ଟ୍ରକ ଧକ୍କାରେ ଗଲା ଜେଜେମା ସହ ଦୁଇ ନାତୁଣୀଙ୍କ ଜୀବନ
ଦେବଗଡ଼ ଥାନା ପଲସାକୁଦ ଗ୍ରାମରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ସହ ତାଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି । ପଲସାକୁଦ ଗ୍ରାମର ସନ୍ତୋଷ ପାତ୍ରଙ୍କର ଦୁଇ ଝିଅ ସେମାନଙ୍କ ଜେଜେମା ନିରୂପମା ପାତ୍ରଙ୍କ ସହ ପାଖ ଦୋକାନକୁ ଯାଇଥିବା...
ଆରଏସଏସ ହାତରେ ବିଜେପିର ରିମୋଟ୍ କଣ୍ଟ୍ରୋଲ: ରାହୁଲ
ରାୟପୁର(ଏଜେନ୍ସି): ନିଜେ ମିଛ କହିବା ସହ ଏପରି କରିବାକୁ ଅନ୍ୟଙ୍କୁ ପ୍ରୋତ୍ସାହିତ କରିବା ବିଜେପିର ମୂଳ ନୀତି ପାଲଟିଛି । ବିଜେପିର ରିମୋଟ କଣ୍ଟ୍ରୋଲ୍ ଆରଏସଏସ ହାତରେ ରହିଛି ବୋଲି ରାହୁଲ କହିଛନ୍ତି. ରାହୁଲଙ୍କ କହିବାନୁସାରେ ବିଜେପି ଶାସିତ ରାଜ୍ୟଗୁଡିକରେ...
ମହିଳା ସ୍ବାଟ୍ କମାଣ୍ଡୋଙ୍କ ହାତରେ ସ୍ୱାଧୀନତା ଦିବସ ସମାରୋହ ସୁରକ୍ଷା ଦାୟିତ୍ୱ
ନୂଆଦିଲ୍ଲୀ(ଏଜେନ୍ସି): ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ନୂଆଦିଲ୍ଲୀକୁ ସୁରକ୍ଷା ବଳୟ ମଧ୍ୟରେ ଆଚ୍ଛାଦିତ କରିଦିଆଯାଇଛି । ତେବେ ଏଥରର ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ବିଶେଷକରି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମ ସମୟରେ ଆତଙ୍କବାଦୀ ଆକ୍ରମଣ ହେବା ସମ୍ଭାବନା...
ନୋବେଲ ବିଜେତା ଭିଏସ୍ ନାଇପଲଙ୍କ ପରଲୋକ
ନୋବେଲ ବିଜେତା ବିଶିଷ୍ଟ ଲେଖକ ଭିଏସ୍ ନାଇପଲଙ୍କର ଆଜି ପରଲୋକ ହୋଇଛି. ଲଣ୍ଡନସ୍ଥିତ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ. ମୃତ୍ୟୁବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା. 2001ରେ ସେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପପାଇଥିଲେ. ଭାରତୀୟ...
କଂଗ୍ରେସକୁ ‘ସତ୍ୟ’ ଭରଷା
ଟିଭି ଚ୍ୟାନେଲ ହୋଷ୍ଟ୍ ଭାବେ ବେଶ୍ ସୁନାମ ଅର୍ଜନ କରିଥିବା ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗଦେଲେ. କଂଗ୍ରେସ ଭବନରେ ଆୟୋଜିତ ଏକ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସତ୍ୟ ପ୍ରକାଶଙ୍କୁ ଦଳକୁ ସ୍ବାଗତ କରିବା ସହ...
ପୋଲ ନିର୍ମାଣ ଦାବିରେ ରାଜପଥ ଅବରୋଧ ପାଇଁ ଗ୍ରାମବାସୀଙ୍କ ଚେତାବନୀ
ବିଭିନ୍ନ ଅପହଁଞ୍ଚ ସ୍ଥାନକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ରାସ୍ତା ଓ ପୋଲ ନିର୍ମାଣ ହୋଇଛି । ମାତ୍ର ବାରମ୍ବାର ଗୁହାରି ପରେ ବି ବଦଳିନାହିଁ କେନ୍ଦୁଝର ଜିଲ୍ଲା ନରଣପୁର ଅଞ୍ଚଳ । ପାଣିକୋଇଲି-ରାଜମୁଣ୍ଡାକୁ ଯୋଡୁଥିବା 215...
ହକି ବିଶ୍ୱକପ୍ ପୂର୍ବରୁ ସ୍ମାର୍ଟ ସିଟି ହେବ ଆହୁରି ସ୍ମାର୍ଟ
2018 ହକି ବିଶ୍ୱକପ୍ ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ଆଧୁନିକରଣ ନେଇ ତତ୍ପର ହୋଇଉଠିଛନ୍ତି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ । ଭୁବନେଶ୍ୱର ସହରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ବିଶ୍ୱକପ୍ ଆୟୋଜନ...
ସରକାରୀ ସ୍କୁଲ ପିଲାଙ୍କ ଭାଗ୍ୟ !
ପୁରା ଭାରତବର୍ଷରେ ଏମିତି ଘଟଣା କିଛି ନୂଆ କଥା ନୁହେଁ । କେଉଁଠି ସାର୍ ତ କେଉଁଠି ଦିଦି, ପାଠପଢା ସମୟରେ ଚାଲିଯାଉଛନ୍ତି ଘୋର ନିଦ୍ରାରେ । ତେଣିକି ପିଲାଙ୍କ ପାଠପଢା ଚୁଲିକି ଯାଉ । ଘଟଣା ଘଟିଛି ଯାଜପୁର...
ଶାରୀରିକ ପରୀକ୍ଷା ବେଳେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ, 5 ଗୁରୁତର
ପୋଲିସ କନଷ୍ଟେବଳ ଚୟନ ପାଇଁ ଶାରୀରିକ ପରୀକ୍ଷା ଚାଲୁଥିବା ବେଳେ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ବିଶ୍ୱନାଥପୁର ଥାନା ଧନରାଭଟ୍ଟ ଗାଁର ସୁଶାନ୍ତ ନାଏକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗଷ୍ଟ 11...
ମୁଜଫରପୁର୍ ସେଲଟର ହୋମ୍ ସେକ୍ସ ସ୍କାଣ୍ଡାଲ ତନାଘନା
ବିହାର ମୁଜଫରପୁର ଜିଲ୍ଲାରେ ସେଲଟର ହୋମ୍ ସ୍କାଣ୍ଡାଲ ଘଟଣାରେ ସିବିଆଇ ତନାଘନା ଜାରି ରଖିଛି. ନାବାଳିକାଙ୍କ ଉପରେ ହୋଇଥିବା ଜଘନ୍ୟ ଅତ୍ୟାଚାରର ପର୍ଦ୍ଦାଫାଶ ହେବାରେ ଲାଗିଛି. ସେହି ଜାଗାକୁ ଖୋଳିବା ପାଇଁ ସିବିଆଇ ବେଳେ ଅଧିକ ଯାଂଚକରିବା ପାଇଁ ସେଣ୍ଚ୍ରାଲ୍...














