ନୀଳଗିରୀ ଉପଖଣ୍ଡ ଚିକିତ୍ସାଳୟ ଓ ଥାନା କର୍ମଚାରୀଙ୍କୁ କରୋନା
ବାଲେଶ୍ଵର ଜିଲ୍ଲା ନୀଳଗିରୀ ଉପଖଣ୍ଡ ଚିକିତ୍ସାଳୟରେ ଥିବା ପୁଷ୍ଟିକର କେନ୍ଦ୍ର ଓ ନୀଳଗିରୀ ଥାନାରେ କାର୍ୟ୍ୟରତ କେତେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ପୁଷ୍ଟି ସାଧନ କେନ୍ଦ୍ରର କାର୍ୟ୍ୟରତ ଦୁଇଜଣ କର୍ମଚାରୀଙ୍କର କରୋନା ପଜିଟିଭ ବାହାରିବା ପରେ କେନ୍ଦ୍ରକୁ ବନ୍ଦ...
୯ ମୃତ, ୨୭୫୨ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଉ ୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର , ବଲାଙ୍ଗୀର, କଟକ, ଗଜପତି ଏବଂ ଖୋର୍ଦ୍ଧା ଜିଲ୍ଲାରୁ...
ଗଞ୍ଜାମକୁ ପଛରେ ପକାଇ ରେକର୍ଡ କରୁଛି ଖୋର୍ଦ୍ଧା ଜିଲ୍ଲା
ଆଜି ରାଜ୍ୟରୁ ସର୍ବାଧିକ ୩୦ ଜିଲ୍ଲାରୁ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୨୨୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୭୫୬ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...
୧୫ଟି ଶିକ୍ଷାନୁଷ୍ଠାନର ରେଜଲ୍ଟ ଶୁନ
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ । ଚଳିତ ବର୍ଷ ୭୦.୨୧% ଛାତ୍ରଛତ୍ରୀ ପାସ୍ ହୋଇଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୋଟ ଉପରେ ୯୭୩୭୭ ବିଜ୍ଞାନ...
୯ମୃତ, ୧୮୭୬ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ସର୍ବାଧିକ ୩୦ ଜିଲ୍ଲାରୁ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୭୬ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮୨, ଲୋକାଲ କେସ୍ ୬୯୪ ରହିଛି । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୫୦ ହଜାର ୬୭୨କୁ ବୃଦ୍ଧି...
ସ୍ୱାଧୀନତା ଦିବସ ପାଇଁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ୍
ଆଉ ତିନି ଦିନ ପରେ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ୍ ଜାରି ହୋଇଛି । କୋଭିଡ ନିୟମ ମାନି ସବୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ । ସକାଳ ୯ଟା ପରେ...
ପୋଲିସର ରାତି ଅଧିଆ କାର୍ଯ୍ୟାନୁଷ୍ଠାନ
ସୀମା ଟପିଲା ପୋଲିସର ଦବଙ୍ଗଗିରି । ରାତି ଅଧରେ ଘରେ ପଶି ୩୦ ଜଣଙ୍କୁ ଉଠାଇନେଲା ଗୋପ୍ ପୋଲିସ । ୩୦ ଜଣଙ୍କ ମଧ୍ୟରେ ୨୦ ମହିଳା ଏବଂ ୧୦ ନାବାଳକ ଓ ପୁରୁଷ ରହିଛନ୍ତି । ଛୋଟ...
ଓଡିଶାରେ କରୋନା ମୃତ୍ୟୁସଂଖ୍ୟା 235, ଆଜି ଆଖି ବୁଜିଲେ 10
ଓଡିଶାରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି I ଆଜି କରୋନାରେ ଦଶଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା 235ରେ ପହଞ୍ଚିଛି I ସବୁଠୁ ଅଧିକ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ହୋଇଛି I ଓଡିଶାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ...
ଏସପିଙ୍କୁ କରୋନା, ସ୍ବାସ୍ଥ୍ୟ ବିଭାଗର 10 କର୍ମଚାରୀ ବି
ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କରୋନା ସଂକ୍ରମିତ I ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିବା ପରେ ଅଫିସର ସବୁ କର୍ମଚାରୀଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା I ଏଥିରେ ଏସପିଙ୍କର ପଜିଟିଭ ରିପୋର୍ଟ...
ଆଠ ତାରିଖ ଯାଏଁ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି I ଭୁବନେଶ୍ବର ପାଣିପାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 8 ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା...


















