ଆରପାରିରେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ
ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ଏବେ ଅଫେରା ଦୁନିଆରେ । ଆଜି ସକାଳେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱରରୁ କାର ଯୋଗେ ବୌଦ୍ଧକୁ ଫେରୁଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥର କଲରାପଠା...
ବାଳୁକା କଳାରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା । ଦେଶର ସମସ୍ତ ନେତା ମନ୍ତ୍ରୀ ମାନେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିଭଳି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ...
ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଛାତ୍ରୀଙ୍କ ନଗ୍ନ ଫଟୋ
ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କ ନଗ୍ନ ଫଟୋ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । ପବିତ୍ରପୁର ଅଞ୍ଚଳର ଜଣେ କଲେଜ ପଢୁଆ ଛାତ୍ରୀଙ୍କର ସେହି ଅଞ୍ଚଳର ଜଣେ କଲେଜ ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କ ଗଢି...
ନବାନ୍ନ ଲାଗି ଦିନ ଧାର୍ଯ୍ୟ
ଆଉ ଦିନ କେଇଟା ପରେ ପାଳନ କରାଯିବ ନୂଆଖାଇ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ଏହି କୃଷିଭିତିକ ପର୍ବ ପାଇଁ ମା ସମଲେଶ୍ୱରୀଙ୍କ ଲଗ୍ନ ଧାର୍ଯ୍ୟ କରାଯାଇଛି । ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ଏହି ଲଗ୍ନ ଧାର୍ଯ୍ୟ...
ରୋଡ୍ ସାଇଡ୍ ରେ ଜନ୍ମ ଦେଲେ..
ରାସ୍ତା କଡରେ ସନ୍ତାନ ପ୍ରସବ । ବ୍ରହ୍ମପୁରର ଜନଗହଳି ପୂର୍ଣ୍ଣ କୋଟପେଟା ଛକରେ ଅଭାବନୀୟ ଦୃଶ୍ୟ । ବ୍ରହ୍ମପୁର ମେଡିକାଲ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଘଟିଛି ଏଭଳି ଘଟଣା । ମହିଳା ଜଣକ ରାସ୍ତାରେ ଚାଲି...
ନିଜ ଏରିଆରେ ମନ୍ତ୍ରୀଙ୍କର କେବେ ପଡିବ ନଜର?
ସ୍କୁଲ ଅଛି, ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି, ପିଲା ବି ଅଛନ୍ତି, ହେଲେ ପାଠପଢା ଠପ୍ । ବିଡମ୍ବନାର ବିଷୟ ଯେ, ୮୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠପଢାରୁ ବ ଞ୍ଚିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ...
ରାୟଗଡାରେ ଲାଗିଲା ମାଓ ପୋଷ୍ଟର
ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣା ଗ୍ରାମରେ ପୁଣି ଲାଗିଲା ମାଓ ପୋଷ୍ଟର । ସିପିଆଇ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଜଣାପଡିଛି । ଏହି ପୋଷ୍ଟରରେ ମାୟାବାଲି ଗ୍ରାମର ସିତୁନ ସିକକାକୁ ତୁରନ୍ତ ଜେଲରୁ ଖଲାସ କରିବା...
ଉବୁଟୁବୁ ରାଜଧାନୀ
ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି ଭୁବନେଶ୍ୱର । ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଛି । କେବଳ ୪୫ ମିନିଟର ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ...
ପ୍ରତିଶୋଧ ନେଲେ ଶାହ!
ଯୁଗ ବଦଳିବା ସହିତ ସମୟ ବି ବଦଳି ଥାଏ । ଆଉ ସମୟ ବଦଳିବା ସହିତ ମଣିଷର ଭାଗ୍ୟ ବି ବଦଳିଥାଏ । ଆଉ ଏହି ଭାଗ୍ୟଚକ୍ର କେତେବେଳେ ରାଜଗାଦିରେ ବସାଏ ତ ପୁଣି କେତେବେଳେ ଜେଲର ଚାରି କାନ୍ଥ...
ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଲେ ପୋଲିସ ଏଡିଜି
ବିଜେବି କଲେଜ ସାମ୍ବାଦିକତା ବିଭାଗରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେଜ ପକ୍ଷରୁ ସ୍ୱାଗତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁପ୍ରଭା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲିସି ଏଡିଜି ଡଃ ସତ୍ୟଜିତ ମହାନ୍ତି...
















