30.1 C
Bhubaneswar
Sunday, August 23, 2026
-Advertisement-

୨୨ ଜଣ ସେବାୟତ କରୋନା ପଜିଟିଭ୍

ଶ୍ରୀକ୍ଷେତ୍ରରେ ପୁଣି ଚିନ୍ତା ବଢାଇଛି କରୋନା ସଙ୍କ୍ରମଣ । ପୁରୀରେ ୨୨ ଜଣ ସେବାୟତ ଓ ତାଙ୍କ ପରିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଶ୍ରୀମନ୍ଦିରରେ ଏପର୍ଯ୍ୟନ୍ତ ମୋଟ୍ ୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ...

ରେକର୍ଡ ଭାଙ୍ଗୁଛି ସଙ୍କ୍ରମଣ: ଆଜି ସର୍ବାଧିକ ଏହି ଜିଲ୍ଲାରୁ ଚିହ୍ନଟ

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଙ୍କ୍ରମଣ । ଆଜି ୪୪୪୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୫୭୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮୭୧ । ସୁନ୍ଦରଗଡରୁ ସର୍ବାଧିକ ୭୨୨ ଓ ଖୋର୍ଦ୍ଧାରୁ ୫୮୭ ସଙ୍କ୍ରମଣ...

ଚିନ୍ତା ବଢାଇଲା ଲାନସେଟର ରିପୋର୍ଟ

ବାୟୁରେ ସଙ୍କ୍ରମିତ ହେଉଛି କରୋନା । ଏନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି ବୈଜ୍ଞାନିକ । ଆଗକୁ ଆହୁରି କଲବଲ କରିବ କରୋନା । କରୋନାର ଦ୍ୱିତୀୟ ଲହର ଆଗ ଅପେକ୍ଷା ବେଶି ଭୟାନକ ହେବ । ଏଭଳି କିଛି...

କରୋନା କବଳରେ ସୋନୁ ସୁଦ୍

କରୋନା କବଳରେ ଅଭିନେତା ସୋନୁ ସୁଦ୍ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବାନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଏବେ ହୋମ କ୍ୱାରେଣ୍ଟିନ୍‌ରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା...

ମେଡିକାଲ, ମିଡିଆ ,ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛାଡ

ଟ୍ୱିନ୍‌ସିଟିରେ ଲାଗିଲା ୧୪୪ ଧାରା । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ । ମୁତୟନ ହେବେ ବ୍ୟାପକ ପୋଲିସ । ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଯିବା ଆସିବା ପାଇଁ ମନା...

ରାତିି ୮ଟାରୁ ଶ୍ରୀମନ୍ଦିର ମନା

ଆଜି ରାତି ୮ଟା ପରଠାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ମନା । ନାଇଟ୍ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । ରାତି ୮ଟା ୩୦ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ ।...

ଆଗ ପଛ କରି ନେଇଗଲା ଦୁଇ ଜୀବନ

ପୁଅ ମୃତ୍ୟୁକୁ ୪ଦିନ ନପୁରୁଣୁ ଆଖି ବୁଜିଦେଲା ମା’ । ପିପିଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରିବାର ଉପରେ ଆଉ ଏକ ବିପତ୍ତି । ପୁଅ ପଛେ ପଛେ ମା’ ବି ଚାଲିଗଲେ । ୪...

ଶ୍ମଶାନରେ ଶବର ଲମ୍ବା ଲାଇନ

ଏବେ କରୋନା ତାର ଉଗ୍ରରୂପ ଦେଖାଉଛି । ପଜିଟିଭ୍ ସଂଖ୍ୟା ଯେତିକି ବଢୁଛି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ଦେଶବ୍ୟାପୀ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ଏକ ପ୍ରକାରର ଆତଙ୍କ ସୃଷ୍ଟି କରିଥିବାବେଳେ ସାମ୍ନାକୁ ଆସିଛି...

୨୪ ତାରିଖ ଠାରୁ କଟକଣା ଲାଗୁ

ଏଣିକି ପ୍ରତ୍ୟେକ ଶନିବାର ଏବଂ ରବିବାର ଦୁଇଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଆସନ୍ତା ୨୪ ତାରିଖ ଠାରୁ ଲାଗୁ ହେବ ଏହି କଟକଣା । କରୋନା...

ଫେରିଲା ହାଇଦର, ଖୋଲିବ ଫେରାର ପଛର ଗୁମର

ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଗଲା । ବିମାନରେ ତେଲେଙ୍ଗାନାରୁ ଓଡିଶା ଆଣିଲା କମିଶନରେଟ୍ ପୋଲିସ । ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଗଲା ପରେ ହାଇଦରକୁ କଟକ ନିଆଯାଇଛି । ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ଗତକାଲି ହାଇଦରକୁ ଗିରଫ କରାଯାଇଥିଲା ।...
- Advertisement -

Latest article

Checking Your Winzter Bonus Free Spin Wagering Progress

ContentsWhat Are Wagering Requirements and Why They MatterStep-by-Step: Locating Your Wagering Progress TrackerInterpreting the Wagering Progress DisplayCommon Problems and Troubleshooting TipsBest Practices for Managing...

Stratégie Aviator Mymedoc : Des attentes réalistes

SommaireComprendre les bases du jeu AviatorÉtablir une stratégie de gestion de bankrollExemples de tactiques de mise et d'encaissementDépannage : Problèmes courants et solutionsAttentes finales...

Aphrodite Casino avis Aperçu du catalogue de jeux NetEnt

SommaireIntroduction au Partenariat NetEnt et Aphrodite CasinoLes Jeux à Ne Pas Manquer dans le CatalogueTableau Comparatif des Spécialités NetEntComment Profiter des Offres de BienvenueProcédure...