27.1 C
Bhubaneswar
Sunday, January 26, 2025
-Advertisement-

ଆଇସିୟୁ ପାଲଟିଲା ଆକ୍ୱାରିୟମ୍ : ଡାକ୍ତରଖାନା ଭିତରେ ପଶିଲା ଡ୍ରେନ ପାଣି, ବେଡ୍ ତଳେ ଖେଳିଲେ ମାଛ

ଜନତାଙ୍କ ବିଶ୍ୱାସ ଜିତିବା ପାଇଁ ଗୋଟେ ପରେ ଗୋଟେ ଯୋଜନା କରିଚାଲିଛନ୍ତି ସରକାର . ମାତ୍ର ଗୋଟିଏ ଘଟଣା ଫେଲ କରିଦେଉଛି ସରକାରଙ୍କ ଟ୍ରାକ ରେକର୍ଡ. ଏଥର ନୀତିଶ କୁମାରଙ୍କ ପାଳି. ନୀତିଶଙ୍କ ରାଜ୍ୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା....

ଓଡିଶା ବାଏ ମର୍ଣ୍ଣିଂ, ହକି ବାଏ ଇଭିନିଙ୍ଗ, ଲଣ୍ଡନ ବସ୍ ରେ ଓଡିଶା ପର୍ଯ୍ୟଟନର ବିଜ୍ଞାପନ

କ୍ରୀଡା ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ. ରାଜ୍ୟ ସରକାର ହକି ସହ ପର୍ଯ୍ୟଟନକୁ ଯୋଡି ବିଶ୍ବସ୍ତରରେ ନୂଆ ବାର୍ତ୍ତା ଦେଇଛନ୍ତି. ହକି ମେନ୍ସ ଓ୍ବାର୍ଲ୍ଡ କପ୍ ଭୁବନେଶ୍ବର 2018 ପାଇଁ ଲଣ୍ଡନ ସିଟି ବସରେ ଓଡିଶା ପର୍ଯ୍ୟଟନର ଚିତ୍ରକୁ...

ମହିଳା ହକି ବିଶ୍ୱକପ୍ : ଭାରତ ପାଇଁ ‘କର’ ବା ‘ମର’ ସ୍ଥିତି

ବିଶ୍ୱକପ୍ ରେ ନିଜ ସ୍ଥାନ କାୟମ ରଖିବା ପାଇଁ ଭାରତୀୟ ଟିମକୁ ଆମେରିକା ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ହେବ. ଗୋଟିଏ ମ୍ୟାଚ ଡ୍ର ଓ ଗୋଟିଏ ମ୍ୟାଚ ହାରିବା ପରେ ଭାରତୀୟ ମହିଳା ହକି ଟିମକୁ...

ସତ୍ୟଜିତ ମହାନ୍ତି ନୂଆ ପୋଲିସ କମିଶନର

1988 ବ୍ୟାଚ୍ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ନୂଆ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି. କଟକ-ଭୁବନେଶ୍ବର ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନାଙ୍କ ସ୍ଥାନରେ ସତ୍ୟଜିତଙ୍କୁ ନିଯୁକ୍ତି ଦିଆଯାଇଛି. ଯୋଗେଶଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ବ ମିଳିଥିବା ବେଳେ ଆଇନଶୃଙ୍ଖଳା...

ଆଇସିୟୁରେ କରୁଣାନିଧି, ଡାକ୍ତରଖାନା ବାହାରେ ସମର୍ଥକଙ୍କ ଭିଡ଼

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ପ୍ରମୁଖ ଏମ୍. କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି. ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ରାତିରେ ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ରକ୍ତଚାପ ଜନିତ ସମସ୍ୟା ହେତୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ସୂଚନା...

ଜୀବନ ନେଉଛି ବର୍ଷା, ଯମୁନା ନଦୀର ଜଳ ଟପିଲା ବିପଦ ସଂକେତ

26 ଜୁଲାଇରୁ 28 ଜୁଲାଇ ମଧ୍ୟରେ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ 58 ଜଣଙ୍କର ମୃତ୍ୟୁ ହେବା ସହ 53 ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି. ଦିଲ୍ଲୀରେ ଯମୁନା ନଦୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି. ଉତ୍ତର...

ଇସ୍କନ ସାମନାରୁ ଜବରଦଖଲ ଉଚ୍ଛେଦ, ମଲ୍ ଓ ହୋଟେଲକୁ କେମିତି ଦିଆଯାଉଛି ଅନୁମତି

  ଭୁବନେଶ୍ବର ଇସ୍କନ ସାମନାରେ ବର୍ଷା ଜଳ ନିଷ୍କାସନ ପାଇଁ ବିଏମସି ଓ ବିଡିଏ ପକ୍ଷରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଗଲା. ଇସ୍କନ ଜବରଦଖଲ ଉଚ୍ଛେଦ ବେଳେ କିଛି ସମୟ ପାଇଁ ଇସ୍କନ ଭକ୍ତ ଓ ଉଚ୍ଛେଦକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ...

ମହାବଳେଶ୍ୱରରେ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ,ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମହାବଳେଶ୍ୱରରେ ଏକ ବସ୍ ଦୁର୍ଘଟଣାରେ 33 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ବସରେ ଥିବା ଯାତ୍ରୀମାନେ ଦାପୋଲି କୃଷି ବିଶ୍ୱବିଦ୍ୟାଳୟର ସଦସ୍ୟ ବୋଲି ଜଣାପଡିଛି. ବସଟି ଶନିବାର ଦିନ ପିକନିକ୍ ପାଇଁ ମହାବଳେଶ୍ୱର ଯାଉଥିଲା....

ସତ୍ୟବାଦୀରେ ହେବ ଓଡିଆ ବିଶ୍ବବିଦ୍ୟାଳୟ, 18 ବର୍ଷ ହେଲା ସରକାର କରୁଥିଲେ କଣ ?

ସତ୍ୟବାଦୀରେ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଐତିହ୍ୟ କ୍ୟାବିନେଟର ନିଷ୍ସତ୍ତି ଐତିହାସିକ. ଏଥିପାଇଁ ସରକାର 25 ଏକର ଜମି ଯୋଗାଇଦେବେ. ପଞ୍ଚସଖାଙ୍କ ଏହି ସ୍ମରଣୀୟ ସ୍ଥାନରେ ସରକାର ଓଡିଆ ବିଶ୍ବବିଦ୍ୟାଳୟ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ...

ବସନ୍ତ ଏବେ ରହିବେ, କଣ ହେବ ରାଜ୍ୟ ବିଜେପିର ଭବିଷ୍ୟତ

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଦଳ ପ୍ରଭାରୀ ଅରୁଣ ସିଂହ. ବସନ୍ତଙ୍କ ନେତୃତ୍ବରେ ଦଳ ଆଗକୁ ଚାଲିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ଅରୁଣ. ମାତ୍ର ବସନ୍ତଙ୍କ ନେତୃତ୍ବ ଦଳକୁ କେତେ...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...