31.2 C
Bhubaneswar
Sunday, August 9, 2026
-Advertisement-

ସହରରେ କର୍ଫ୍ୟୁ, ଇଣ୍ଟରନେଟ୍ ବନ୍ଦ

ସମ୍ବଲପୁରରେ କର୍ଫ୍ୟୁ । ଗତକାଲି ମଧ୍ୟରାତ୍ରୀ ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ ଏହି କର୍ଫ୍ୟୁ । ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ ଏହି କର୍ଫ୍ୟୁ ଜାରି କରାଯାଇଛି । ଏନେଇ ସମ୍ବଲପୁର ଉପଜିଲ୍ଲାପାଳ ଜାରି କରିଛନ୍ତି...

ଝାରସୁଗୁଡା 42, ଭୁବନେଶ୍ୱର 40 ଡିଗ୍ରୀ

ଆଜି ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର I ଦିନ ଦୁଇଟା ସୁଦ୍ଧା ତାପମାତ୍ରା 42 ଡିଗ୍ରୀ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା 40.2 ଡିଗ୍ରୀ ରହିଛି I ସମ୍ବଲପୁରରେ ତାପମାତ୍ରା 41.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି I ଅନ୍ୟ ସହର...

ପୋଲିସ ଛାଉଣୀରେ ହନୁମାନ ଶୋଭାଯାତ୍ରା

ହନୁମାନ ଶୋଭାଯାତ୍ରା ପାଇଁ ସମ୍ବଲପୁରରେ ପୋଲିସ ଛାଉଣୀ I ସହରର ଗଳିକନ୍ଦିରେ ପୋଲିସ I ଗତକାଲି ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବା ବେଳେ ମୋଟ 42 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି I ସୁରକ୍ଷା ଦୃଷ୍ଟିରୁ 32 ଜଣଙ୍କୁ...

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା : ଯୋଗ ଦେବେ ୮ଟି ଦେଶର ପ୍ରତିନିଧି

ଭୁବନେଶ୍ୱର, ୧୩/୦୪: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ...

ରାଜଧାନୀ ପ୍ରତିଷ୍ଠା ଦିବସ ଓ ନିମନ୍ତ୍ରଣ ରାଜନୀତି

ଆଜି ଏପ୍ରିଲ 13, ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ପ୍ରତିବର୍ଷ ଏହି ଦିନକୁ ଲୋୟର ପିଏମଜି ଛକରେ ପାଳନ କରାଯାଇଥାଏ । ପ୍ରଥମରୁ ଏହାକୁ କମିଟି ପାଳନ କରିଆସୁଥିଲା ବେଳେ...

ସମ୍ବଲପୁରରେ ଇଣ୍ଟରନେଟ୍ ବନ୍ଦ

ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲିବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୪୩ ଅଟକ । ୪୩ରୁ ଅଧିକ ଆନ୍ଦୋଳନକାରୀଙ୍କୁ ସହରର ବିଭିନ୍ନ ଥାନାରେ ଅଟକ ରଖିଛି ପୋଲିସ । ପଥରମାଡରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା...

ପୁଣି ଉପରମୁହାଁ କରୋନା

ଦେଶରେ ଦୁଇଗୁଣା ହେଲା କରୋନା ସଙ୍କ୍ରମଣ । କିଛିଦିନ ହେଲାଣି ସଙ୍କ୍ରମିତଙ୍କ ସଂଖ୍ୟା ୫ ହଜାର ରହୁଥିବାବେଳେ ଆଜି ୧୦ ହଜାର ପାର ହୋଇଛି ସଙ୍କ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୧୫୮ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି...

ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ

ନବୀନ ପଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ I ଏଡିଆର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି I ଦେଶର 30 ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିକୁ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ଥାବର...

ପଞ୍ଜାବ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, 4 ମୃତ

ପଞ୍ଜାବର ବାଥିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ଘଟି 4 ଜଣଙ୍କ ମୃତ୍ୟୁ ହୋଇଛି । ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିକାଣ୍ଡ ପରେ କ୍ୟୁଇକ ଆକ୍ସନ ଟିମ୍ ଘଟଣାସ୍ଥଳକୁ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି...

16 ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ଆସନ୍ତା 16 ତାରିଖ ଯାଏଁ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ I ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଆଜି ଏହି ନିର୍ଦେଶ ଦେଇଛନ୍ତି I ଆଜି ରାଜ୍ୟରେ ଅଧିକାଂଶ ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...