ଓଲଟିଲା ବସ୍, ହେଲପର ମୃତ
ବେପରଓ୍ବା ଗାଡି ଚାଳନା ଯୋଗୁ ଓଲଟି ପଡିଲା ବସ୍ । ଭୁବନେଶ୍ବରରୁ ପୁରୀ ଯାଉଥିବା ଏକ ଯାତ୍ରୀବାହି ବସ୍ ଆଜି ପିପିଲି ଟୋଲଗେଟ୍ ନିକଟରେ ଡିଭାଇଡର ଦେହରେ ପିଟିହୋଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ବସ୍ ହେଲପର ମୃତ୍ୟୁବରଣ...
ଓଡିଶାରୁ ଚାରିଜଣଙ୍କୁ ମିଳିବ ପୋଲିସ ପଦକ
ଉତ୍କର୍ଷ ସେବା ପାଇଁ ଚଳିତବର୍ଷ ଘୋଷଣା ହୋଇଥିବା ପୋଲିସ ପଦକ ତାଲିକାରେ ଚାରିଜଣ ଓଡିଆ । ବୃତ୍ତିଗତ ସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସେମାନଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ । ପୋଲିସ ପଦକ ପାଇଁ ମନୋନୀତ ଅଧିକାରୀମାନଙ୍କ ମଧ୍ୟରେ...
ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶା କରିନି
ବିହାର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ବିହାରରୁ ବିଜେପି ହଟାଓ, ଦେଶ୍ ବଞ୍ଚାଓ, ସ୍ଲୋଗାନ ଦେଇ ନୀତିଶ ବିଜେପି ବିରୋଧୀଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଛନ୍ତି । ନୀତିଶଙ୍କ ଏଭଳି ସ୍ଲୋଗାନ ପଛରେ...
୧୩ରେ ଆଉ ଏକ ଲଘୁଚାପ
ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା । ଆଜି ଓ କାଲି ପ୍ରବଳ ବର୍ଷା ହେବ । ଅଗଷ୍ଟ ୧୩ ଓ ୧୪ରେ ଅତି ପ୍ରବଳ ବର୍ଷା...
ମାସ୍ମ ନପିନ୍ଧିଲେ ୫୦୦ ଫାଇନ୍
ଦିଲ୍ଲୀରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ସବୁ ସର୍ବସାଧାରଣ ସ୍ଥାନରେ ମାସ୍ମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍ମ ବ୍ୟବହାର ନକରି ଧରାପଡିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା...
ରାକ୍ଷୀ…ରେଶମ ଡୋରୀ
ରାକ୍ଷୀ...ରେଶମ ଡୋରୀ । ଏହି ରେଶମର ଡୋରୀ ଭିତରେ ଲୁଚି ରହିଛି ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ଓ ଭଲପାଇବା । ପ୍ରତିବର୍ଷ ଶ୍ରାବଣ ମାସର ଗହ୍ମା ପୂର୍ଣ୍ମିମାକୁ ଅପେକ୍ଷା କରି ରହିଥାନ୍ତି ଉଭୟ । ଭଉଣୀ ହାତରୁ ରାକ୍ଷୀ...
ଜନ୍ମଦିନ ପାଳିଲେ ବିଧାୟକ ସୁର ରାଉତରାୟ
ମାଡିଚାଲ...ଓଃ...ବିୟୁଟିଫୁଲ ଶଦ୍ଦ କହିଲେ ସୁରଙ୍କୁ ହିଁ ବୁଝାଏ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉ ଦେଉ ଏମିତି ଡାଇଲଗ କୁହନ୍ତି ଯାହା ସସସ୍ତଙ୍କୁ ଖୁସି କରାଇଥାଏ । ପାଣି ମାଡିଗଲା ଭଳି ସୁରଙ୍କ ଡାଇଲଗ ବି ବେଶ୍ ଭାଇରାଲ ହୋଇଥାଏ...
ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ
ସ୍ବାଧୀନତା ଦିବସ ପାଳନ କରିବେ ଛାତ୍ରଛାତ୍ରୀ I ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିନା ଛାତ୍ରଛାତ୍ରୀରେ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା I ତେବେ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ...
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ
ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନୀତିଶ କୁମାର ।
ସସ୍ମିତ ପାତ୍ରଙ୍କୁ ବଡ ଦାୟିତ୍ୱ
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ଆଉ ଏକ ବଡ ଦାୟିତ୍ୱ । କୋଇଲା ଓ ଖଣି ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟ ହୋଇଛନ୍ତି ସସ୍ମିତ । ପରାମର୍ଶଦାତା କମିଟିର ସଦସ୍ୟ ଭାବେ ସସ୍ମିତ ପାତ୍ର ମନୋନୀତ ।...
















