଅଭିଯାନରେ ଯୋଡି ହୋଇଯାଇଛି ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ନାଁ. ତେବେ ବିନୋଦଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି...
୭ବର୍ଷରେ ଯୌନ ଶୋଷଣ,୧୬ ବର୍ଷରେ ବଳାତ୍କାର
ସୁପର ମଡେଲ ତଥା ଅଭିନେତ୍ରୀ ଭାବେ ବେଶ୍ ଜଣାଶୁଣା ପଦ୍ମାଲକ୍ଷ୍ମୀ । ଚର୍ଚ୍ଚିତ ଆମେରିକା ଟିଭି ତାରକା ତଥା ଲେଖକ ସଲମାନ ରଶଦିଙ୍କ ପୂର୍ବତନ ସ୍ତ୍ରୀ ପଦ୍ମାଲକ୍ଷ୍ମୀ ତାଙ୍କ ଜୀବନର କେତେକ ଅକୁହା କଥାର ଖୁଲାସା କରିଛନ୍ତି । ନ୍ୟୁୟର୍କ...
ଗଣେଶଙ୍କ ଆଳତୀ କରୁଛି ରୋବଟ୍ !
ସାରାଦେଶରେ ଧୁମଧାମରେ ଗଣେଶ ପୂଜା ପାଳନ ହେଉଥିଲାବେଳେ ମହାରାଷ୍ଟ୍ରରେ ପ୍ରତିବର୍ଷ ଏହାର ପରିବେଶ ଟିକେ ଭିନ୍ନ ଧରଣର ହୋଇଥାଏ. ସେଠାରେ ଗଣେଶଙ୍କ ବଡ ମୂର୍ତ୍ତି ଓ ସାଜ୍ଜସଜ୍ଜାକୁ ବାଦ୍ ଦେଲେ ଟେକ୍ନୋଲୋଜୀ ମଧ୍ୟ ଏହି ଉତ୍ସବରେ ଦର୍ଶକଙ୍କ ମନଜିଣିଥାଏ. ତେବେ...
ଆର୍ମି ଅଫିସର, ଫିଲ୍ମ ଷ୍ଟାଇଲ୍ ପ୍ରୋପୋଜ୍
ଏହି ଫଟୋ 2018, ସେପ୍ଟେମ୍ବର 8 ତାରିଖରେ ଉଠାଯାଇଥିଲା . ଫଟୋର ଥିବା ଦୁଇ ଲଭ ବାର୍ଡଙ୍କୁ ଦେଖନ୍ତୁ . ପ୍ରେମିକ ସେନା ପୋଷାକରେ ଅଛନ୍ତି . ନାଁ ଠାକୁର ଚନ୍ଦ୍ରେଶ ସିଂ . ଏହି ଦିନଟି ତାଙ୍କ ଜୀବନର...
ଗଣେଶଙ୍କ ପାଇଁ 600 କେଜିର ଲଡ୍ଡୁ !
ଗଣେଶଙ୍କ ପାଇଁ 600 କି.ଗ୍ରାର ଲଡ୍ଡୁ ! ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ହେଲେ କଥାଟି ପୂରାପୂରି ସତ. ଆଜ୍ଞା ହଁ, ଗଣେଶ ପୂଜା ଅବସରରେ ଏକ ମିଠା କମ୍ପାନୀ 1 କି 2 କି.ଗ୍ରାର ନୁହେଁ ବରଂ ପୂରା...
ପ୍ରବାସରେ ଓଡିଆ ମହକ: ଶିବ ରଞ୍ଜନ ମହାପାତ୍ର
ନିଜ ଗାଁ ଭିଟାମାଟି ଛାଡି ବୃତ୍ତି ପାଇଁ ବିଦେଶରେ ରହୁଛନ୍ତି ଅନେକ ଓଡିଆ । କିଏ ବିଶ୍ୱଦରବାରରେ ଓଡିଶାର କଳା ଓ ସଂସ୍କୃତିର ପ୍ରସାର ପ୍ରଚାର ଦିଗରେ କାର୍ଯ୍ୟ କରୁଛନ୍ତି ତ ଆଉ କିଏ ନିଜ ପ୍ରତିଭା ବଳରେ ସାରା...