୧୬ ମୃତ, ୩୧୪୪ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ସମସ୍ତ ୩୦ ଜିଲ୍ଲାରୁ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୧୪୪ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୮୨୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୧୯ । ରାଜ୍ୟରେ ମୋଟ୍ କରୋନା...
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଚିକିିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ । ଏସସିବି ମେଡିକାଲରେ ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକ ବୋଲି ସୂଚନା ମିଳିଛି ।...
ରସାୟନ ବିଜ୍ଞାନ ପାଇଁ ୨ ମହିଳା ପାଇବେ ନୋବେଲ
ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୨ ମହିଳା ବେଗ୍ୟାନିକ ପାଇବେ ନୋବେଲ ପୁରସ୍କାର । ଇମାନୁଏଲ କାର୍ପେଣ୍ଟର ଓ ଜେନିଫର ଏ.ଦୌଡନାଙ୍କୁ ନୋବେଲ । ଜିନ୍ ଏଡିଟିଂ ମେଥଡ ନେଇ ଉଭୟ ପାଇବେ ନୋବେଲ ।...
ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡରେ ଦୁଇ ଆହତ
ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ରାଜଭବନ ସାମ୍ନା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ହଠାତ ପ୍ରଚଣ୍ଡ ବିସ୍ଫୋରଣ ହୋଇ ନିଆଁ ଲାଗିଛି । ପ୍ରାୟ ୩୦୦ ଫୁଟ ଉଚ୍ଚରେ ନିଆଁ ଜଳୁଛି । ବିସ୍ଫୋରଣରେ...
୨୮ ଦିନ ହାଜତରେ ରହିବା ପରେ ମିିଳିଲା ଜାମିନ
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ୧ ଲକ୍ଷ ଟଙ୍କା ଓ ପାସପୋର୍ଟ ଡିପୋଜିଟ୍ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏଥିସହିତ ମୁମ୍ବାଇ ବାହାରକୁ ...
ପଦାର୍ଥ ବିଜ୍ଞାନରେ ନୋବେଲ ଘୋଷଣା
୨୦୨୦ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ବିଶ୍ୱର ସର୍ବୋଚ୍ଚ ପୁରସ୍କାର ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରାଯାଇଛି । ରୋଜର ପେନରୋଜ, ରେନହାଡ, ଗେନଜେଲ ଓ ଆଣ୍ଡରେଆ ଗେଜ୍ ଙ୍କ...
ଏସଟିଏଫ ପରିଚୟ ଦେଇ କୁଆଡେ ଯାଉଥିଲେ ନକଲି ପୋଲିସ
ଗାଡିରେ ନାଲିବତୀ ଜଳାଇ ନିଜକୁ ପୋଲିସ ପରିଚୟ ଦେଇ ଫସିଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ବାଲେଶ୍ୱର ଖନ୍ତାପଡା ଥାନା ଶେରଗଡ ଟୋଲଗେଟରେ ନାଲିବତୀ ଗାଡିରେ ଯାଉଥିବା ନକଲି ପୋଲିସିକୁ ଗିରଫ କରିଛି ଖନ୍ତାପଡା ପୋଲିସ । ସୂଚନା...
୨୬୭୩ ପଜିଟିଭ୍ ଚିହ୍ନଟ
ରାଜ୍ୟର ୩୦ ଜିଲ୍ଲାରୁ ଆଜି ୨୬୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬୭୩ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୫୫୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୧୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
କୋଲ୍ ସ୍କାମରେ ଦିଲୀପ ରାୟ ଦୋଷୀ
କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସୁଚନା ମିଳିଛି । କୋଇଲା ଦୁର୍ନିତିରେ ଜଣେ କେନ୍ଦ୍ରମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ଏହା ପ୍ରଥମ...
ମେଡିସିନ ପାଇଁ ଘୋଷଣା ହେଲା ନୋବେଲ
ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ନୋବେଲ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରାଯାଇଛି । ହାର୍ଭେ ଜେ. ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ.ରାଇସଙ୍କ ନା ଘୋଷଣା ହୋଇଛି ।...















