29.1 C
Bhubaneswar
Monday, May 20, 2024
-Advertisement-

ସ୍ୱତନ୍ତ୍ର ସ୍ପେସ୍ ସୁଟ ପିନ୍ଧି ଯାତ୍ରା କରିବେ ୩ ଭାରତୀୟ ମହାକାଶଚାରୀ

2022 ମସିହାରେ ଯେଉଁ ତିନି ଜଣ ଭାରତୀୟ ଅନ୍ତରୀକ୍ଷଯାତ୍ରୀ ଗଗନୟାନରେ ଅନ୍ତରୀକ୍ଷ ଯାତ୍ରାରେ ସୁଟ ପିନ୍ଧି ଯାତ୍ରା କରିବେ ତାକୁ ବେଙ୍ଗାଲୁରୁରେ ଅନୁଷ୍ଠିତ ସ୍ପେସ ଏକ୍ସପୋରେ ଗୁରୁବାରଦିନ ଇସ୍ରୋ ତାର ପ୍ରୋଟୋଟାଇପକୁ ପ୍ରଥମଥର ପାଇଁ ପ୍ରଦର୍ଶନ କରିଛି. ନାରଙ୍ଗୀ ରଙ୍ଗର...

ମୃତ୍ୟୁସଂଖ୍ୟା ୨୪ ହଜାର ପାର୍

ତୁର୍କୀ ଓ ସିରିଆର ଛାତିଥରା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨୪ ହଜାର ପାର୍ ହୋଇଛି । ଏବେ ବି ଭଙ୍ଗା କୋଠା ତଳେ ଫସି ରହିଛନ୍ତି ହଜାର ହଜାର ଲୋକ । ଯୁଦ୍ଧକାଳୀନ ଭିତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ସତ୍ତ୍ୱେ...

ଫୁଟିଲା ତାଲିବାନ ଗୁଳି

କାବୁଲସ୍ଥିତ ପାକିସ୍ଥାନ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ବିକ୍ଷୋଭରେ ସାମିଲ ହୋଇଥିଲେ ଅଧିକାଁଶ ମହିଳା । ଆଫଗାନିସ୍ଥାନ ମାମଲାରେ ପାକିସ୍ଥାନ ହସ୍ତକ୍ଷେପ କରୁଥିବାରୁ ଏହାର ପ୍ରତିବାଦରେ ଦୁତାବାସ ଆଗରେ ଚାଲିଥିଲା ବିକ୍ଷୋଭ । ପାକିସ୍ଥାନ ବିରୋଧରେ ନାରାବାଜି କରୁଥିଲେ...

ସୁଧୁରୁନି ଚୀନ, ମୋଟର ସାଇକେଲ ଓ ଘୋଡ଼ାରେ ବସି କରୁଛନ୍ତି ଅନୁପ୍ରବେଶ

ଭାରତର ସୀମାକୁ ପ୍ରବେଶ କରିବାକୁ ପୁଣି ଚେଷ୍ଟା କରୁଛି ଡ୍ରାଗନବାହିନୀ. ତାହା ବି ନୂଆ ଢଙ୍ଗରେ. ଏଥର ମୋଟରସାଇକେଲ ଚଢି ଭାରତର ସୀମାରେ ପ୍ରବେଶ କରିବାର ଏକ ଭିନ୍ନ ରଣନୀତି ଆପଣେଇଛି ଚୀନ.  ଏଥର ଉତ୍ତରାଖଣ୍ଡର ବାରାହୋତିରେ ପ୍ରବେଶ କରିଛି...

ଚୀନରେ କରୋନାର ନୂଆ ଲହର

କରୋନାର ଜନ୍ମସ୍ଥାନ ଚୀନରେ ପୁଣି ବଢିଛି କରୋନା ଭୟ । ଚୀନର ଏକ ୟୁନିଭର୍ସିଟିରେ କରୋନା ସଙ୍କ୍ରମଣ ବଢିଛି । ୧୫ଶହରୁ ଉର୍ଦ୍ଧ ଛାତ୍ରଙ୍କୁ ଆଇସୋଲେସନରେ ରଖାଯାଇଛି । ଚୀନର ଦାଲିଆନ ପ୍ରାନ୍ତର ନର୍ଥ ୱେଷ୍ଟନ ସହରରେ ଥିବା...

କୁକୁରକୁ କରାଗଲା ସହରର ମେୟର

ସାଧରଣତଃ ମେୟର ଆସନ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥାଏ । ସହରର ଶାସନଭାର ମେୟରଙ୍କ ହାତରେ ଥାଏ । ହେଲେ ଏବେ ଏମାନେ କେବଳ ନିର୍ବାଚନବେଳେ ଦେଖାଯାଉଛନ୍ତି । ପରେ ଲୋକମାନଙ୍କର ସୁଖଦୁଃଖରେ ଏମାନେ ଭାଗିଦାର ହେଉନଥିବାରୁ ଆମେରିକାର ଲୋକେ...

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ୟୁକ୍ରେନରେ ପ୍ରାଣ ହରାଇଲେ ଆଉ ଜଣେ ଭାରତୀୟ ଛାତ୍ର । ମୃତ ଛାତ୍ର ଜଣକ ହେଲେ ଚନ୍ଦନ ଜିନ୍ଦଲ । ପଞ୍ଜାବର ଏହି ଛାତ୍ରଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ୟୁକ୍ରେନରେ ଡାକ୍ତରୀ ପଢୁଥିଲେ...

ତୀରନ୍ଦାଜରେ ପ୍ରି-କ୍ବାର୍ଟରରେ ଅତନୁ

ତୀରନ୍ଦାଜରେ ଭାରତୀୟ ତୀରଚାଲକ ଅତନୁ ଦାସ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ ତୀରନ୍ଦାଜରେ ଅତନୁ 2012ର ଚାମ୍ପିଅନ ଦକ୍ଷିଣ କୋରିଆର ଓ ଜିନ ହେକଙ୍କୁ ପରାସ୍ତ କରି ପ୍ରି-କ୍ବାର୍ଟରକୁ ଉନ୍ନୀତ ହୋଇଛନ୍ତି । ଏଲିମିନେସନ ରାଉଣ୍ଡରେ 2012ର...
video

ମାଛ ଖାଉଛି ବିଷାକ୍ତ ସାପ: ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ସେଫ୍ଟି ଟ୍ୟାଙ୍କରେ ସାପ, ବିଛା ,ଏବଂ କଙ୍କଡା ବିଛା ଏକାଠି। ଭିଡିଓଟି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳିଛି ଯେ ପେଫର ଫିସ ଏକ...

ଗାଜାରେ ଭୟଙ୍କର ସ୍ଥିତି, ବୁଧବାର ଇସଲାମ ରାଷ୍ଟ୍ର ସମ୍ମିଳନୀ

ଦିନକୁ ଦିନ ଗାଜାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଇସ୍ରାଏଲ ବୋମା ମାଡରେ ଗାଜାରେ ବିଧ୍ବଂସର ଦୃଶ୍ୟ । ହମାସ ଆତଙ୍କବାଦୀଙଅକୁ ନିପାତ କରିବା ପାଇଁ ଇସ୍ରାଏଲର ଅଭିଯାନରେ ବଳି ପଡି ଯାଉଛନ୍ତି ସାଧାରଣ ନାଗରିକ, ନୀରିହ...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...