ଇଣ୍ଡିଆନ ଆଇଡଲରେ ସମ୍ ଡାକ୍ତର ରୋହନ
ଇଣ୍ଡିଆନ ଆଇଡଲ୍ 14 ରେ ଓଡିଆ ଡାକ୍ତର ରୋହନ ବିଶ୍ବାଳ ଗୋଲ୍ଡେନ ଟିକଟ ସହ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ ଆଇଡଲ୍ ସିଜନ 14ରେ ଡାକ୍ତର...
ସମଲିଙ୍ଗୀ ବିବାହ ନିଷ୍ପତ୍ତି ସରକାର ନେବେ
ସମଲିଙ୍ଗୀ ବିବାହକୁ ଆଇନଗତ ଓ ସାମାଜିକ ମାନ୍ୟତା ଦେବା ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନୁହେଁ । ଏହି ନିଷ୍ପତ୍ତି ସରକାର ନେଇପାରିବେ । ସମଲିଙ୍ଗୀ ବିବାହ ମୌଳିକ ଅଧିକାରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନରେ ପରିବର୍ତ୍ତନ କରିବାର କ୍ଷମତା...
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ କଂଗ୍ରେସ ଦେଲା ଡେଡ୍ ଲାଇନ୍
କୋଭିଡ୍ ପରଠୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ଯାଉନାହିଁ । ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଚାରିଦ୍ବାର ବନ୍ଦ ରଖିଥିବାରୁ ଏଙାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଆଜି କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ...
ଗାଜାରେ ଭୟଙ୍କର ସ୍ଥିତି, ବୁଧବାର ଇସଲାମ ରାଷ୍ଟ୍ର ସମ୍ମିଳନୀ
ଦିନକୁ ଦିନ ଗାଜାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଇସ୍ରାଏଲ ବୋମା ମାଡରେ ଗାଜାରେ ବିଧ୍ବଂସର ଦୃଶ୍ୟ । ହମାସ ଆତଙ୍କବାଦୀଙଅକୁ ନିପାତ କରିବା ପାଇଁ ଇସ୍ରାଏଲର ଅଭିଯାନରେ ବଳି ପଡି ଯାଉଛନ୍ତି ସାଧାରଣ ନାଗରିକ, ନୀରିହ...
31 ଓଭରରେ ଖେଳ ଶେଷ, 7 ଉଇକେଟରେ ମ୍ୟାଚ୍ ଜିତିଲା ଭାରତ
ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଭରପୁର ଉତ୍କଣ୍ଠା ଲାଗି ରହିଥିଲା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଲକ୍ଷାଧିକ କ୍ରିକେଟ ପ୍ରେମୀଙ୍କ ଭିଡ ଜମିଥିଲା । ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚରେ ବିଜ୍ଞାପନ ଭାଉ ବି ରେକର୍ଡ ଭାଙ୍ଗିଥିଲା । ହେଲେ...
ଭାରତୀୟ ବୋଲରଙ୍କ ସାମନାରେ 50 ଓଭର ଖେଳି ପାରିଲାନି ପାକିସ୍ତାନ
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍କଣ୍ଠା ଲାଗି ରହିଥିବା ବେଳେ ଆରମ୍ଭରୁ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ ଓ...
ପ୍ରଫେସର ଶୀତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଦ୍ରୋଣାଚାର୍ଯ୍ୟ ସମ୍ମାନ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଉପକୂଳପତି ପ୍ରଫେସର ଶୀତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଯୋଧ୍ୟାରେ ଆଯୋଜିତ ତୃତୀୟ ଟୁରିଜିମ୍ ଷ୍ଟୁଡେଣ୍ଟସ କନକ୍ଲେଭରେ ଏଙି ସମ୍ମାନ ପ୍ରଜାନ...
ଇସ୍ରାଏଲ ପାଇଁ ବଡ ଚ୍ୟାଲେଞ୍ଜ ହମାସଙ୍କ ଲମ୍ବା ଟନେଲ୍
ଗାଜା ଉପରେ ଲଗାତର ବୋମାମାଡ ଜାରି ରଖିଥିଲେ ବି ଗାଜା ଦଖଲ ଇସ୍ରାଏଲ ପାଇଁ ଏତେ ସହଜ ନୁହେଁ । ପାଲେଷ୍ଟାଇନ ହମାସ ଗାଜା ସୀମାନ୍ତରେ ଯେଉଁ ଟନେଲ ନିର୍ମାଣ କରିଛନ୍ତି, ତାହା ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ।...
ଶ୍ରୀମନ୍ଦିର ପାଇଁ ପୋଷାକ ଗାଇଡଲାଇନ୍
ଶ୍ରୀମନ୍ଦିର ଭିତରକୁ ଯିବା ପାଇଂ ପୋଷାକ ଗାଇଡ୍ ଲାଇନ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ତଥା ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଯାତ୍ରୀମାନଙ୍କୁ ପରାମର୍ଶ...
ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଚିନ୍ତିତ ଘରୋଇ ବସ୍ ମାଲିକ
ପ୍ରତି ପଞ୍ଚାୟତରୁ ରାଜଧାନୀକୁ ଗଡିବ ଲକ୍ଷ୍ମୀ । ସାଧାରଣ ଲୋକେ ପଞ୍ଚାୟତରୁ ବଲ୍କ ମୁଖ୍ୟାଳୟ, ଜିଲ୍ଲା ହେଡକ୍ବାର୍ଟର ଏବଂ ରଜାଧାନୀକୁ ଅତି ସ୍ବଳ୍ପ ମୂଲ୍ୟରେ ଆରାମଦାୟକ ବସ୍ ସେବା ପାଇପାରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରୁ ଏହି...

















