ଆନନ୍ଦ ମୃତ୍ୟୁ ମାମଲାରେ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା କ୍ଲିନଚିଟ୍ । ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ ଆଧାରରେ କମିଶନରେଟ ପୋଲିସ ବୀରେନ୍ଦ୍ରଙ୍କୁ ଏହି କ୍ଲିଟ୍ ଚିଟ୍ ଦେଇଛି । ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ପୋଲିସ...
ଦୁଇ ପୁଅଙ୍କ ପାଇଁ ମଇଦାନ ପ୍ରସ୍ତୁତ କରୁଛନ୍ତି ସୁର
ରାଜନୀତି ମଇଦାନରେ ଦୁଇ ପୁଅଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ସୁର । ଗତକାଲି ସୁର ରାଉତରାୟ ତାଙ୍କ ବଡ ପୁଅ ସିର୍ଦ୍ଧାର୍ଥଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଭେଟିବା ପରେ ସୁର କହିଥିଲେ ତାଙ୍କ...
ସ୍କ୍ରାପ୍ ହେବ ୨୦ ଲକ୍ଷ ଗାଡି
ରାଜ୍ୟରେ ସ୍କ୍ରାପ୍ ହେବ ୨୦ ଲକ୍ଷ ୩୯ ହଜାର ୫୦୦ ଗାଡି । ୧୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ଫିଟନେସ ନଥିବା ଗାଡିକୁ ସ୍କ୍ରାପିଂ କରାଯିବ । ସ୍କ୍ରାପିଂ ହେବାକୁ ଥିବା ଗାଡି ମଧ୍ୟରେ ସର୍ବାଧିକ ୧୨ ଲକ୍ଷ...
ନୂଆ ରୂପ ପାଇଲା ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ
ଲୋକାର୍ପିତ ହେଲା ଉତ୍କଳମଣୀଙ୍କ ଜନ୍ମସ୍ଥାନ । ଗୋପବନ୍ଧୁଙ୍କ ପ୍ରତିମୂତ୍ତିକୁ ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉତ୍କଳମଣୀଙ୍କ ବାସଗୃହ, ପୁଷ୍କରିଣୀ, ଢିଙ୍କିଶାଳ, ରୋଷଘର ବୁଲି ଦେଖିଛନ୍ତି । ମଞ୍ଚରେ ସୁଆଣ୍ଡୋବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ‘ମତେ...
ଦିଲ୍ଲୀ ପାଇଲା ନୂଆ ମେୟର
ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ। ୧୦ ବର୍ଷ...
ରାଜ୍ୟପାଳଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ
ଜଣେ ମୁଖ୍ୟମନ୍ତ୍ରୀ ହୋଇକି ବି ରାଜ୍ୟପାଳଙ୍କ ପାଦ ଛୁଇଁ ଆଶ୍ରିବାଦ ନେଇଛନ୍ତି ଜଗନମୋହନ l ଯେଉଁ ଫୋଟୋଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି lଭାରତୀୟ ପରମ୍ପରାର ଝଲକ ଦେଖିବାକୁ ମିଳିଛି ଏ ଆଚରଣରେ । ଅବସର ଥିଲା...
ପୂଜାଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା
କାଲି ଦିନର ଗୋଟିଏ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା l ସୋସିଆଲ ମିଡ଼ିଆ, ଘରେ, ବାହାରେ ପୂଜାଙ୍କ କାମକୁ ବେଶ ପ୍ରଶଂସା କରୁଛନ୍ତି ଲୋକେ lଯେ ଜଣେ ସଫେଇ କର୍ମଚାରୀ ହେଲେ ମଧ୍ୟ ତାଙ୍କ ମନ ବଡ. ସଚୋଟ ହୃଦୟ...
ନବ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ
ନବ ଦାସଙ୍କ ହତ୍ୟା ମାମଲାରେ ଖିଅ ପାଉନି ଓଡିଶା ପୋଲିସ । ଦେଶର ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ବି ଭରସା ପାଉନି । ସିଧାସଳଖ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର ସହଯୋଗ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ...
ପୁଣି ବିଧାୟକ ଦିବ୍ୟଶଙ୍କରଙ୍କୁ ନେଇ ଚର୍ଚ୍ଚା
ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ଏ ଚର୍ଚ୍ଚା ଦିବ୍ୟଶଙ୍କର ବିବାହକୁ ନେଇ । ଦିବ୍ୟ ଶଙ୍କର ମିଶ୍ର ପୁଣି ବିବାହ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା । ଦିବ୍ୟଶଙ୍କର...
ବିଜେପି-କଂଗ୍ରେସର ପ୍ରଦିବାଦ, କକ୍ଷତ୍ୟାଗ
ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣବେଳେ ଗୃହରେ ଜୋରଦାର ହୋ ହଲ୍ଲା କରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ଉଭୟ କଂଗ୍ରେସ ଏବଂ ବିଜେପି । ଅଭିଭାଷଣ ଚାଲିଥିବାବେଳେ ବିଜେପି ସଦସ୍ୟ କକ୍ଷତ୍ୟାଗ...
















