ଖଲିସ୍ଥାନୀ ନେତା ଅମ୍ରିତପାଲ୍ ସିଂଙ୍କୁ ପଳାତକ ଘୋଷଣା କଲା ପୋଲିସ
ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂଙ୍କୁ ଗିରଫ କରିବାକୁ ଅପରେସନ ମୋଡରେ ପଞ୍ଜାବ ପୋଲିସ । ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ଇଣ୍ଟରନେଟ ସେବା ବନ୍ଦକରିଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ରେଡ୍ କରିବା ସତ୍ତ୍ବେ ଖଲିସ୍ଥାନୀ ନେତା...
ରାହୁଲଙ୍କ ଘରେ ପୋଲିସ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୋଲିସ । ଭାରତ ଯୋଡୋ ଯାତ୍ରା ବେଳେ ଶ୍ରୀନଗରରେ ମହିଳାଙ୍କ ସଂପର୍କରେ ଦେଇଥିବା ଟିପ୍ପଣୀ ପାଇଁ ରାହୁଲ ଗାନ୍ଧୀଙ୍କୁ ପୂର୍ବରୁ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଥିଲା ।...
ଲୋକପ୍ରିୟ ଓଡିଆ ଡିଜେ କାହିଁକି ଆତ୍ମହତ୍ୟା କଲେ
ଲୋକପ୍ରିୟ ଓଡିଆ ଡିଜେଙ୍କ ପରଲୋକ । ଡିଜେ ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି...
ନବୀନଙ୍କୁ ଭେଟିବେ ମମତା!
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ଆସୁଥିବା ସୂଚନା । ୨୧ ତାରିଖରେ ମମତା ଓଡିଶଶ ଆସୁଥିବା ସୂଚନା । ୨୧ରେ ଆସି ୨୨ ରେ ଶ୍ରୀମନ୍ଦିର ଯାଇପାରନ୍ତି ମମତା । ୨୩ରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିପାରନ୍ତି ମମତା ବାନାର୍ଜୀ...
ଡ୍ରାଇଭର ଆନ୍ଦୋଳନ ସ୍ଥଗିତ
ରାଜ୍ୟରୁ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର । ୩ ଦିନର ଆନ୍ଦୋଳନ ପରେ, ଶେଷରେ ନିଷ୍ପତ୍ତି ନେଲା ଡ୍ରାଇଭର ମହାସଂଘ । ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ଏହି ସୂଚନା ଦେଇଛନ୍ତି । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆମେ ନିଷ୍ପତ୍ତି...
ଓହରିବାକୁ ନିବେଦନ କଲେ ମୁଖ୍ୟ ସଚିବ, ସହଯୋଗ ଲୋଡିଲେ ମନ୍ତ୍ରୀ
ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ସଚିବ । କାଲିର ଆଲୋଚନା ପରେ ବି ଆନ୍ଦୋଳନ କରୁଥିବାରୁ ନିବେଦନ କଲେ । ଯେଉଁମାନେ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ସଚିବ...
ଜାରି ରହିବ ଡ୍ରାଇଭର ଆନ୍ଦୋଳନ
ରାଜ୍ୟରେ ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ । ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏହି ସୂଚନା ଦେଇଛନ୍ତି । ଭିଡିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାଁନ୍ତି ସଂଘ...
ସମାଧାନ ହେବ
ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ । ଗୃହରେ ବିବୃତ୍ତି ରଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଧାନସଭାରେ ବିବୃତ୍ତି ରଖିଛନ୍ତି ପରିବହନ ମନ୍ତ୍ରୀ । ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିବାକୁ ସହମତି ଦେଇଛନ୍ତି ବୋଲି ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଟୁକୁନି...
କିମ୍ସ କ୍ୟାନ୍ସର୍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ୍ ସେବା
ଭୁବନେଶ୍ୱର, ୧୬ । ୩: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍ସ କ୍ୟାନ୍ସର୍ ସେଣ୍ଟରର ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ...
ବନ୍ଦ ହେବ ବସ୍ ଚଳାଚଳ
ବସ ଚଳାଚଳ ବନ୍ଦ ଚେତାବନୀ । ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ । ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ଚେତାବଦୀ ଦିଆଯାଇଛି । ସଂଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନହେଲେ...















