୧୦ ଓ ୧୧ରେ ବର୍ଷା
ସୃଷ୍ଟି ହେଲା ବାତ୍ୟା ଆସାନି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ବାତ୍ୟାର ରୂପ ନେଇଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତି...
ସ୍ଥଳଭାଗ ଛୁଇଁବନି ବାତ୍ୟା!
ଆସୁଥିବା ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍ କରିବନି । ୧୦ ତାରିଖ ରାତିରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାବ ଛୁଇଁବନି...
ସିଲିଣ୍ଡର ହଜାରେ ପାର
ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି । ଭୁବନେଶ୍ୱରରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଦେବାକୁ ପଡିବ ୧୦୨୬ ଟଙ୍କା । ବାରମ୍ବାର ଦର ବଢୁଥିବାରୁ...
ଆସନ୍ତାକାଲିଠୁ ବଢିବ ପବନର ବେଗ!
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ଆସନ୍ତାକାଲିଠାରୁ ପବନର ବେଗ ବଢିବ । କାଲି ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିପାରେ । ଯାହାର ଝଟକା ୭୫ କିଲୋମିଟର ପର୍ଯ୍ୟନ୍ତ...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନୁଯୁକ୍ତ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ଗୀତାଞ୍ଜଳି ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ୪ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟପାଳ ଗଶେଣୀ ଲାଲ୍ ।
୮ ତାରିଖରେ ବାତ୍ୟା
୮ ତାରିଖରେ ବାତ୍ୟାର ରୂପ ନେବ । ଏବଂ ୧୦ ତାରିଖରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । କାଲି ଡିପ୍ରେସନରେ ପରିଣତ ହେବ । ଡିପ୍ରେସନରେ ପରିଣତ ହେବାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଉତ୍ତର...
ପ୍ରାଣୀଧନ ନିରୀକ୍ଷକଙ୍କ ୯୦ ପ୍ଲଟ୍
ପ୍ରାଣୀଧନ ନିରୀକ୍ଷକଙ୍କ କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ ଠାବ । କଳାରାହାଙ୍ଗପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବିପୁଳ ସମ୍ପତ୍ତି ଠାବ । ଭିଜିଲାନ୍ସ ଚଢାଉବେଳେ ୯୦ ପ୍ଲଟ ସହ ଠାବ ହେଲା ଅମାପ ସମ୍ପତ୍ତି । ପ୍ରାଣୀଧନ ନିରୀକ୍ଷକଙ୍କ...
ସମ୍ଭାବ୍ୟ ବାତ୍ୟାକୁ ନେଇ ବଢିଲା ଚିନ୍ତା
ସମ୍ଭାବ୍ୟ ବାତ୍ୟାକୁ ନେଇ ତତ୍ପର ରାଜ୍ୟ ସରକାର । ବାତ୍ୟାର ମୁକାବିଲା ନେଇ ଆଜି ପାକ୍ ପ୍ରସ୍ତୁତି ବୈଠକ ବସିବ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନିସଂ ମାଧ୍ୟମରେ ଏସଆରସି ଆଲୋଚନା କରିବେ ।...
ମହଙ୍ଗା ହେଲା ଋଣ
ମହଙ୍ଗା ହେଲା ଋଣ । ରେପୋ ରେଟ୍ ୪.୪୦ ପ୍ରତିଶତ ବୃଦ୍ଧି ହୋଇଛି । ଆରବିଆଇ ମନିଟାରୀ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାର୍ଚ୍ଚରେ ମୁଦ୍ରାସ୍ଫୀତି...
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ଆଇନଶୃଙ୍ଖଳା ରକ୍ଷା ଲାଗି...


















