ଥାନାରେ ପଶି ପୋଲିସକୁ ପିଟିଲେ
ଥାନାରେ ପଶିଲେ ଯିଏ ସାମ୍ନାକୁ ଆସିଲା ତାକୁ ଗୋଡେଇ ଗୋଡେଇ ପିଟିଲେ । ଏମିତିକି ପୋଲିସକୁ ତଳେ ପକାଇ ମାଡ ମାରିଲେ । ଆଦିବାସୀଙ୍କ ଘରେ ରାତି ଅଧିଆ ଚଢାଉ କରି ଗିରଫ ସହିତ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ...
ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର
ପୁରୀରେ ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ବିଜେପି ଜାତୀୟ ସଂଗଠନ ସମ୍ପାଦକ ବି ଏଲ୍ ସନ୍ତୋଷଙ୍କ ସମେତ ଦଳର କେନ୍ଦ୍ରୀୟ ନେତାମାନେ ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ...
ସ୍କୁଲ ବସରେ ୩ ବର୍ଷର ଝିଅକୁ ବଳାତ୍କାର
୩ ବର୍ଷର କୁନି ଝିଅକୁ ସ୍କୁଲ ବସରେ ବଳାତ୍କାର । ଭୋପାଳର ଏକ ପ୍ରାଇଭେଟ୍ ସ୍କୁଲର ବସ ଡ୍ରାଇଭର ଏବଂ ମହିଳା ହେଲଫରକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସ୍କୁଲ ବସ୍ ଡ୍ରାଇଭର ବସ ଭିତରେ...
ଆସୁଛି ଲଘୁଚାପ, ପୁଣି ବର୍ଷିବ
ସେପ୍ଟେମ୍ବର ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ସକ୍ରିୟ ହେବ ମୌସୁମୀ । ଆଜିଠାରୁ ରାଜ୍ୟରେ ବର୍ଷାର...
ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ
ଲାଇନଚ୍ୟୁତ ହେଲା ବିଶାଖାପାଟଣା-ଜବଦଲପୁର ପାସେଞ୍ଜର ଟ୍ରେନ୍ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇଛି କି ନାହିଁ ସ୍ୱଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ...
ଦାବି ପୂରଣ କରିବେ ତ ସରକାର
ଗତକାଲିର ବିଶାଳ ଧାରଣା ପରେ ଆଜି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ । ଦଶହରା ପୂର୍ବରୁ କିଛି ଖୁସି ଖବର ମିଳିପାରେ । ୧୫ ଦିନ ଭିତରେ ସରକାର ଏହାର ସମାଧାନ...
ପୁରୀ ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୁମ୍ଭାରପଡା ଥାନା ବଡଛକ ସ୍ଥିତ ଏକ ଲଜରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ‘ମୃତ୍ୟୁ...
ୱାଲ୍ଡ କପରେ ସାମିଲ ହେବେ ନାହିଁ ରବିନ୍ଦ୍ର ଜାଡେଜା
ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ ଟି-୨୦ ବିଶ୍ୱକପ୍-2022 । ଏଥିପାଇଁ ଟିମ୍ ଇଣ୍ଡିଆରୁ ଏକ ଭଲ ଖବର ସାମ୍ନାକୁ ଆସିଥିଲା ଯେ, ଆହତ ଥିବା ଯଶପ୍ରୀତ ବୁମରାହ ଏବଂ ହର୍ଷଲ ପଟେଲ ଚଳିତବର୍ଷ ଟିମ୍ ଇଣ୍ଡିଆରେ ସାମିଲ ହେବେ । ହେଲେ...
ଢୁ ଢୁ ବର୍ଷାରେ ଆନ୍ଦୋଳନ
ତୁହାକୁ ତୁହା ବର୍ଷା ହେଉଛି । ହେଲେ ଏ ବର୍ଷାକୁ ଖାତିର ନକରି ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ । ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଦାବିରେ
ହଜାର ହଜାର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି...
ଚାର୍ଲସ ତୃତୀୟ ହେଲେ ବ୍ରିଟେନର ରାଜା
ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଆଜି ବିଧିବଦ୍ଧ ଭାବେ ବ୍ରିଚେନର ରାଜା ଭାବେ ଦାୟିତ୍ବ ନେଇଛନ୍ତି ତାର୍ଲସ ତୃତୀୟ । ରାଣୀ ଏଲିଜାବେଥଙ୍କ ପୁଅ ଚାର୍ଲସ ତୃତୀୟଙ୍କୁ ବ୍ରିଟେନର ରାଜା ଭାବେ ଘୋଷଣା କରିବା ପରେ ପରେ ଦେଶବାସୀଙ୍କୁ ଅତି...
















