36.1 C
Bhubaneswar
Monday, May 20, 2024
-Advertisement-

ଗିରଫ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁର

ଆନ୍ଧ୍ରପ୍ରଦେଶରୁ ଗିରଫ ହେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁର ।  ଯୁବତୀଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଅଭିଯୋଗରେ ସୋମବାର ବିଧାୟକଙ୍କୁ ଗିରଫ କରିଛି ପୋଲିସ । ସେପ୍ଟେମ୍ବର 4 ତାରିଖରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ନେଇ ବିଧାୟକଙ୍କ ବିରୋଧରେ...

ସୁନାଦର ୫୦ ହଜାର ପାର

କରୋନା ସମୟରେ ଦେଶରେ ସୁନା ଓ ରୂପାର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବୁଧବାର ଦିନ ରାତିରେ ସୁନା ଓ ରୂପାର ଦର ସର୍ବୋଚ୍ଚରେ ପହଞ୍ଚିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପାର ଦର...

ଲ୍ୟାଣ୍ଡିଂ କରିବାର ଏକ ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ

ପାକିସ୍ତାନ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ । ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PK-303 ବିମାନଟି ଲାହୋରରୁ କରାଚି ଆସୁଥିଲା। ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ।...

ନୂଆ ବର୍ଷରୁ ନୂଆ ନିୟମ

ନୂଆବର୍ଷରୁ ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ ଖବର । ଏଟିଏମ ମାଧ୍ୟମରେ ଟଙ୍କା ଉଠାଇଲେ ନୂଆ ନିୟମ ମାନିବାକୁ ହେବ । ଏସବିଆଇ ଏଟିଏମ କାର୍ଡ ବ୍ୟବହାର କରୁଥିଲେ ଏହି ନିୟମ ଅନୁସରଣ କରିବାକୁ ହେବ । ଏହି ନିୟମ...

ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅର କମାଲ, ହାତେଇଲେ ବ୍ରୋଞ୍ଚ

ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସ୍ 2018ରେ ବ୍ରୋଞ୍ଚ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡିଆ ଝିଅ ଜୟନ୍ତୀ ବେହେରା । 200 ମିଟର ମହିଳା ଦୌଡ଼ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ଆଥଲେଟ୍...

ବିଲେଇକୁ କରୋନା

ବିଲେଇକୁ କରୋନା । ଆମେରିକାର ଦୁଇ ପୋଷା ବିଲେଇ କରୋନାରେ ସଙ୍କ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରିପାର୍ଟ ପଜିଟିଭ ଆସିଛି । ନୁୟର୍କ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହା...

ସଂସଦ ସୁରକ୍ଷାରେ ତ୍ରୁଟି : ଭିତରେ ପଶି ହଳଦିଆ ଗ୍ୟାସ୍ ସ୍ପ୍ରେ କଲେ ଦୁଇ ଯୁବକ

ଫେଲ୍ ମାରିଲା ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା । ସଂସଦ ଭବନ ଭିତରେ ପ୍ରବେଶ କରି ଦୁଇ ଯୁବକ ହଙ୍ଗାମା କଲେ । ଲୋକସଭା ସଦନରେ କାର୍ଯ୍ୟ ଚାଲିଥିବା ବେଳେ ଦିନ ଗୋଟାଏ ସମୟରେ ହଠାତ ଦର୍ଶକ ଗ୍ୟାଲେରୀରୁ ଜଣେ ଯୁବକ...

ମେଳି ବାନ୍ଧିବେ ବିଜୁ ଅନୁଗତ !

ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସୂତ୍ରପାତ ହେବାକୁ ଯାଉଛି. ଦଳରୁ ବହିଷ୍କୃତ ହେବା ପରେ ଦାମ ବାବୁଙ୍କୁ ସହାନୁଭୂତି ଦେଖାଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭେଟିବା ପରେ ଏଭଳି ସଙ୍କେତ...
video

ଦୟନୀୟ ସ୍ଥିତିରେ ବିଜୁ ସାରଥୀ

ଦିନେ ପିଲାଙ୍କ ପାଠପଢିବା ପାଇଁ ସ୍କୁଲଘର ତିଆରି କରିବାକୁ ନିଜ ଘର ଭାଙ୍ଗି ଇଟା ଦେଇଥିଲେ । ଏବେ ନିଜେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ । ଦିନେ ଗରିବ ଲୋକଙ୍କ ସେବାକୁ ଜୀବନର ବ୍ରତ କରିଥିଲେ,...
video

ବିଜେପି ଛାଡିଲେ ବିଜୟ ଓ ଦିଲ୍ଲୀପ

ଶେଷରେ ବିଜେପି ଛାଡିଲେ ଦଳର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ. ଦିଲ୍ଲୀପ ରାୟ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି. ଦିଲ୍ଲୀପଙ୍କ ଇସ୍ପଫା...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...