ଯୁବ କଂଗ୍ରେସର ଆକ୍ରୋଶ ସମାବେଶ
ଭୁବନେଶ୍ୱରରେ ଯୁବ କଂଗ୍ରେସର ଆକ୍ରୋଶ ସମାବେଶ । ନିଯୁକ୍ତି ଦାବି, ତୈଳ ଦର ବୃଦ୍ଧି ପ୍ରତିବାଦର ଏହି ସମାବେଶ କରାଯାଇଛି । ବିଧାନସଭା ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଜି ଭୁବନେଶ୍ୱରରେ...
କୋଭିଡ ନିୟମ ଉଲ୍ଲଂଘନ
କଟକ ରାଣୀ ହାଟରେ ଥିବା ସୁପରମାର୍କେଟକୁ ସିଲ୍ କରିଛି ପ୍ରଶାସନ । କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବାରୁ ମାର୍କେଟକୁ ସିଲ୍ କରାଯାଇଛି । ସିଏମସି ତରଫରୁ ମାର୍କେଟକୁ ସିଲ୍ କରାଯାଇଥିବା ଘୋଷଣା କରାଯାଇଛି । ଯେତେବେଳେ କରୋନା କଟକଣା...
ମିସେସ୍ ଫେମିନା ଟପ୍ ୨୦ରେ କଟକୀ ବୋହୂ
ମିସେସ୍ ଫେମିନା ୨୦୨୦ର ଟପ୍ ୨୦ରେ କଟକ ମଙ୍ଗଳାବାଗର ଇପ୍ସିତା ପ୍ରିୟଦର୍ଶୀନି । ଜଣେ ସଫୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଇପ୍ସିତାଙ୍କର ମଡେଲିଂରେ ରୁଚି ରହିଛି । ୟୁପିର ସୁପର ମଡେଲ ଚାମ୍ପିୟନସିପରୁ ସଫଳତା ସାଉଁଟୁଥିବା ଇପ୍ସିତା ଜାତୀୟ...
ଆଜି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ
ଦିନକୁ ଦିନ କାୟା ମେଲାଇଲାଣି କରୋନା ଭାଇରସ । ରାଜ୍ୟରେ ପଜିଟିଭ୍ କେସ୍ ମଧ୍ୟ ବଢିବାକୁ ଲାଗିଲାଣି । କାଲି ୧୭୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୦ ହଜାର...
‘କଥା ନମାନିଲେ ମୋଟୁ ପଠାଇଦେବି’
'କଥା ନମାନିଲେ ମୋଟୁ ପଠାଇଦେବି' ।
'ହଁ ଆଜ୍ଞା, ମତେ ମୋଟୁ ପଠାଇ ଦିଅନ୍ତୁ । ମୁଁ ସେଠିକି ପଳାଇବି ।'
ବିଜେଡିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ୍ ଅଡିଓକୁ ନେଇ ବିଧାନସଭା ଆଜି ସରଗରମ ହୋଇଥିଲା । ବିରୋଧୀ ଦଳ...
ଆଜି କେଉଁ ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ , ଦେଖନ୍ତୁ
ପୁଣି କଡ ଲେଉଟାଇଲାଣି ମହାମାରୀ କରୋନା ଭାଇରସ । ଆଜିକୁ ବର୍ଷେ ହେବ ଲୋକଙ୍କ ମନରେ ଯେଉଁ ଭୟ ପସିଥିଲା ଆଜି ବି ସେଇ ଭୟ ସଞ୍ଚାର କଲାଣି । ଦିନକୁ ଦିନ ରାଜ୍ୟରେ କରୋନା ପଜିଟିଭ୍ ବି ବଢିବା...
ଯାତ୍ରୀଙ୍କ ଅସୁବିଧାକୁ ଦେଖି ପୂର୍ବତଟ ରେଳବାଇର ନିଷ୍ପତ୍ତି
ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଭୁବନେଶ୍ୱର-କେନ୍ଦୁଝର , ଭୁବନେଶ୍ୱର-ପୁରୀ, ଅନୁଗୁଳ-ପୁରୀ ମଧ୍ୟରେ ‘ମେମୁ’ଟ୍ରେନ୍ ଚଳାଚଳ କରିବ । ଏହାସହିତ ପୁରୀ ହାଟିଆ, ପୁରୀ-ସମ୍ବଲପୁର, ପୁରୀ-ପାରାଦ୍ୱୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ସ୍ଥର ହୋଇଛି । ପାସେଞ୍ଜର ଏବଂ ‘ମେମୁ’ ଟ୍ରେନ...
ବିସ୍ଫୋରଣରେ ୩ ଯବାନ ସହିଦ୍
ଛତିଶଗଡ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ବିସ୍ଫୋରଣ । ଡିଆରଜି ଯବାନଙ୍କୁ ବସରେ ନେଇ ଯାଉଥିବାବେଳେ ବିସ୍ଫୋରଣ ଘଟିଛି । ଏଥିରେ ୩ ଯବାନ ସହିତ ହୋଇଛନ୍ତି । ଏବଂ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ୮...
ଆଜିଠାରୁ ଚେକିଂ କଡାକଡି
କରୋନାର ଦ୍ବିତୀୟ ଲହର ରୋକିବାକୁ ହେବ । କଟକ, ଭୁବନେଶ୍ବର ସମେତ କେତେକ ଜିଲ୍ଲାରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ କଡା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ...
45ରୁ ଅଧିକ ବୟସର ଲୋକ ନେଇପାରିବେ ଟିକା
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଟିକା ନେବା ବୟସରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି 45 ବର୍ଷରୁ ଅଧିକ ବୟସର ଲୋକମାନେ ଟିକା ନେଇପାରିବେ । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି...
















