ବନ ବିଭାଗ ଯନ୍ତାରେ ଭାଲୁ
ଦୀର୍ଘ ଏକ ମାସ ଧରି ବନ ବିଭାଗକୁ ନାକେଦମ କରିବା ପରେ ଯନ୍ତାରେ ପଡିଲା ଭାଲୁ । ମାଲକାନଗିରି ଜିଲ୍ଲା ବାଲିମେଳା ଠାରେ ବନ ବିଭାଗ ଗୋଟିଏ ଭାଲୁକୁ ଉଦ୍ଧାର କରିଛି | ସ୍ଥାନୀୟ ଅଂଚଳରେ ଭାଲୁ ସମସ୍ତଙ୍କୁ...
୪ ଦିନ ଯାଏଁ ପ୍ରବଳ ଛେଚିବ
ରାଜ୍ୟରେ ଆହୁରି ୪ ଦିନ ବର୍ଷା ହେବ । ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।...
ଛୁଟି ଦିନରେ ବି ଗାଡି ସମ୍ବୋଧିତ ହୋଇପାରିବ ସମସ୍ତ କାର୍ଯ୍ୟ
ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ଚାରିଆଡେ ଜନ ଅସନ୍ତୋଷର ଆକ୍ରୋଶ ବଢୁଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ସରକାର ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି | ହଠାତ ଏତେ ବଡ...
ଡଙ୍ଗାବୁଡି ଘଟଣା, ଆଉ ଏକ ମୃତ ଦେହ ଉଦ୍ଧାର
ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ନିଖୋଜ ଘଟଣା । ଆଜିକୁ ଏହି ଘଟଣା ଚତୁର୍ଥ ଦିନରେ ପହଁଚିଥିବା ବେଳେ ଡଙ୍ଗା ବୁଡି ଯାଇ ୪ ଜଣ ନିଖୋଜ ହୋଇଯାଇଥିଲେ | ନିଖୋଜଙ୍କ ମଧ୍ୟରୁ ମଙ୍ଗଳବାର ଏକ ମୃତଦେହ ଉଦ୍ଧାର ହୋଇଛି ।...
ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ବୈଠକ
ରାୟଗଡା ଠାରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନଭାବ ପୋଷଣ କରୁଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି...
ପୁରୀରେ ଫୁଟିଲା ଗୁଳି, ଦୁଇ ଦୁର୍ଦ୍ଦାନ୍ତ ଅପରଧୀ ଆହତ
ଶ୍ରୀକ୍ଷେତ୍ରରେ ପୋଲିସ କରିଛି ଡବଲ ଏନ୍କାଉଣ୍ଟର | ଦୁଇଟି ପୃଥକ ପୃଥକ ସ୍ଥାନରେ ପୋଲିସ ଦୁଇ ଦୁର୍ଦ୍ଦାନ୍ତ ଅପରଧୀଙ୍କ ଉପରେ ଗୁଳି ଚଳାଇଛି |ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ...
ବୃଦ୍ଧି ପାଇବାରେ ଲାଗୁଛି ହୀରାକୁଦ ଡ୍ୟାମର ଜଳସ୍ତର
ବୃଦ୍ଧି ପାଇବାରେ ଲାଗୁଛି ହୀରାକୁଦ ଡ୍ୟାମର ଜଳସ୍ତର ,୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଅପରାହ୍ନରେ ଜଳସ୍ତର ୬୨୫.୫୬ଫୁଟ...
ଧୂମଧାମରେ ଶେଷ ହୋଇଛି ଖୁଦୁରୁକୁଣୀ ଓଷା
ବିବିଧ ପୂଜା, ପର୍ବପର୍ବାଣୀ ଓ ଓଷାପାଳନକୁ ନେଇ ଓଡ଼ିଶାର ଧାର୍ମିକ ପରଂପରାର ମହତ୍ତ୍ୱ ରହିଛି । ପ୍ରତିପର୍ବ ନିଜର ଏକ ସ୍ୱତନ୍ତ୍ର ବିଶେଷତ୍ୱ ବହନ କରେ । ବିଶେଷ କରି ଭାଦ୍ରବ ମାସରେ ଏମିତି ସବୁ ପର୍ବକୁ ନେଇ ଗାଁଠୁ...
କଂଗ୍ରେସର କୁଳଚନ୍ଦ୍ରମାଙ୍କୁ ଅଣଦେଖା
କଂଗ୍ରେସରେ କୋରାପୁଟ ଲୋକସଭା ସାଂସଦକୁ ଅଣଦେଖା , ଫଳରେ ଆଜି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । କୋରାପୁଟ ସାଂସଦ ସପ୍ତଗିରୀ ଉଲାକାଙ୍କୁ ରାୟଗଡା ଜିଲ୍ଲାରେ ହେଉଥିବା ବିଭିନ୍ନ ସରାକାରୀ କାର୍ଯ୍ୟକ୍ରମରେ ଡକାଯାଉନି ବୋଲି...
ଦୁଇ ଛୁଆଙ୍କୁ ବିଷଦେଇ ନିଜେ ବିଷ ପିିଇଲା ମା
ଦାରିଦ୍ର୍ୟ ଉଜାଡ଼ି ଦେଇଛି ଆଉ ଏକ ପରିବାର । ଗରିବୀ ଯୋଗୁଁ ଘର ସମ୍ଭାଳିବା ଅସମ୍ଭବ ହେବାରୁ ଶେଷରେ ଦୁଇ ପିଲାଙ୍କ ସହିତ ମା’ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା...


















