ଫେକ୍ ନ୍ୟୁଜ୍ ଉପରେ ଲାଗିବ ରୋକ!
ସୋସିଆଲ ମିଡିଆ, ୱେବ ପୋର୍ଟାଲ ଏବଂ ୟୁଟ୍ୟୁବରେ ମିଛ ଖବର ପ୍ରକାଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହିସବୁ ୱେବ ପୋର୍ଟାଲ ଏବଂ ୟୁଟ୍ୟୁବ ଚ୍ୟାନେଲଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ସଂସ୍ଥା ଏବଂ ବ୍ୟକ୍ତିତ୍ୱଙ୍କ...
ମାନସଙ୍କ ବିରୋଧରେ ଲାଗିଲା 302 ଦଫା, ପୁଅ ବି ଗିରଫ
ମାନବବାଦୀ ସଂଗଠନର ସୁପ୍ରିମୋ ମାନସ ଦାସଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ପୁଅ ମନୋରଞ୍ଜନ ଦାସକୁ ବି ପୋଲିସ ଗିରଫ କରିଛି । ଉଭୟ ବାପପୁଅଙ୍କ ବିରୋଧରେ ହତ୍ୟା, ହତ୍ୟା ଧମକ ଭଳି ଥାନାରେ ଅଭିଯୋଗ ହୋଇଥିଲା ।...
ମିଡିଆ ପ୍ରେସର୍
ଶେଷରେ ଗିରଫ ହେଲେ ମାନସ ଦାସ । ମାନବବାଦୀ ସଂଗଠନ ନାଁରେ ରାଜ୍ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କୁ ନେଇ କିଛିଦିନ ଧରି ମିଡିଆରେ ଚର୍ଚ୍ଚା ଚାଲିଥିଲା । ମାନସଙ୍କ ବିରୋଧରେ ଜାତିଆଣ ଆରୋପ, ହତ୍ୟା ଧମକ ଦେବା...
ବାପପୁଅଙ୍କ ନାଁରେ ଏତଲା
ମାନବବାଦୀ ସଂଗଠନ ଏବଂ ତଥାକଥିତ ଗୁରୁଜୀ ନାଁରେ ନିଜକୁ ପରିଚିତ କରାଇ ଚର୍ଚ୍ଚାକୁ ଆସିଥିବା ଆଡଭୋକେଟ ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା ରୁଜୁ ହୋଇଛି । ଖୋର୍ଦ୍ଧା ସଦର ଥାନାରେ ମାନସ ଓ ତାଙ୍କ ପୁଅ ମନୋରଂଜନଙ୍କ...
ଆଉ ନାହାଁନ୍ତି ସିଦ୍ଧାର୍ଥ ଶୁକ୍ଳା
ପରଲୋକରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା । ହୃଦଘାତରେ ଆଖି ବୁଜିଛନ୍ତି ସିଦ୍ଧାର୍ଥ । ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ଛାତିରେ...
ଦୀର୍ଘଦିନ ପରେ ସ୍କୁଲ ଖୋଲିଥିବାରୁ ପିଲାଙ୍କ ମନରେ ଆନନ୍ଦ
ଦେଢବର୍ଷର ଅପେକ୍ଷା ପରେ ମୁଁ ସ୍କୁଲ ଆସିଛି । ମୋ ସାଙ୍ଗ ସହ ଦେଖା ହୋଇ ବେଶ୍ ଖୁସି ଲାଗୁଛି । ସ୍କୁଲ ଡେସ୍କରେ ବସିବା, ଆଉ ସ୍କୁଲ ପରିସର ବୁଲି ବେଶ୍ ଖୁସି ଅନୁଭବ କରୁଛି ଆୟେଶା ।...
ଶନିବାର,ରବିବାର ଖୋଲିବ କି ଶ୍ରୀମନ୍ଦିର
ସେପ୍ଟେମ୍ବର ଗାଇଡଲାଇନରେ ସପ୍ତାହାନ୍ତ ସଟଡାଉନ ଉଠିବା ପରେ ଏବେ ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିର ଖୋଲିବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଆସନ୍ତା ସପ୍ତାହରେ ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ ନିଷ୍ପତ୍ତି ନେବ ବୋଲି କୁହାଯ଼ାଇଛି...
ବିଧାନସଭା ମୌସୁମୀ ଅଧିବେସନ : ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ, ଏମ୍ସରୁ ବିରୋଧୀ ଦଳ ନେତା
ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏମ୍ସ ହସ୍ପିଟାଲରୁ ରହି ଅଧିବେସନରେ ଭାଗ ନେଇଛନ୍ତି । ଅଧିବେସନ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ...
ପୁଣି ବଢିଲା ଗ୍ୟାସ ଦର
ପେଟ୍ରୋଲ କମ୍ପାନୀ ରୋଷେଇ ଗ୍ୟାସ ଏଲପିଜିର ଦାମ୍ ବୃଦ୍ଧି କରିଛନ୍ତି । ସାରା ଦେଶରେ ସବସିଡି ନଥିବା ଘରୋଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ, ଦିଲ୍ଲୀରେ ଏବେ...
ଜେରା ହେବେ ବିଦ୍ୟା ଭାରତୀ
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କର ରହସ୍ୟଜନକ ମୃତ୍ୟୁ ମାମଲାରେ ଜେରା ହେବେ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା । କ୍ରାଇମବ୍ରାଞ୍ଜ ଏଡିଜି ଏନେଇ ସୂଚନା ଦେଇଛନ୍ତି । କେବଳ ବିଦ୍ୟା ଭାରତୀ ନୁହଁନ୍ତି, ସୌମ୍ୟ ରଞ୍ଜନଙ୍କ...
















