ଦୁର୍ନିତୀରେ ବୁଡୁଛି ଜାଗା ମିଶନ
ରାଜ୍ୟ ସରକାରଙ୍କ ଜାଗା ମିଶନରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଛି କଂଗ୍ରେସ । ବସ୍ତି ବାସିନ୍ଦାଙ୍କ ପରିବର୍ତ୍ତେ ଶାସକ ଦଳର କର୍ମୀ ଜାଗା ପାଉଥିବା ଦଳର ନେତା ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯାହାର ୨ ମହଲା ଘର...
36 ମାମଲା, 6 ଗିରଫ
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଗାଯାଇଥିବା ପୋଷ୍ଟରକୁ ନେଇ ଆକ୍ସନମୋଡରେ ଦିଲ୍ଲୀ ପୋଲିସ । ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ, ପାଚେରୀରେ ଲଗାଯାଇଥିବା 'ମୋଦି ହଟାଓ, ଦେଶ ବଞ୍ଚାଓ' ପୋଷ୍ଟରକୁ ହଟାଇ ଦେଇଛି ପୋଲିସ । ଏଭଳି...
ଭୂକମ୍ପରେ ୧୧ ମୃତ, ଶତାଧିକ ଆହତ
ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ । ତାଣ୍ଡବ ରଚିଛି ୬ ଦଶମିକ ୫ ତୀବ୍ରତାର ଭୂକମ୍ପ । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିବ ବୋଲି ଆକଳନ କରାଯାଉଛି । ଭୂକମ୍ପରେ...
ଆଜେକ୍ସଙ୍କ ବାନ୍ଧବୀଙ୍କୁ ଜେରା
ଜଣାଶୁଣା ଡିଜେ ଆଜେକ୍ସଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା । ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ପୋଲିସର ଜେରା । ଆତ୍ମହତ୍ୟା ପାଇଁ ଉସକେଇବା ଅଭିଯୋଗକୁ ନେଇ ପୋଲିସର ୩ ଘଣ୍ଟାର ଜେରା । ଆଜେକ୍ସଙ୍କର କିଛି ଭିଡିଓ ଏବଂ ଫଟୋକୁ ଭାଇରାଲ...
ଆଜିଠୁ କମିବ ବର୍ଷା, ୨୩ରୁ ସକ୍ରିୟ ହେବ ପଶ୍ଚିମା ଝଡ
ରାଜ୍ୟରେ ପଶ୍ଚିମାଝଡ ପ୍ରଭାବ ଜାରି ରହିଛି । କିଛି କିଛି ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଛି । ଆଗାମୀ ଦୁଇ ଘଣ୍ଟା ପାଇଁ ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି...
ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ମମତା
୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ୱରରୁ ଯାଇ ପୁରୀରେ ପହଁଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ୱରରୁ ସଡକ ପଥରେ ଯାଇ ପୁରୀରେ ପହଁଞ୍ଚିଛନ୍ତି । ଆଜି ...
ସ୍ୟାଟ ଉଚ୍ଛେଦ ନିଷ୍ପତ୍ତି କାଏମ
କାଏମ ରହିଲା ଓଡିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା ସ୍ୟାଟ ଉଚ୍ଛେଦ ନିଷ୍ପତ୍ତି । ସ୍ୟାଟ ଉଚ୍ଛେଦ ନେଇ ପୂର୍ବରୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ...
ମାର୍ଚ୍ଚ ୩୦ରେ ରାମ ନବମୀ, ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ
ମାର୍ଚ୍ଚ ୩୦ରେ ଶ୍ରୀରାମ ନବମୀ । ଏହାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଭଦ୍ରକ ସହରରେ ମିଳିତ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏଥିରେ ରାଜ୍ୟ ପୋଲିସ ସହ...
ସୁଶାନ୍ତ ସିଂ ଙ୍କ ଘରକୁ ଛାତ୍ର କଂଗ୍ରେସର ଟମାଟୋ ମାଡ
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ବିଧାୟକ ସୁଶାନ୍ତ ସିଂଙ୍କ ହାତ ! ଏମିତି ଆରୋପ ଲଗାଇ ଆଜି ଛାତ୍ର କଂଗ୍ରେସ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନ ଘେରାଉ କରିଛି । ଶତାଧିକ ଛାତ୍ର କଂଗ୍ରେସ କର୍ମୀ...
ମାର୍ଚ୍ଚ ୨୦, ପଖାଳ ଦିବସ
ରାତି ପାହିଲେ ପଖାଳ ଦିବସ । ଓଡିଆ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ପଖାଳ । ଶ୍ରୀଜଗନ୍ନାଥଙ୍କ ପାଖରେ ବି ଲାଗି ହୁଏ ପଖାଳ । ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପଖାଳ ଦିବସ ପାଳନ ହୋଇ ଆସୁଛି ।...














