ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ଆଜି ସକାଳେ ଦେହନ୍ତ ହୋଇଛି । ସମ୍ବଲପୁରର ହୀରାକୁଦ କଲୋନୀ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ବିଭିନ୍ନ ପ୍ରକାର...
ସାବଧାନ୍! ଏଠି ଜଗୁଛି ଭୂତ ।
ଧୂ ଧୂ ଦିନ ଦ୍ୱିପହରରେ ରାସ୍ତା କଡ଼ରେ ବୁଲୁଛି ଭୂତ ! କେହିବି ଯଦି ସେଇ ବାଟ ଦେଇ ଯାଉଛି ମାଡ଼ି ବସୁଛି ଭୂତ ! ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡାରେ । ଆପଣମାନେ ଭାବୁଥିବେ...
ସାରା ଦେଶରେ ମେ’ ୩ ଯାଏଁ ବଢିଲା ଲକ୍ ଡାଉନ୍
ମେ ମାସ ୩ ତାରିଖ ଯାଏଁ ସାରା ଦେଶରେ ଲକ୍ ଡାଉନ୍ ଅବଧି ବୃଦ୍ଧି । ଯେଉଁ ଅଞ୍ଚଳରେ ନୂଆ ମାମଲା ସାମନାକୁ ଆସିବ ନାହିଁ ସେଠାରେ ଲକ୍ ଡାଉନ୍ କହୋଳ କରାଯିବ । କିନ୍ତୁ ଯେଉଁଠାରେ କରୋନା ନୂଆ...
କଟକ, ଭୁବନେଶ୍ୱରରେ ଚାଲିଲା ‘ଓଲା’ କ୍ୟାବ୍
ଆଜିଠାରୁ ଟୁଇନ୍ ସିଟିରେ ଉପଲବ୍ଧ ହେବ ଓଲା କ୍ୟାବ୍ସ ସେବା । ଲକ୍ଡାଉନ୍ ସମୟରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଓଲାକୁ ପାସ୍ ମିଳିଛି। ଭୁବନେଶ୍ୱର ଓ କଟକ ପାଇଁ ୧୦୦ଟି ଓଲା କାରକୁ ପାସ୍...
କାଟିଦେଲେ ପୋଲିସଙ୍କ ହାତ
ସାରା ବିଶ୍ୱ ଏବେ କରୋନା କବଳରେ । ଏନେଇ ସମସ୍ତେ ଏବେ ଚିନ୍ତାରେ । ତେବେ କରୋନା ପାଇଁ କୌଣସି ମେଡିସିନ୍ ବାହାରିନଥିବାବେଳେ ଏହାର ଏକମାତ୍ର ଚିକିତ୍ସା ହେଉଛି ଘରେ ରହିବା । ତେବେ ବାହାରକୁ ନ ବାହାରିବା ପାଇଁ...
ଭୁବନେଶ୍ଵରରେ ପୁଣି କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵରରେ ଆଉ ଜଣେ କରୋନା ପଜିଟିଭ୍ । ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨ ଜଣ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର , ଜଣେ କେନ୍ଦ୍ରାପଡ଼ା ଜିଲ୍ଲାରର ଓ ଜଣେ ଭୁବନେଶ୍ଵରର ବୋଲି...
ଆରପାରିରେ ରାମାୟଣ ସିରିୟଲର ସୁଗ୍ରୀବ
ଶ୍ୟାମ ସୁନ୍ଦର । ରାମାୟଣ’ରେ ସୁଗ୍ରିବ ଚରିତ୍ରରେ ଅଭିନୟ କରି ଯିଏ ଦର୍ଶକଙ୍କ ମନ ମୋହିଥିଲେ । ସମଗ୍ର ଦେଶରେ ଲକଡାଉନ୍ ଚାଲିଥିବାବେଳେ ଲୋକମାନଙ୍କ ମନୋରଞ୍ଜନ ପାଇଁ ରାମାୟଣ ସିରିୟଲକୁ ପୁଣି ଥରେ ପ୍ରସାରଣ କରୁଛନ୍ତି ଭାରତ ସରକାର ।...
ଏକଲକ୍ଷ ରାପିଡ ଟେଷ୍ଟ ହେବ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି I ଏକଲକ୍ଷ ରାପିଡ ଟେଷ୍ଟ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ସେଥିପାଇଁ ଆଉ ତିନୋଟି ହସପିଟାଲରେ କରୋନା ପରୀକ୍ଷା କରିବାକୁ...
ଲକ୍ ଡାଉନ ଅବଧି ବଢାଇବାରେ ଓଡିଶା ପ୍ରଥମ ରାଜ୍ୟ
ରାଜ୍ୟରେ ଲକ୍ ଡାଉନ ଅବଧି ଆଉ 15 ଦିନ ବଢିଲା I ଆଜି ରାଜ୍ୟ କ୍ୟାବିନେଟରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି I ସମଗ୍ର ଦେଶରେ ଲକ୍ ଡାଉନ 15 ତାରିଖ ଯାଏଁ ଥିବା ବେଳେ ଏବଂ ଲକ୍ ଡାଉନ...
ରାଜ୍ୟରେ ଆଉ ୨ କରୋନା ପଜିଟିଭ
ରାଜ୍ୟରେ ଆଉ ୨ କରୋନା ପଜିଟିଭ । ଢେଙ୍କାନାଳର ୫୧ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ । ଆଉ ଜଣେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ୬୯ ବର୍ଷୀୟ ବ୍ୟକ୍ତି ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧିନ । ଓଡିଶାରେ ୪୪ ରେ...
















