ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଏନକାଉଣ୍ଟର
ଗଂଜାମ ଜିଲ୍ଲା ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଏକକାଳୀନ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ ଧରିଛି । ଗଞ୍ଜାମ ଜିଲ୍ଲା ପୋଲିସର ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଚମାଖାଣ୍ଡି ଥାନା ଅନ୍ତର୍ଗତ କଣମଣା...
ଓପିଏସସି ବିରୋଧରେ ଜାଲିଆତି ଅଭିଯୋଗ, ଆମରଣ ଅନଶନରେ ପରୀକ୍ଷାର୍ଥି
ଓଡିଶା ପବ୍ଲିକ ସର୍ଭିସ କମିଶନ ବିରୋଧରେ ଜାଲିଆତି ଅଭିଯୋଗ. ଅଭିଯୋଗ ଆଣିଛନ୍ତି ସୁଦର୍ଶନ ମହାରଣା ନାମକ ଜଣେ ଓପିଏସସି ପରୀକ୍ଷାର୍ଥୀ. ପ୍ରତିବାଦରେ ସେ ଓପିଏସସି କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି. ତାଙ୍କ କହିବା ମୁତାବକ, ସେ ଓଡିଶା ଲୋକ...
ଆସନ୍ତା 72 ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ଘନିଭୂତ ହେଉଥିବା ଘୂର୍ଣ୍ଣିଝଡ ଫଳରେ ଆସନ୍ତା 72 ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି. ପାଣିପାଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର...
ଯୁକ୍ତ ଦୁଇ ପରୀକ୍ଷା; ଏକ୍ସ ରେଗୁଲାର୍ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରକାଶ ପାଇଲା ଫର୍ମ ପୂରଣ ତାରିଖ
2019 ମାର୍ଚ୍ଚ ମାସରେ ହେବାକୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି. ତେବେ ଏହି ବିଜ୍ଞପ୍ତିରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଅଧ୍ୟୟନ କରୁଥିବା ଏକ୍ସ...
ପରିବେଶ ସୁରକ୍ଷା ପାଇଁ ଓଡିଶାରେ ବୌଦ୍ଧ ସନ୍ନ୍ୟାସୀ
ବୌଦ୍ଧ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ଓ ପରିବେଶକୁ ସୁରକ୍ଷା କରିବା ପାଇଁ ଓଡିଶାରେ ପହଞ୍ଚିଛନ୍ତି ବୌଦ୍ଧଧର୍ମର ସନ୍ନ୍ୟାସୀମାନେ. ପରିବେଶ ସୁରକ୍ଷା ଉପରେ ବାର୍ତ୍ତା ଦେବା ଓ ଲୋକମାନଙ୍କୁ ଜାଗୃତ କରାଇବା ପାଇଁ ସେମାନେ ଆରମ୍ଭ କରିଛନ୍ତି ଏକ ଆଠ ଦିବସୀୟ...
ଛେଳି ମାୟାରେ ପଡିଲାନି ‘ସୁନ୍ଦରୀ’
ପ୍ରଶାସନ ପକ୍ଷରୁ ଗତ ଦୁଇଦିନ ଧରି ଚାଲିଥିବା ‘ମିଶନ ଟ୍ରାଙ୍କୁଲାଇଜ’ ପୁଣି ବିଫଳ ହୋଇଛି. ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ ବିଫଳ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି. ବାରମ୍ବାର ଟ୍ରାଙ୍କୁଲାଇଜ ପରେ ମଧ୍ୟ ଜାଲରେ ପଡୁନି ସୁନ୍ଦରୀ....
ପ୍ରଦେଶ ମହିଳା କଂଗ୍ରେସର ସ୍ବାଭିମାନ ସଂକଳ୍ପ ସମାବେଶ
ରାଜ୍ୟରେ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ଆୟୋଜନ କରିଥିଲା ସ୍ବାଭିମାନ ସଂକଳ୍ପ ସମାବେଶ. ମହିଳାଙ୍କ ଉପରେ ପାରିବାରିକ ହିଂସା ଠାରୁ ଆରମ୍ଭ କରି ନାବାଳିକା ବଳାତ୍କାର, ଯୌନ ଶୋଷଣ ଓ ଅପରାଧ ବଢି ଚାଲିଛି....
ମୋଦୀଙ୍କୁ ସିଓଲ ଶାନ୍ତି ପୁରସ୍କାର
ଭାରତରେ ମାନବ ବିକାଶ ଓ ଗଣତନ୍ତ୍ରର ଅଗ୍ରଗତି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଳିତ ବର୍ଷର ସିଓଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ. ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ଅର୍ଥନୈତିକ ବୃଦ୍ଧି, ବିଭିନ୍ନ ପ୍ରକାର ଦୁର୍ନୀତି...
ଜେଲରେ କଟିଲା ରାତି
ଓଡିଶାର ସଂସ୍କୃତି ଓ କୋଣାର୍କ ମନ୍ଦିର ବିଷୟରେ ଅରୁଚିକର ମନ୍ତବ୍ୟ ଦେଇ ସାଢେ ଚାରିକୋଟି ଓଡିଆଙ୍କ ଭାବନାକୁ ଆଘାତ କରିଥିବା ଅଭିଜିତ୍ ଆୟାରଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିବା ପରେ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା. କୋର୍ଟ ତାଙ୍କୁ 14...
ଚାନ୍ଦା ଆଦାୟ ମୋଦୀଙ୍କ ନୂଆ ଆପ୍
ଚାନ୍ଦା ଆଦାୟ ପାଇଁ ଆରମ୍ଭ ହେଲା ମୋଦୀଙ୍କ ନୂଆ ମୋବାଇଲ ଆପ୍ ‘ମୁଁ ନୁହେଁ ଆମେ’. ମୋଦୀ ତାଙ୍କର ଏହି ନୂଆ ଆପ୍ ମାଧ୍ୟମରେ ଲୋକଙ୍କଠୁ ଚାନ୍ଦା ସଂଗ୍ରହ କରିବେ. ରାଷ୍ଟ୍ରସେବା ପାଇଁ ମୋଦୀ ଏହି ଆପ୍ ଜରିଆରେ...









