29.8 C
Bhubaneswar
Saturday, July 25, 2026
-Advertisement-

ଏସିଆନ ଜୁନିୟର ରେସଲିଂରେ ଭାରତର ବାଜିମାତ

ରବିବାର ଭାରତୀୟ ରେସଲରମାନେ ଏସିଆନ ଜୁନିୟର ଚାମ୍ପିୟନସିପ୍ ର ଶେଷ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି . 86 କିଲୋ ଫ୍ରି ଷ୍ଟାଇଲ୍ ପୁରୁଷ ବିଭାଗରେ ଦିପକ ପୁନିଆ ଓ 74 କିଲୋ ଫ୍ରି ଷ୍ଟାଇଲ୍ ବିଭାଗରେ ସଚିନ୍...

ମହାନଦୀ, ବୈତରଣୀରେ ବଢୁଛି ପାଣି, 8ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହାଇଆଲର୍ଟ

ତିନିଦିନର ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ବୈତରଣୀ ନଦୀରେ କ୍ରମାଗତ ଭାବେ ବଢିଚାଲିଛି ପାଣି.ଏହାକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 8ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହାଇଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ବନ୍ୟାକାଳୀନ ସ୍ଥିତିକୁ ସୁଚାରୁ...

ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ, 25 ରେ ନୀଳାଦ୍ରି ବିଜେ

ସୋମବାର ଦିନ ବଡ଼ ଦାଣ୍ଡରେ ରଥ ଉପରେ ବସି ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ . ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ହୀରା ନୀଳା ଖଚିତ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ଦେଖିବା...

୫୩ ବର୍ଷ ପରେ ଭାରତକୁ ପୁରୁଷ ବିଭାଗରେ ସ୍ୱର୍ଣ୍ଣ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ ଜୁନିଅର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ରେ ଭାରତର ଲକ୍ଷ୍ୟ ସେନ୍‌ ଇତିହାସ ରଚିଛନ୍ତି। ଦୀର୍ଘ ୫୩ ବର୍ଷ ପରେ ବ୍ୟାଡ୍‌ମିଣ୍ଟନ୍‌ର ଏକକ ପୁରୁଷ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଆଜିର ଫାଇନାଲ୍‌ ମୁକାବିଲାରେ...

50 ବର୍ଷ ପରେ ମିଳିଲା ଯବାନଙ୍କ ଶବ

ହିମାଞ୍ଚଳ ପ୍ରଦେଶର ଢାକା ଗ୍ଲେସିୟରରୁ ସୈନିକଙ୍କ ମୃତଦେହ ଠାବ ହୋଇଛି. ପର୍ବତାରୋହୀଙ୍କ ଏକ ଦଳ ଏହି ମୃତଦେହ ଠାବ କରିଛନ୍ତି. ସୂଚନା ଅନୁଯାୟୀ, ପ୍ରାୟ ପାଞ୍ଚ ବର୍ଷ ତଳେ ବାୟୁସେନାର ବିମାନ ଏଏଏନ୍-12 ଦୁର୍ଘଟଣାଗ୍ରସ୍ତ ହୋଇଥିଲା. 1968 ଫେବୃଆରୀ 7ରେ ଏହି...

ବସ୍ ଓଲଟି 15 ଆହତ

ଶନିବାର ଦିନ ଭଦ୍ରକର ବାସୁଦେବପୁର ନିକଟସ୍ଥ କିଆପଦାଠାରେ ବସ୍ ଓଲଟି 15 ଜଣ ଯାତ୍ରୀ ଆହତ ହୋଇଛନ୍ତି. ଆହତମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି. ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ...

ଓଡିଶା ପାଲଟିଛି କୃତ୍ରିମ ସମୁଦ୍ର, ରାଜଧାନୀ ହାଲ ବେହାଲ

ଗତ 20 ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ଲଗାଣ ବର୍ଷା. 24 ଘଣ୍ଟାରେ ବେହାଲ ସଂପୂର୍ଣ୍ଣ ଓଡିଶା. ବିଶେଷ କରି ରାଜଧାନୀ ଭୁବନେଶ୍ୱରର ସ୍ଥିତି ସଂଘାତିକ. ଚାରିଆଡେ ଲହଡି ଭାଙ୍ଗୁଛି ଢେଉ. ଲୋକମାନଙ୍କର ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି. ସ୍ମାର୍ଟ...

ରାହୁଲଙ୍କ ପିଲାଳିଆମି ନା ବଦମାସୀ, ସଂସଦୀୟ ଆଚରଣ ପ୍ରତି ଅପମାନ !

ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବ୍ୟବହାର ସମସ୍ତଙ୍କୁ ତାଜୁବ୍ କରିଛି । ଅନାସ୍ଥା ଆଲୋଚନାରେ ଭାଗ ନେଇ ରାହୁଲ ମୋଦି ସରକାରକୁ ଅତି କଡା ଭାଷାରେ ସମାଲୋଚନା କଲେ...

15 ଜୀବନ ନେଲା ବଜ୍ରପାତ

ବଜ୍ରପାତ ନେଲା ଜୀବନ. ଓଡିଶାର ବିଭିନ୍ନ ଜିଲ୍ଲାଗୁଡିକରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା 15କୁ ଛୁଇଁଲା. ମୟୁରଭଞ୍ଜ, ସୁନ୍ଦରଗଡ଼, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁରେ ଆଜି ଅପରାହ୍ନ ସୁଦ୍ଧା ବଜ୍ରପାତରେ ପାଖାପାଖି ଆଠରୁ ଅଧିକ...

ଜଷ୍ଟିସ୍ କେଏସ୍ ଜାଭେରୀ ହେଲେ ନୂଆ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟଙ୍କ ଅନୁମୋଦନ କ୍ରମେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ କେଏସ୍ ଜାଭେରୀ. ପୂର୍ବରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଭିନିତ୍ ସରନ୍ ସୁପ୍ରିମକୋର୍ମରେ ଯୋଗ ଦେବେ. ଜଷ୍ଟିସ୍ ଜାଭେରୀ...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com