36.1 C
Bhubaneswar
Monday, May 20, 2024
-Advertisement-

ପୋଲିସ ଥାନାରେ ମହିଳାଙ୍କୁ ଗୁଳି

ପୋଲିସ ଥାନାରେ ମହିଳାଙ୍କୁ ଗୁଳି । ପାସପୋର୍ଟ ଯାଞ୍ଚ ପାଇଁ ଥାନାକୁ ଯାଇଥିବା ବେଳେ ଅଚାନକ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ସବଇନିସପେକ୍ଟରଙ୍କ ବନ୍ଧୁକରୁ ଗୁଳି ଆସି ମହିଳାଙ୍କ ମୁଣ୍ଡରେ ବାଜିଥିଲା । ସାଙ୍ଗେ ସଙ୍ଗେ ସେ ତଳେ ପଡିଯାଇଥିଲେ...

ଭାରତକୁ ସମର୍ଥନ କଲେ ରାଷ୍ଟ୍ରପତି ବି ହେବେ

ଭାରତରେ ଜନ୍ମଗ୍ରହଣ କରିଥିବା କମଳା ହାରିସ ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି । ତାମିଲନାଡୁର ଥୁଲସେନ୍ଦ୍ରପୁରମ୍, ଚେନ୍ନାଇ ଠାରୁ ପ୍ରାୟ ସାଢେ ତିନିଶହ କିଲୋମିଟର ଦୂରରେ ଥିବା ଏହି ଛୋଟ ସହରରେ ଏବି ଆମେରିକାର ଉପରାଷ୍ଟ୍ରପତି...

ଗଞ୍ଜାମକୁ ପଛରେ ପକାଇ ରେକର୍ଡ କରୁଛି ଖୋର୍ଦ୍ଧା ଜିଲ୍ଲା

ଆଜି ରାଜ୍ୟରୁ ସର୍ବାଧିକ ୩୦ ଜିଲ୍ଲାରୁ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୨୨୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୭୫୬ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...

‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 1,077 ଟି ପ୍ରକଳ୍ପ ପାଇଁ 28.95 କୋଟି ଟଙ୍କା ମଞ୍ଜୁର...

‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 6ଟି ଜିଲ୍ଲାର 6 ଟି ବ୍ଲକ ଅଧିନରେ ଥିବା 122 ଟି ଗ୍ରାମ ପଞ୍ଚାୟତର 1,077 ଟି ପ୍ରକଳ୍ପ ଉଦ୍ଦେଶ୍ୟରେ 28.95 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ....

ସ୍ୱେଚ୍ଛାକୃତ ଅବସର ନେବେ ଆଇଏଏସ ଅପରାଜିତା: ରାଜନୀତି କରିବେ… ଭୁବନେଶ୍ୱରରୁ ପ୍ରାର୍ଥୀ ହେବେ?

ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ଚାକିରୀରୁ  ଅବସର ନେବେ ।  ସ୍ୱେଚ୍ଛାକୃତ ଅବସର ନେବା ପାଇଁ ସେ ଆବେଦନ କରିଛନ୍ତି । ତେବେ ଆଇଏଏସ ଚାକିରୀ କାଳରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅପରାଜିତା ଅବସର ନେବା ପରେ ରାଜନୀତିରେ...
video

10 ଫୁଟ ଲମ୍ବର ବୋଡା ସାପ ଉଦ୍ଧାର

ମାଲକାନଗିରି ଜିଲ୍ଲାରେ ଏକ 10 ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରାଯାଇଛି. ମାଲକାନଗିରି ଦୈନିକ ବଜାର ନିକଟରୁ ଏହାକୁ ଉଦ୍ଧାର କରାଯାଇଛି. ଶନିବାର ବଜାର ନିକଟରେ ସାପଟି ବୁଲୁଥିବା ସମୟରେ ହଠାତ ସାପ ଉପରେ ସ୍ଥାନୀୟ ଲୋକଙ୍କ ନଜର...

ପଡୋଶୀଙ୍କୁ କୋଭିଡ୍ ଭାକ୍ସିନ ଯୋଗାଉଛି ଭାରତ

କେବଳ ନିଜ ଦେଶରେ ଟିକାକରଣ ପାଇଁ ଅଭିଯାନ ଆରମ୍ଭ ହୋଇନି, ପଡୋଶୀ ରାଷ୍ଟ୍ରମାନେ କିପରି କୋଭିଡ ଠାରୁ ନିରାପଦ ଦୂରତ୍ବରେ ରହିବେ, ସେଥିପାଇଁ ପଦକ୍ଷେପ ନେଇଛି ଭାରତ । ପଡୋଶୀ ରାଷ୍ଟ୍ର ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାର ଓ ମାଲଦ୍ବିପକୁ...

୬ରେ ପୁଣି ଆସୁଛନ୍ତି ରାହୁଲ

ପାଖେଇ ଆସୁଛି ନିର୍ବାଚନ । ସମୟକୁ ହାତଛଡା କରିବାକୁ ଚାହୁଁନାହାନ୍ତି କୌଣସି ଦଳ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସକ ଭିତରେ ତିନିଥର ଓଡିଶା ଗସ୍ତ କରିଥିବା ବେଳେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଆସନ୍ତା ୬...

ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଗିରଫ

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ରଙ୍କୁ ବୁଧବାର ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ପୋଲିସ ଉପରେ ଆକ୍ରମଣ କରିବା ଘଟଣାରେ ରାମଚନ୍ଦ୍ରପୁର ପୋଲିସ କେନ୍ଦୁଝର ଜିଲ୍ଲାର ଛତିଆ ଟାଙ୍ଗି ଅଞ୍ଚଳରୁ...

ଏକାଥରକେ ୫ ଝଡ

ଆଣ୍ଟଲାଣ୍ଟିକ ମହାସାଗରରେ ରହିଛି ୫ଟି ସାଇକ୍ଲୋନ । ଇତିହାସ ରେ ଦ୍ୱିତୀୟ ଥର ପାଇଁ ୫ଟି ଟ୍ରପିକାଲ ସାଇକ୍ଲୋନ ଆଟଲାଣ୍ଟିକ୍ ରେ ରହିଛି । ୧୯୭୧ ମସିହାରେ ୫ଟି ଟ୍ରପିକାଲ ସାଇକ୍ଲୋନ ଆଣ୍ଟଲାଟିକରେ ଦେଖିବାକୁ ମିଳିଥିଲା ।...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...