31.2 C
Bhubaneswar
Sunday, August 9, 2026
-Advertisement-

ରାଜଧାନୀ ସବୁଠୁ ଉତ୍ତପ୍ତ ସହର

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ଗତକାଲି ଭଳି ଆଜି ବି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଦିନ ସାଢେ 11 ଟା ସୁଦ୍ଧା ତାପମାତ୍ରା 39 ଡିଗ୍ରୀ ସେଲସିଅସ ରହିଛି । ସମ୍ବଲପୁରରେ ତାପମାତ୍ରା 38 ଓ ଝାରସୁଗୁଡାରେ...

ଯାତ୍ରୀଙ୍କ ହରକତ ପାଇଁ ଲଣ୍ଡନ ନ ଯାଇ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

ଜଣେ ଯାତ୍ରୀଙ୍କ ହରକତ ପାଇଁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଆଜି ନୂଆଦିଲ୍ଲୀର ଜରୁରୀ ଅବତରଣ କରିଛି । ଜରୁରୀ ଅବତରଣ କରିଥିବା ଏହି ବିମାନ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବାର କିଛି ସମୟ...

ଫେରୁଛି କୋଭିଡ୍, ମକଡ୍ରିଲ୍ ଆରମ୍ଭ

ଦିନକୁ ଦିନ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଜ୍ୟରେ ଏବେ କୋଭିଡ ପଜିଟିଭ ସଂଖ୍ୟା 629ରେ ପହଞ୍ଚିଛି । ଦେଶରେ ଦୈନିକ ସଂକ୍ରମଣ 5 ହଜାର ଅତିକ୍ରମ କରିଛି । କୋଭିଡ ମୁକାବିଲା ପାଇଁ ରାଜ୍ୟର...

ଆହୁରି ବଢିବ ତାପମାତ୍ରା

ଗତ ଦୁଇଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆସନ୍ତା ଦୁଇଦିନ ଭିତରେ ତାପମାତ୍ରା ଆହୁରି ଦୁଇରୁ ତିନି ଡିଗ୍ରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଉତ୍ତର ପଶ୍ଚିମ ଦିଗରୁ...

କାହିଁକି ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ମନା

ଝାରସୁଗୁଡା ଉପନିର୍ବାଚନରୁ ଦଳର ପଶ୍ଚିମ ଓଡିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ଝାସୁଗୁଡା ମାଡିବାକୁ ସୁଶାନ୍ତଙ୍କୁ ମନା କରାଯାଇଛି । ଯଦିଓ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ ଲୋକସଭା ନିର୍ବାଚନମଣ୍ଡଳି ଭିତରେ ଆସୁଛି, ତଥାପି...

ଧନୀ ଆଞ୍ଚଳିକ ଦଳ ତାଲିକାର ଦୁଇ ନମ୍ବରରେ ବିଜେଡି

ଦେଶର ଧନୀ ଆଞ୍ଚଳିକ ଦଳ ତାଲିକାରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିଛି ଡିଏମକେ । ଡିଏମକେ ପାଖରେ ସର୍ବାଧିକ 318 କୋଟି ଟଙ୍କାର ପାଣ୍ଠି ରହିଥିବା ବେଳେ ବିଜେଡି ପାଖରେ 307 କୋଟି ଟଙ୍କା...

ଅପ୍ରେଲ୍‍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍‍ସଲଟେଟିଭ୍‍ ସମ୍ମିଳନୀ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି। ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ। ଏହି ଦୁଇ ଦିନିଆ ସମ୍ମିଳନୀରେ...

ଓଡିଆ ଭାଷାରେ ନାମଫଳକ ବାଧ୍ୟତାମୂଳକ ହେବ

ଚଳିତମାସରୁ ଓଡିଆ ଭାଷାରେ ନାମଫଳକ ଲେଖିବା ପୁଣି ବାଧ୍ୟତାମୂଳକ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓଡିଆରେ ନାମଫଳକ ଲେଖିବାକୁ ବାଧ୍ୟତାନୂଳକ କରାଯିବ । ଯେଉଁ ଅନୁଷ୍ଠାନ ଏଥିରେ ଖିଲାଫ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବିଜେପିରେ ମିଶିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ପୁଣି କଂଗ୍ରେସକୁ ଝଟକା । କେରଳର ଭେଟେରାନ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ ଦଳ ଛାଡି ବିଜେପିରେ ମିଶିବାର ଦିନକ ପରେ ପୁଣି କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ...

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ବିଜେପିରେ ମିଶିଲେ

କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର ସମସ୍ତ...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...