୨ତାରିଖରେ ଦୁଇଟି ଜିଲ୍ଲା ପାଇଁ ଛୁଟି ଘୋଷଣା
ଆସୁଛି ନୂଆଁଖାଇ । ଉତ୍ସବ ମୁଖର ପଶ୍ଚିମ ଓଡିଶା । ଆସନ୍ତା ୧ ତାରିଖରେ ପଶ୍ଚିମଓଡିଶାବାସୀ ପାରମ୍ପରୀକ ଭାବେ ନୂଆଁ ଖାଇ ପାଳନ କରିବେ । ତେବେ ୧ ତାରିଖରେ ସରକାରୀ ଛୁଟି ଥିଲେ ମଧ୍ୟ ନୂଆଁଖାଇ ପରଦିନ ସମ୍ବଲପୁର...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା
ମୋଦିଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲି, ନିଜ ରିପୋର୍ଟ କାର୍ଡ ପ୍ରଦାନ କଲି । ଭୁବନେଶ୍ୱରରେ ଟାଟା କ୍ୟାନ୍ସର ହସ୍ପିଟାଲ...
ଦୀପାବଳି ସୁଦ୍ଧା ୫ଜି ସେବା
ଦୀପାବଳି ସୁଦ୍ଧା ୫ଜି ଲଞ୍ଚ କରିବ ଜିଓ । ୨୦୨୩ ଶେଷ ସୁଦ୍ଧା ସାରା ଦେଶରେ ଯୋଗାଇବ ସେବା । ରିଲାଆନ୍ସ ଅଧକ୍ଷ୍ୟ ମୁକେଶ ଅମ୍ବାନୀ ନିଜେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ରିଲିଆନ୍ସ ଜିଓ ...
ଦେଢ ଲକ୍ଷ ଟଙ୍କିଆ ଏଣ୍ଡୁଅ
ଏଣ୍ଡୁଅର ଦାମ୍ ଦେଢ ଲକ୍ଷ । ଏଣ୍ଡୁଅ ବିକ୍ରୀ ପାଇଁ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ଗିରଫ ହୋଇଛନ୍ତିି ଜେଜେ ଓ ନାତୀ । ଏକ ବହୁରୂପୀ ଏଣ୍ଡୁଅ ବିକ୍ରୀ ଉଦ୍ୟମବେଳେ ଦୁଇ ଜଣ ଧରା...
ସାମ୍ନାକୁ ଆସିଲା ଆଉ ଏକ ହ୍ୱାଟସଆପ୍ ଚାଟ୍
ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣାକୁ ୧୧ ଦିନ ହୋଇଗଲାଣି, ତଥାପି ପୋଲିସ ହାତ ଖାଲି । କେବେ ଡେଥ୍ ଉପରୁ ହଟିବ ସସପେନ୍ସ? କେବେ ଦୋଷୀ ପାଇବ ଦଣ୍ଡ? ଦିନ ବଢିବା ସହିତ ଡେଥ୍ ସସପେନ୍ସ ମଧ୍ୟ ବଢୁଛି । ସାମ୍ନାକୁ...
ରାଜ୍ୟରେ ଖୋଲିବ ଆଉ 36 ନୂଆ ଥାନା
ରାଜ୍ୟରେ ଆଉ 36ଟି ନୂଆ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଛନ୍ତି I ଖୁବଶୀଘ୍ର ଏହି ନୂଆ ଥାନା ଖୋଲାଯିବ ଏବଂ ଏଥିପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯିବ I ନୂଆ ଥାନା କାର୍ଯ୍ୟକ୍ଷମ ପାଇଁ 563ଟି ପଦବୀ ସୃଷ୍ଟି...
ଆଡମିସନ ମିଳିଲାନି ବୋଲି ଚଣା, ମୁଢି ବିକିଲେ ..
ଆଡମିସନ ପାଇଁ ଅନଲାଇନ ଟିସି ମାଗିଲେ ପ୍ରଧାନ ଶିକ୍ଷୟିତ୍ରୀ । ବାପା କୃଷ୍ଣଚନ୍ଦ୍ର ପଣ୍ଡା ଅନଲାଇନ ଟିସି ପାଇଁ ଚେଷ୍ଟା କରି ନିରାଶ ହେଲେ । ଶେଷରେ ସ୍କୁଲ ସାମନାରେ ପୁଅ ଶିବ ଶଙ୍କର ପଣ୍ଡା ସ୍କୁଲ ଯୁନିଫର୍ମ ପିନ୍ଧି...
୧୫ଦିନ ପରେ ଫେରିଲା ଚେତା
କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ଭଲ ଖବର । ଆଜି ସକାଳୁ ରାଜୁଙ୍କର ଚେତା ଫେରିଛି । ଗତ ୧୫ ଦିନ ହେବ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଜୁ । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ବ୍ୟକ୍ତିଗତ ସଚିବ ଗର୍ବିତ...
ହସିଲେ ବୋଲି..
ବନ୍ୟା ସମୀକ୍ଷା ବୈଠକରେ ସିନିୟର ଅଧିକାରୀଙ୍କ ଆଗରେ ହସି ଦେବାରୁ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି କନିଷ୍ଠ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା । କାରଣ...
ହାର୍ଟ ଆଟାକ୍ ନେଇଗଲା ଆଉ ଗୋଟିଏ ଜୀବନ
ହାର୍ଟ ଆଟାକରେ ଆଖି ବୁଜିଲେ ଟିକ୍ ଟକ୍ ଷ୍ଟାର । ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଏକ ସୁଟ୍...



















