ଏହି ଫିଲ୍ମରେ ବେଶ୍ ନାଁ କମାଇଥଲେ ଜଗଦୀପ
ଆଉ ନାହାଁନ୍ତି ବଲିଉଡର ଆକ୍ଟର କମ କମେଡିଆନ୍ ଜଗଦୀପ । କାଲି ସଂନ୍ଧ୍ୟା ୮.୩୦ ରେ ବାନ୍ଦ୍ରା ରେ ଥିବା ନିଜ ଘରେ ମ୍ୃତ୍ୟୁ ତାଙ୍କର ମୃତ୍ୟୁ ଘଟିଛି । ବୟସ ଜନିତ ରୋଗ ରେ ମ୍ୃତ୍ୟୁ ଘଟିଛି ବୋଲି...
ଭୁବନେଶ୍ୱରରୁ ୩୨ ପଜିଟିଭ୍ ଚିହ୍ନଟ
ଆଜି ଭୁବନେଶ୍ୱରରୁ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୮ ଲୋକାଲ କେସ୍ ରହିଛି । ୧୮ ଲୋକାଲ କେସ୍ ନୟାପଲ୍ଲି ଆଇଆରସିଭିଲେଜରୁ ଜଣେ, ନୂଆସାହିରୁ ଜଣେ, ବ୍ରିଟ୍ କଲୋନିରୁ...
ଆସିଲା ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ
ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶକ୍ତ ଆଘାତ ଯୋଗୁଁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ୱଷ୍ଟ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଜିଆରପି ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା...
୨୨ ଜିଲ୍ଲାରୁ ୫୭୭ ପଜିଟିଭ୍ ଚିହ୍ନଟ, ୪ ମୃତ
ଆଜି ରାଜ୍ୟରେ ୪ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭଦ୍ରକରୁ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଆଜି...
ଭୁବନେଶ୍ୱରରୁ ଆଜି ୪୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱରରେ ଆଜି ୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୬ ପଜିଟିଭରୁ ୨୨ କ୍ୱାରେଣ୍ଟିନ୍, ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ପାତ୍ରପଡାରୁ ଜଣେ ଏବଂ କଟକ ରୋଡରୁ ଜଣେ ଆକ୍ରାନ୍ତ ଚିହ୍ନଟ । ୩ ଆକ୍ରାନ୍ତ...
ଆଜି ୫୨୭ ଚିହ୍ନଟ, ୬ ମୃତ୍ୟୁ
ରାଜ୍ୟରେ ଅତି ଭୟଙ୍କର ଭାବେ କାୟା ବିସ୍ତାର କରୁଛି କରୋନା ଓ ଆଜି ସର୍ବାଧିକ ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି ଓ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୧୫ ଜଣ ଚିହ୍ନଟ...
ସିଲ୍ ହେଲା ଟେକ୍ ମହେନ୍ଦ୍ରା ଅଫିସ
କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ଭୂବନେଶ୍ୱର ସ୍ଥିତ ମୈତ୍ରୀ ବିହାରରେ ଥିବା ପ୍ରମୁଖ ସଫ୍ଟୱେୟାର କଂପାନୀ ଟେକ୍ ମହିନ୍ଦ୍ରା କୁ ଆଜି ସିଲ୍ କରିଛି ବି.ଏମ୍.ସି । ଗତ ୩ ତାରିଖରେ କଂପାନୀର ୭ ଜଣ କର୍ମଚାରୀ...
ଆଜି ଭୁବନେଶ୍ୱରରେ ୨୯ ପଜିଟିଭ୍
ଭୁବନେଶ୍ୱର ସହରରୁ ଆଜି ଆଉ ୨୯ କରୋନା ଆକ୍ରାନ୍ତ ଚିହ୍ନଟ । ୨୯ରୁ ଲୋକାଲ କଣ୍ଟାକ୍ଟ ୧୪ ,କ୍ୱାରେଣ୍ଟିନ୍ ୧୪, ଜଣେ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ । ଡୁମଡୁମା ସୁବାସନଗର ବସ୍ତିରୁ ପୁଣି ଜଣେ ଲୋକାଲ କଣ୍ଟାକ୍ଟ...
ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ
ରାଜଧାନୀରେ ସ୍ୱେଛାସେବୀ ମାନବ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଗତମାସ ୯ ତାରିଖରେ କଟକ ଖପୁରୀଆରେ ତାଙ୍କର ବିବାହ ହୋଇଥିଲା ।...
ବେକାବୁ କରୋନା, ଆଜି ୨୧ ଜିଲ୍ଲାରୁ ୫୭୧ ପଜିଟିଭ୍
କମୁନି କରୋନାର ପ୍ରକୋପ । ରାଜ୍ୟରେ ଆଜି ପୁଣି କରୋନା ନେଇଛି ୪ ଜୀବନ । ଗଞ୍ଜାମରୁ ୩ ଜଣ ଓ କଟକରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ୩ ମୃତକ ପୁରଷ ଏବଂ ସେମାନଙ୍କ ବୟସ ୭୦,...















