ନୂଆ ବର୍ଷରେ ମୋଦିଙ୍କ ନୂଆ ଯୋଜନା
ନୂଆ ବର୍ଷରେ ମୋଦି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି. ତେବେ ଏହି ଯୋଜନା ଖାସ୍ କରି ବେରୋଜଗାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ. ନୂଆ ବର୍ଷର ପ୍ରଥମ ଦିନରୁ ଏହି ଯୋଜନାର ଶୁଭାରମ୍ଭ କରିବେ ମୋଦି. ଯାହାର ନା...
ଗଲଫ୍ ଖେଳାଳୀ ଗିରଫ
ଅବୈଧ ଶିକାର କରିବା ଅଭିଯୋଗରେ ଜେଲ ଗଲେ ଖ୍ୟାତନାମା ଗଲଫ୍ ଖେଳାଳୀ ଜ୍ୟୋତି ରାନ୍ଧୱା. ବହରାଇଚ ଉତ୍ତରପ୍ରଦେଶର ହେଉଛି ଏହି ଘଟଣା. ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କରିଛି. ଗିରଫ ପରେ ଜ୍ୟୋତିଙ୍କ ପାଖରୁ A.22ର ରାଇଫଲ ମଧ୍ୟ ଜବତ...
ବାବାଙ୍କ ଭବିଷ୍ୟବାଣୀ
2019 ଲୋକସଭା ନିର୍ବାଚନକୁ ନେଇ ନରେନ୍ଦ୍ର ମୋଦିଙ୍କୁ ସର୍ବଦା ସହଯୋଗ କରୁଥିବା ବାବା ରାମଦେବ ନିଜ ପ୍ରତିକ୍ରିୟା ରଖିଛନ୍ତି. ଆଗାମୀ 2019 ନିର୍ବାଚନରେ ପରବରର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ କହିବା ସମ୍ଭବ ନୁହେଁ. ମଦୁରାଇରେ ମଙ୍ଗଳବାର ରାମଦେବ କହିଛନ୍ତି,...
ଦ୍ୱିପର ପୁନଃ ନାମକରଣ
ଆଣ୍ଡାମାନ ଓ ନିକୋବରର ତିନୋଟି ଦ୍ୱିପର ପୁନଃ ନାମକରଣ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର. ଏହି ତିନୋଟି ଦ୍ୱିପ ମଧ୍ୟରେ ରହିଛି ରସ୍ ଆଇଲାଣ୍ଡ,ନଲ ଆଇଲାଣ୍ଡ ଓ ହାଭଲକ୍ ଆଇଲାଣ୍ଡ. ତେବେ ରସ୍ ଆଇଲାଣ୍ଡକୁ ନେତାଜୀ ସୁବାଷ...
ଲୋକାର୍ପିତ ହେଲା ବୋଗିବିଲ ସେତୁ
ଶେଷରେ 21 ବର୍ଷର ସ୍ଥାପନା ପରେ, ଡିସେମ୍ବର 25 ତାରିଖ ଅଟଳଙ୍କ ଜନ୍ମ ଜୟନ୍ତୀ ଅବସରରେ ଆସାମର ଦିବ୍ରୁଗଡରେ ଦୀର୍ଘତମ ପୋଲ ବୋଗବିଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଏହି ସେତୁ ବିଶେଷ...
ନୂଆ ଫିଚରରେ ୨୦ ଟଙ୍କିଆ ନୋଟ୍
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୨୦ ଟଙ୍କିଆ ନୋଟ ଜାରି କରାଯିବ । ଆରବିଆଇ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ , ୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ୪୯୨ କୋଟି ୨୦ ଟଙ୍କିଆ ନୋଟ ପ୍ରଚଳିତ...
ନୂଆବର୍ଷରେ ନୂଆ ଉପହାର
ସରିବ 2018 ମସିହା , ଆଗମନ କରିବ 2019. ଏହି ପରିପ୍ରେକ୍ଷୀରେ ମୋଦି ଦେଶବାସୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ଏକ ଉପହାର. ଯାହାର ନାମ ହେଲା ‘ଆୟୁଷ୍ମାନ ଭାରତ ଯୋଜନା’. ହଁ, ଉତ୍ତରାଖଣ୍ଡ ରେସକୋସସ୍ଥିତ ବନ୍ରୁ ସ୍କୁଲରେ ମଙ୍ଗଳବାରଠୁ ଆରମ୍ଭ...
ମୃତ୍ୟୁର ୭ମାସ ପରେ ବି ଅନଲାଇନ ଥିଲେ ମହିଳା !
ଉତ୍ତରାଖଣ୍ଡର ଗୋରଖପୁରରେ ଘଟିଛି ଅଭାବନୀୟ ଘଟଣା. ଯାହାକୁ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ. ଜଣେ ଡାକ୍ତର ନିଜ ପୂର୍ବ ପତ୍ନୀକୁ ହତ୍ୟା କରିବା ପରେ ଅନ୍ୟମାନଙ୍କୁ ଅନ୍ଧାରରେ ରଖିବା ପାଇଁ ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କୁ ଜୀବିତ ରଖିଥିଲେ....
ବାଜପେୟୀ ସ୍ମାରକୀ ମୁଦ୍ରା ଉନ୍ମୋଚନ କଲେ ମୋଦି
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି. ଏହି ଅବସରରେ ସଂସଦ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ...
ଇଣ୍ଡିଆନ ଆଇଡଲ-10 ର ବିଜେତା
ସବୁବର୍ଷ ଭଳି ଚଳିତ ବର୍ଷର ଇଣ୍ଡିଆନ ଆଇଡଲ ବିଜେତାଙ୍କ ନା ଘୋଷଣା କରାଯାଇଛି. ସମସ୍ତଙ୍କୁ ପଛରେ ପକାଇ ଇଣ୍ଡିଆନ ଆଇଡଲ-10 ର ବିଜେତା ହୋଇଛନ୍ତି ସଲମାନ ଅଲ୍ଲି. ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟଲିଟି ସୋ ଇଣ୍ଡିଆନ ଆଇଡଲ-10, ଜୁଲାଇ...








