ଦିଦି ଏଠି ଦାଦାଗିରି ନକରି ଖୋଲିକରି ହସନ୍ତୁ
ଦିଦି ଏଠି ଖୋଲିକରି ହସନ୍ତୁ. ଦାଦାଗିରି କରନ୍ତୁନି, ଆପଣ ଲୋକତନ୍ତ୍ରରେ ଅଛନ୍ତି । ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ସ୍ୱାଗତ କରି ଲାଗିଛି ଏମିତି କାର୍ଟୁନ ପୋଷ୍ଟର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି...
ବିଟେକ୍-ବ୍ରାଉନସୁଗାର
କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀରୁ ଜବତ ହୋଇଛି ବ୍ରାଉନ ସୁଗାର. ଅବକାରୀ ବିଭାଗ ତରଫରୁ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ଏହି କାରବାର ବନ୍ଦ ହେବାର ନା ନେଉନାହିଁ. ବିଶେଷ ଭାବରେ ଯୁବପିଢୀ ଏହାର ଶିକାର ହେଉଛନ୍ତି....
କୁମ୍ଭରେ ପିଛା ଛାଡୁନି ନିଆଁ
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲୁଥିବା କୁମ୍ଭରେ ନିଆଁ ଲାଗିବା ପିଛା ଛାଡୁନି. ଥରକୁ ଥର ଟେଣ୍ଟରେ ନିଆଁ ଲାଗୁଛି. ପୂର୍ବରୁ ଦୁଇ ଥର ଅଗ୍ନିକାଣ୍ଡ ଘଟିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି. ସୂଚନା...
ନିର୍ବାଚନ କମିଶନଙ୍କ ଓଡିଶା ଗସ୍ତ
ଆଗକୁ ଆସୁଛି ନିର୍ବାଚନ. ଏ ନେଇ ବୁଧବାର ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନ. ଓଡିଶାରେ ପହଞ୍ଚିବା ପରେ ଭୋଟ ପ୍ରସ୍ତୁତି ନେଇ ଆଲୋଚନା କରିବେ. ତେବେ 14 ଓ 15 ରେ ଭୋଟ ପ୍ରସ୍ତୁତି ନେଇ...
ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତ କରୁଛନ୍ତି. ନବୀନଙ୍କ ଗସ୍ତ ନେଇ ବାଲେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି. ତେବେ ମଧ୍ୟାହ୍ନରେ ବାଲେଶ୍ୱରରେ ପହଞ୍ଚିବା ପରେ ଭୋଗରାଇର ତାଳସାରୀ ବେଳାଭୂମି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ. ପରେ...
ଖାଦ୍ୟରୁ ବାହାରିଲା ଏହି ଜିନିଷ
ଆଜିକାଲି ଯୁଗ ଯେପରି ହେଲାଣି ସମସ୍ତେ ଅନଲାଇନରେ କାମ କରିବାକୁ ପସନ୍ଦ କରୁଛନ୍ତି. କାର୍ଯ୍ୟ ବ୍ୟସ୍ତତା ପାଇଁ ସପିଂ ଠାରୁ ଆରମ୍ଭ କରି ଖାଦ୍ୟ ଅର୍ଡର ମଧ୍ୟ ଅନଲାଇନରେ ହିଁ କରୁଛନ୍ତି. ମାତ୍ର ଅନଲାଇନରେ ଅର୍ଡର କରୁଥିବା ଖାଦ୍ୟ ମଧ୍ୟ...
୧୫ରେ ଭୂମିହୀନଙ୍କୁ କାଳିଆ ଟଙ୍କା
ଆସନ୍ତା ୧୫ ତାରିଖରେ ଭୂମିହୀନ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । ପ୍ରତି ଭୂମିହୀନ ଚାଷୀ ପାଇବେ ୫ ହଜାର ଟଙ୍କା । ପ୍ରାୟ ୪ ଲକ୍ଷ ଚାଷୀ ଏହି ଟଙ୍କା ପାଇବେ । ସେହିପରି ଦ୍ବିତୀୟ ପର୍ୟ୍ୟାୟର...
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
କୋରାପୁଟ ସଦର ମହକୁମା ସହ କୋରାପୁଟ ବ୍ଲକ ଓ ଲମତାପୁଟ ବ୍ଲକକୁ ଯୋଗାଯୋଗ ପାଇଁ ନବୀନ ସୁକୁ-କୋଲାବ ଉପରେ ସେତୁ ନିର୍ମାଣ ପାଇଁ ଘୋଷଣା କରିଛନ୍ତି. ଏ ନେଇ ମଙ୍ଗଳବାର ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋରାପୁଟ...
ହାତ ଧରିବେ ହେମା
ପୁଣି କଂଗ୍ରେସକୁ ଫେରିବେ ହେମା ଗମାଙ୍ଗ । କଂଗ୍ରେସକୁ ଫେରୁଥିବା ସଂପର୍କରେ ସେ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିକୁ ସୁଚନା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗତ ବର୍ଷ ଅପ୍ରେଲ ମାସରେ ବିଜେଡିରୁ ଇସ୍ତଫା ଦେଇଥିଲେ....
ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ
ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ. ଅଗ୍ନିକାଣ୍ଡ ଏଭଳି ଥିଲା ଯେ, ଚାହୁଁ ଚାହୁଁ ଚାଲିଗଲା 17 ଜଣଙ୍କ ଜୀବନ. ଦିଲ୍ଲୀର କରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଘଟିଛି ଏହି ବଡ ଧରଣର ଅଗ୍ନିକାଣ୍ଡ. ଯେଉଁଥିରେ ପ୍ରାଣ ହରାଇଛନ୍ତି 17 ଜଣ...



















