ହାଇକୋର୍ଟରେ ଘରୋଇ ସ୍କୁଲ ଫି ମାମଲା, ମିଳିବ ରିହାତି
ଘରୋଇ ସ୍କୁଲ ଫି ମାମଲାରେ କମିଟି ରିପୋର୍ଟ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ସ୍କୁଲ ଫି ଛାଡ କରିବା ପାଇଁ ଆବେଦନ କରାଯାଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ କମିଟି...
ଗଠନ ହେଲା ଉଚ୍ଚଶିକ୍ଷା ସଂରକ୍ଷଣ କମିଟି
ଉଚ୍ଚଶିକ୍ଷାରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚକ୍ଷମତା ସଂପନ୍ନ କମିଟି । ଗତମାସ 28 ତାରିଖରେ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା । ଏହି କମିଟି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ...
ପୁଣି ନିର୍ଭୟା କାଣ୍ଡ: ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରି ହତ୍ୟା
ନିର୍ଭୟାର ସେହି ଛାତିଥରା କଥା ମନରୁ ନଲିଭୁଣୁ ଆଜି ସାମ୍ନାକୁ ଆସିଛି ସମାନ ଖବର । ଜଣେ ୫୦ ବର୍ଷୀୟା ମହିଳାଙ୍କୁ ପ୍ରଥମେ ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରି ମର୍ଡର କରିଛନ୍ତି ନରରାକ୍ଷାସମାନେ । ଘଟଣା...
ମାହାଙ୍ଗା ମର୍ଡର ମାମଲାରେ ଆଉ ଜଣେ ଗିରଫ
କଟକ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ଥାନା ପୋଲିସ । ଗିରଫଦାରୀଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ବୁଧବାର ଗ୍ରାମାଞ୍ଚଳ...
ବିନା କରୋନା ଟେଷ୍ଟରେ କରିପାରିବେ ଦର୍ଶନ
ଏଣିକି ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦରକାର ପଡିବନି କୋଭିଡ ନେଗେଟିଭ୍ ରିପୋର୍ଟ । ସମସ୍ତେ କରିପାରିବେ ଲିଙ୍ଗରାଜଙ୍କ ଦର୍ଶନ । ବିଏମସି ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ସମସ୍ତଙ୍କୁ...
କରୋନା ମୃତ୍ୟୁ ଶୂନ୍
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ୬ମାସ ପରେ କରୋନା ମୃତ୍ୟୁରେ ଲାଗିଛି ବ୍ରେକ୍ । କରୋନାରେ ଗତକାଲି କୌଣସି ମୃତ୍ୟୁ ହୋଇନଥିବା ଟୁଇଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିପାଇଁ...
୧୦ରୁ ମାଟ୍ରିକ ଫର୍ମ ପୂରଣ
କରୋନା ମହାମାରୀ ଭିତରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ହେବ ଫର୍ମ ପୂରଣ । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନରେ ଫର୍ମ ପୂରଣ କରିପାରିବେ । ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି...
ଇସ୍ରୋ ବୈଜ୍ଞାନିକଙ୍କୁ ହତ୍ୟା ଉଦ୍ୟମ
ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗ । ସୋସିଆଲ ମିଡିଆରେ ଅଭିଯୋଗ ଆଣିଛନ୍ତି ନିଜେ ବୈଜ୍ଞାନିକ ତପନ ମିଶ୍ର । ଘଟଣାର ତଦନ୍ତ କେନ୍ଦ୍ର ସରକାର କରନ୍ତୁ ବୋଲି ସେ ଦାବି କରିଛନ୍ତି ।...
ନକଲି.. ନକଲି.. ସବୁ ନକଲି
ନକଲି ମସଲା, ଘିଅ, ହଳଦୀ ପୂଜା ସାମଗ୍ରୀ, ସିମେଣ୍ଟ, ପନିର ପରେ ଏବେ ନକଲି ଚା’ ପତି । କଟକରୁ ବିପୁଳ ପରିମାଣର ଚା’ ପତି ସହ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଜବତ କରାଯାଇଛି । ସଦର ଥାନା ମୁକାମେଶ୍ୱର...
ପରୀ ମାମଲାର ଅଭିଯୁକ୍ତ ନାବାଳକ
ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ । ଆଜି କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ର ଆଧାରରେ କୋର୍ଟ ଏହା କହିଛନ୍ତି । ଏଥିସହିତ ନାବାଳକ ଅଭିଯୁକ୍ତର ନାର୍କୋ ଆନାଲିସିସ...

















