23ରୁ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା
ଆସନ୍ତା 23 ତାରିଖରୁ ମାଟ୍ରିକ ସମ୍ମେଟିଭ ପରୀକ୍ଷା । 23 ରୁ 30 ତାରିଖ ଯାଏଁ ଚାଲିବ ସମ୍ମେଟିଭ ପରୀକ୍ଷା । ଆଜି ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି । 5 ଲକ୍ଷ 32 ହଜାର 712...
ଆପ୍ ଘୋଷଣା କଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମି ପାର୍ଟି । ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ...
ମଲ୍ରେ ବିକ୍ରୀ କରୁଥିଲେ କ୍ୟାରିବାଗ୍ ,ଲାଗିଲା ଫାଇନ୍
୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ଟଙ୍କାର ଫାଇନ୍ । କଟକ ଦୋଳମୁଣ୍ଡାଇର ଏକ ସପିଂ ମଲ୍ କୁ ଏଭଳି ଦଣ୍ଡିତ କରିଛନ୍ତି ଖାଉଟି ଅଦାଲତ । ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ତାଙ୍କୁ...
ରୋଗୀଙ୍କୁ ଲୁଟୁଥିଲେ ,ଏମ୍ସରୁ ଗିରଫ ହେଲେ
ଭୁବନେଶ୍ୱର ଏମ୍ସରୁ ଦଲାଲ୍ ଗିରଫ । ଟିକେଟ୍ ଦଲାଲ କରୁଥିବା ଅଭିଯୋଗରେ 13 ଜଣଙ୍କୁ ଗିରଫ କରିଛି ପୋଲିସ । ବହୁଦିନ ହେବ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରୀ କରୁଥିଲେ । ଏମ୍ସର ଡାକ୍ତର ପରାମର୍ଶ...
LEDରେ ବାବାଙ୍କ ଚନ୍ଦ୍ରଚୂଡ ବେଶ
ପଞ୍ଚକରେ ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜି ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିମ ମାସ ଧର୍ମର ମାସ ହୋଇଥିବାରୁ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିଥାଏ...
କାଲିଠୁ ସ୍କୁଲ ବନ୍ଦ
ଅଣନିଶ୍ୱାସୀ ହୋଇପଡିଲେଣି ରାଜଧାନୀବାସୀ । ଯୁଆଡେ ଦେଖିବେ ସିଆଡେ ଧୂଆଁମୟ ପରିବେଶ । ଚାରିଆଡେ ପ୍ରଦୂଷଣ ବଳୟ । ବଢୁଥିବା ପ୍ରଦୂଷଣକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା । କାଲିଠାରୁ ବନ୍ଦ ରହିବ ସମସ୍ତ ପ୍ରାଇମେରୀ ସ୍କୁଲ...
ଇମ୍ରାନଙ୍କୁ ଗୁଳିମାଡ଼
ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା । ଗୁଳିମାଡ଼ ପରେ ଇମ୍ରାନ ହସ୍ପିଟାଲରେ ଭର୍ତ୍ତି । ପାକିସ୍ତାନର ଗୁଞ୍ଜରୱାଲା ଠାରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲି ଉପରକୁ ଗୁଳିମାଡ ହୋଇଛି...
୨୪ରୁ ବିଧାନସଭା ଶୀତ ଅଧିବେଶନ
ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି
ବାଜିଲା ବିଗୁଲ୍
ଗୁଜରାଟ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଦୁଇଟି ପର୍ଯ୍ୟାୟରେ ଗୁଜରାଟରେ ହେବ ନିର୍ବାଚନ । ଡିସେମ୍ବର ୧ ଏବଂ ୫ରେ ଦୁଇ ପର୍ଯ୍ୟାୟରେ ଗୁଜରାଟରେ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ...
ଅବନ୍ତୀଙ୍କ ଗାଡିକୁ ନେଇ ବିବାଦ
ଭୋଟ ଦେଉଛନ୍ତି ଧାମନଗରବାସୀ । ଚାଲିଛି ମହାମୁକାବିଲା । କିଏ ହାତେଇବ ଧାମନଗର ଆସନ । ସକାଳ ୭ଟାରୁ ମତଦାନ ପକ୍ରୀୟା ଆରମ୍ଭ ହୋଇଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି...















