୩ ମୃତ , ୬୧୮ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ଜଣେ ୬୫ ବର୍ଷ ବୟସ୍କ ପୁରୁଷଙ୍କ ର ମୃତ୍ୟୁ ହୋଇଛି...
ଭୁବନେଶ୍ୱରରୁ ୫୧ ପଜିଟିଭ୍
ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟନରୁ ୩୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୧୬ ରହିଛି । ସରକାରୀ ହସ୍ପିଟାଲର ଜଣେ ପୁରୁଷ, ଜଣେ ମହିଳା କର୍ମଚାରୀ ଲୋକାଲ...
ଆଇପିଏସ ସ୍ତରରେ ଅଦଳବଦଳ
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ଭୁବନେଶ୍ୱର ଓ କଟକରେ ବଦଳି ହୋଇଛନ୍ତି ଡ଼ିସିପି । ଉମାଶଙ୍କର ଦାଶ ହୋଇଛନ୍ତି ଭୁବନେଶ୍ୱର ଡ଼ିସିପି ଯିଏକି ପୁରୀ ଏସପି ଥିଲେ । ଏବଂ ପ୍ରତୀକ ସିଂହ ହୋଇଛନ୍ତି କଟକ ...
ଆଦିତ୍ୟ ମୃତ୍ୟୁ ମାମଲା: ପୋଲିସ ହାତରେ ସିସିଟିଭି ଫୁଟେଜ୍
ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ନେଇ ଏବେ ବି ଲାଗି ରହିଛି ସସପେନ୍ସ । ମୃତ୍ୟୁକୁ ୭ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଆଦିତ୍ୟଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । ତେବେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଆଦିତ୍ୟଙ୍କ...
୪ ମୃତ, ୫୪୩ ପଜିଟିଭ୍ ଚିହ୍ନଟ
ଦିନକୁ ଦିନ ରାଜ୍ୟରେ କରୋନା ମୃ୍ତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ୪ ଜଣଙ୍କର ମୃତ୍ୟୁ ହୋଇଛି । କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଗଞ୍ଜାମରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକରେ...
କ୍ୱାରେଣ୍ଟିନ୍ କମ୍, ଲୋକାଲ୍ ବେଶି: ଭୁବନେଶ୍ୱରରୁ ୧୪ ପଜିଟିଭ୍
ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା । ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱରରେ ଆଜି ୧୪ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଲୋକାଲ କେସ୍ ରହିଥ ୪...
୬ ମୃତ, ୬୧୬ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ କରୋନାରେ ପୁଣି ୬ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ରୁ ୪ ,ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ମୋଟ କରୋନା ସଂଙ୍କ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି...
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍
ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣଙ୍କୁ କରୋନା । ଐଶ୍ୱର୍ଯ୍ୟା ରାୟ ଓ ଝିଅ ଆରଧ୍ୟା ରାୟ କରୋନାରେ ଆକ୍ରାନ୍ତ । ରିପୋର୍ଟ ପଜିଟିଭ୍ ନେଇ ବିଏମସି ସରକାରୀ କମିଶନରଙ୍କ ସୂଚନା । କାଲି ଅମିତାଭ ଓ...
ପ୍ରଥମ ଥର ପାଇଁ ଟ୍ରମ୍ପଙ୍କ ମୁହଁରେ ମାସ୍କ
ଶେଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିନ୍ଧିଲେ ମାସ୍କ । ଆମେରିକାରେ ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହେଉଛି । ଏବେ ସାରା ବିଶ୍ୱରେ କରୋନା ଆକ୍ରାନ୍ତ...
କଟକରୁ ହଟିବ ସଟ୍ ଡାଉନ୍
କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟ୍ ଡାଉନ୍ । ଆସନ୍ତାକାଲି ଠାରୁ ସଟ୍ ଡାଉନ୍ ହଟିବା ନେଇ ସିଏମସି ପକ୍ଷରୁ ସୂଚନା । କାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ଯାଏଁ ଖୋଲା ରହିବ ଦୋକାନ ବଜାର । ସହରରେ...
















