26.3 C
Bhubaneswar
Monday, August 10, 2026
-Advertisement-

ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ

ନବ ଦାସ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଯୁବମୋର୍ଚ୍ଚା ଆଜି ବିଧାନସଭା ଘେରାଉ କରିଛି । ଦଳୀୟ କାର୍ଯ୍ୟାଳୟରୁ ହଜାର ହଜାର କର୍ମୀ ବିଶାଳ ଶୋଭାଯାତ୍ରାରେ ଆସି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟରେ...

ସିସୋଦିଆଙ୍କ ଗିରଫକୁ ଆପ୍ ର ବିରୋଧ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ଦେଶବ୍ୟାପୀ ବିରୋଧ କରିଛି ଆପ୍ । ଗତକାଲି ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ସ୍କାମର ତଦନ୍ତ କରୁଛି ସିବିଆଇ ।...

ନବ ଦାସ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ତଦନ୍ତଭୁକ୍ତ କରିବାକୁ ଦାବି

ଆଜି ବିଧାନସଭାରେ ପୁଣି ଉଠିଛି ନବ ଦାସଙ୍କ ହତ୍ୟା ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇବା ସହ ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତରୁ...

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ

ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ପରବର୍ତୀ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି I ମାର୍ଚ୍ଚ 1 ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ I ଏବେ ମୁଖ୍ୟ ଶାସନ ସଚିବ ଥିବା ସୁରେଶ ମହାପାତ୍ର...

ଦିବ୍ୟଶଙ୍କରଙ୍କ ଦ୍ବିତୀୟ ବିବାହ

ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଦ୍ବିତୀୟ ବିବାହ କରିଛନ୍ତି । ପ୍ରିୟଙ୍କା ଅଗସ୍ତିଙ୍କୁ ସେ ଜୀବନସାଥୀ କରିଛନ୍ତି I ସକାଳେ ତାଙ୍କର ନିର୍ବନ୍ଧ ସରିଥିବା ବେଳେ ଅପରାହ୍ନରେ ବିବାହ ଅନୁଷ୍ଠିତ ହୋଇଥିଲା...

ମଦ ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେଲେ ମନୀଷ ସିସୋଦିଆ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସିବିଆଇରେ ହାଜର ହୋଇଛନ୍ତି । ସିବିଆଇରେ ହାଜର ହେବା ପୂର୍ବରୁ ସିସୋଦିଆ ଆପ୍ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଘରୁ ବାହାରିଥିଲେ । ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି...

ପିଣ୍ଟୁ ନନ୍ଦ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର

ଲିଭର ସିରୋସିସରେ ଆକ୍ରାନ୍ତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଗତ 7 ତାରିଖରେ ତାଙ୍କୁ ଦିଲ୍ଲୀର ଆଇଏଲବିଏସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ପରିବାର...

ମାଓବାଦୀ ଗୁଳିରେ 3 ସୁରକ୍ଷାକର୍ମୀ ସହିଦ

ପୁଣି ସକ୍ରୀୟ ହୋଇଛନ୍ତି ମାଓବାଦୀ । ଗତକାଲି ନବରଙ୍ଗପୁରରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଆଜି ଛତିଶଗଡ ସୁକମାରେ ମାଓବାଦୀଙ୍କ ଗୁଳିରେ ତିନିଜଣ ଯବାନ ସହିଦ ହୋଇଛନ୍ତି । ରାୟପୁରଠାରୁ ଚାରିଶହ...

ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାରେ ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ ଚଳାଇଛି । ଗତକାଲି ସୌମ୍ୟଙ୍କ ପରିବାରକୁ ପଚରାଉଚରା ହୋଇଥିଲା । ଆଜି ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଜେରା ପାଇଁ ଅନୁଗୁଳରେ ପହଁଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍...

ପୋଲିସ ଇନଫର୍ମର ସନ୍ଦେହରେ ଗୁଳିକରି ହତ୍ୟା

ମାଓବାଦୀଙ୍କ ସଂପର୍କରେ ପୋଲିସକୁ ସୂଚନା ଦେଉଥିବା ଆଧାରରେ ଯୁବକଙ୍କୁ ଗୁଳିକରି ହତ୍ୟା । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀ ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ମାଓବାଦୀମାନେ ହାତୀ ଗାଁର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...