ରାଜ୍ୟରେ ମାସକ ପରେ ବଢିବ ସଙ୍କ୍ରମଣ
ଦେଶରେ କରୋନା ସଙ୍କ୍ରମଣ ଉପରମୁହାଁ । ତିନି ହଜାର ଉପରେ ଦୈନିକ ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ୩୩୦୩ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ୧୨ ଦଶମିକ ୮ ପ୍ରତିଶତ ଅଧିକ । ୩୯ ଜଣ...
୨୦୨୨ର ଶ୍ରେଷ୍ଠ ଓଡିଆଣୀ ବେବିରାଣୀ
କିଏ ହେବ ୨୦୨୨ର ଶ୍ରେଷ୍ଠ ଓଡିଆଣୀ । ରାତି ବଢୁଥିଲା ପ୍ରତିଯୋଗୀଙ୍କ ମନରେ ଉତ୍କଣ୍ଠା ରହିଥିଲା । ଓଡିଆ ଉତ୍ସବର ଏହି କାର୍ଯ୍ୟକ୍ରମକୁ ଖ୍ୟାତନାମା ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିବା ପରେ ଆରମ୍ଭ ହୋଇଥିଲା...
ଛୁଆକୁ ମାରି ନିଜେ ମରିଗଲେ
ଘର ଭିତରୁ ୧୫ ମାସର ଶିଶୁ କନ୍ୟା ସମେତ ବାପା, ମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୁହାଯାଉଛି ପାରିବାରିକ କଳହରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ ସ୍ତ୍ରୀ । ମୃତକଙ୍କ ଘର ମହାରାଷ୍ଟ୍ର । ହେଲେ...
ଖରା ଦେଖି ନିଆଯିବ ନିଷ୍ପତ୍ତି
ଟାଣ ଖରାରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦିନ ୯ଟା ହେଲେ ମାଡି ଆସୁଛି ଖରା । ତେବେ ପ୍ରବଳ ତାତିକୁ ନଜରରେ ରଖି ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ସରକାର । ତେବେ...
ନବୀନଙ୍କ ଉତ୍ତରାଧିକାରୀ ହେବେ ସୁଜାତା !
ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା । କିଏ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ? ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କୁ ଉତ୍ତରାଧିକାରୀ ବାଛିବେ କି ନବୀନ ? ନବୀନଙ୍କ ଉତ୍ତରାଧିକାରୀ ଭାବେ ସୁଜାତାଙ୍କ ନାଁ ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି...
ମାଟ୍ରିକ ପରୀକ୍ଷା ପ୍ରସ୍ତୁତି
ଆସନ୍ତା 29 ତାରିଖରୁ ମେ 7 ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା ପରିଚାଳନା ନେଇ ବିଏସଇ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ, 3203 ପରୀକ୍ଷା କେନ୍ଦ୍ରରେ...
ବଢୁଥିବା ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି କହିଲେ..
ବଢୁଥିବା ପେଟ୍ରୋଲ , ଡିଜେଲ ଦରକୁ ନେଇ ପତିକ୍ରୀୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କୁ ତେଲରୁ ଭାଟ ହ୍ରାସ କରିବାକୁ ଅପିଲ କରିଛନ୍ତି । ଆଜି ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲି ଆଲୋଚନା କରିଛନ୍ତି...
ଅଟକେଇ ପାରିଲେନି ସରକାର
ଶ୍ରୀମନ୍ଦିର ନିକଟରେ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ପରେ ପୁରୀରେ ପଦଯାତ୍ରା କରିବାକୁ ଚାହୁଁଥିଲା ବିଜେପି । ହେଲେ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇ ନ ଥିଲା । ପ୍ରଶାସନର ଅନୁମତି ନ ଥିବା ସତ୍ତ୍ବେ ବିଜେପିର ଭୁବନେଶ୍ବର...
ଟୁଇଟରକୁ କିଣିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି
ସବୁଠୁ ଧନୀ ହାତରେ ଟୁଇଟର । ଟୁଇଟରକୁ କିଣିଛନ୍ତି ଏଲନ ମସ୍କ । ବିଶ୍ୱର ସବୁଠୁ ଧୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । କୋଟି କୋଟି ୟୁଜର୍ସ...
କେଭିରେ ମାଗଣାରେ ପଢିପାରିବେ
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । କୋଭିଡରେ ଅନାଥ ହୋଇଥିବା ପିଲାଙ୍କୁ କେନ୍ଦ୍ର ବିଦ୍ୟାଳୟରେ ମିଳିବ ମାଗଣା ପାଠପଢାର ସୁଯୋଗ । ପିଏମ କେୟାର୍ସ ଅଧିନରେ ପିଲାମାନଙ୍କୁ ସୁଯୋଗ ମିଳିବ । ଜିଲ୍ଲାପାଳ ଦେଇଥିବା ତାଲିକା ଅନୁସାରେ, ପିଲାମାନେ ନାଁ...

















