ପ୍ରଥମରୁ ଅଷ୍ଟମ ସମସ୍ତେ ପାସ୍
ପ୍ରଥମରୁ ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍ । ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ । କରୋନା ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍ ଘୋଷଣା କଲେ ସରକାର । ...
୪ ଜିଲ୍ଲାକୁ ବାତ୍ୟା ବିପଦ!
ମାଡି ଆସୁଛି ଆଉ ଏକ ବିପଦ । ବଙ୍ଗୋପସାଗରରେ ବଳ ଗୋଟାଉଛି ପୁଣି ଏକ ବାତ୍ୟା । କରୋନା ସମୟରେ ଏବେ ଓଡିଶାବାସୀଙ୍କୁ ଘାରିଛି ବାତ୍ୟା ଭୟ । ୧୬ ସୁଦ୍ଧା ଝଡ ବାତ୍ୟାର ରୂପ ନେଇପାରେ ଲଘୁଚାପ...
ମାଡି ଆସୁଛି ଅମ୍ଫାନ
ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ହୋଇଥିବା ଏହି ଲଘୁଚାପ ଓ୍ବେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଥିବା ବେଳେ 16 ତାରିଖ ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ।...
ରାଜରାସ୍ତାରେ ଏମିତି ଚାଲିଛି ପ୍ରବାସୀଙ୍କ ଜୀବନ ଗାଡି
କଅଁଳ ପାଦରେ ଚାଲିବାକୁ ଆଉ ବଳ ନାହିଁ । ହେଲେ ପେଟର ବେଦନା ଅନାହାର ମନର ଯନ୍ତ୍ରଣା ଆମକୁ ନେଇ ଚାଲିବାକୁ ପଡିବ । କରୋନା ଭାଇରସ ଭୟ ଭିତରେ ଚାଲି ଚାଲି ଥକିପଡିଥିବା କୁନି ପୁଅକୁ ଚକାଲଗା ବ୍ୟାଗରେ...
ପ୍ରବାସୀ ଶ୍ରମିକଙ୍କୁ ୨ମାସ ମାଗଣା ଖାଦ୍ୟ
ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ଯାଏ ମାଗଣା ଖାଦ୍ୟ ଦିଆଯିବ । ପ୍ରାୟ ୮ କୋଟି ପ୍ରବାସୀଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ । ଖର୍ଚ୍ଚ ହେବ ୩୫ ଶହ କୋଟି । ୨ ମାସ ଯାଏ ମାସିକ...
ଯାଜପୁର ଜିଲ୍ଲାରେ ସୁସ୍ଥ ହେଲେ ୧୫ ଆକ୍ରାନ୍ତ
ସୁସ୍ଥ ହେଲେ ଆଉ ୧୫ ଜଣ କରୋନା ଆକ୍ରାନ୍ତ। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ ୧୫୮ଜଣ ଆରୋଗ୍ୟ ହେଲେଣି। ଯାଜପୁର ଜିଲ୍ଲାରେ ସମୁଦାୟ ୮୮ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇଛନ୍ତି।...
ଘରକୁ ବାହୁଡୁଛନ୍ତି ହଜାର ହଜାର ପ୍ରବାସୀ
କରୋନା ଭୟ ଭିତରେ ଦାଦନଙ୍କ ସଂଘର୍ଷର ଯାତ୍ରା । ପାଦରେ ଚାଲି ଚାଲି ଘରକୁ ବାହୁଡୁଛନ୍ତି ହଜାର ହଜାର ପ୍ରବାସୀ ।
ଇଏ ହେଉଛି ରାୟଗଡା ସହରର ଦୃଶ୍ୟ । ଯୁଆଡେ ଦେଖିବେ ମାଳମାଳ ଫେରନ୍ତା ପ୍ରବାସୀ । ରାୟଗଡା...
ନୂଆଦିଲ୍ଲୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର ନୂଆଦିଲ୍ଲୀକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ୍ । ଆଜି ସକାଳ ୧୦ଟା ବେଳେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି । ଭୁବନେଶ୍ୱରରୁ ଟ୍ରେନ ଯିବା ପୂର୍ବରୁ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ସହିତ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିଲା ।...
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା
ଦକ୍ଷିଣପୂର୍ବ ବଙ୍ଗୋପସାଗରେ ଦାନା ବାନ୍ଧୁଛି ବାତ୍ୟା । ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ସୃଷ୍ଟ ଲଘୁଚାପ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେବ । କାଳକ୍ରମେ ଘନୀଭୂତ ହୋଇ ୧୬ ସୁଦ୍ଧା ଝଡବାତ୍ୟାର ରୂପ...
ଏକାଥରେ ସେଞ୍ଚୁରୀ
ଏକାଥରେ 101 । ଓଡିଶାରେ ରେକର୍ଡ କଲା କରୋନା । ପୂର୍ବରୁ ଗୋଟିଏ ଦିନରେ ଏତେସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇ ନଥିବା ବେଳେ ବୁଧବାର ସକାଳ ରିପୋର୍ଟରେ ଏକାଥରେ 101 ଜଣଙ୍କ ପାଖରେ କରୋନା ପଜିଟିଭ୍ ବାହାରିବା ରାଜ୍ୟରେ କରୋନା...
















