ପଞ୍ଜାବ ସୀମାରେ ପୁଣି ଉଡିଲା ପାକିସ୍ତାନୀ ଡ୍ରୋନ୍
ପୁଣି ଥରେ ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍ | ପାକିସ୍ତାନୀ ସେନା ପୁଣି ଥରେ ନିଜ ସୀମା ଲାଙ୍ଘିବାକୁ ଚେଷ୍ଟା କରିଛନ୍ତି | ଚଳିତମାସରେ ତିନି ତିନି ଥର ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ...
ଅନିଦ୍ଧିଷ୍ଟ କାଳ ପାଇଁ ରାଜଭବନ ସମ୍ମୁଖରେ ବିଜେପିର ଧାରଣା
ଶାସକ ଦଳ ବିରୋଧରେ ଏକ ସଂଘିନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି | କେନ୍ଦ୍ର ଯୋଜନାକୁ ଶାସକ ଦଳ ନିଜ ଯୋଜନା ବୋଲି କହି ଲୋକଙ୍କୁ ଠକୁଥିବା କହିଛି ବିଜେପି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର...
ଜିଓ ଉପଭୋକ୍ତାଙ୍କୁ ଝଟକା, ଆଉ ମିଳିବନି ମାଗଣା..
ଜିଓ ଉପଭୋକ୍ତାଙ୍କୁ ଜୋରଦାର ଝଟକା । ଏଣିକି ମିଳିବନି ଅନ୍ୟ ନେଟୱାର୍କକୁ ଫ୍ରି କଲ ସୁବିଧା । ଏଥିପାଇଁ ମିନିଟ୍ ପ୍ରତି ୬ ପଇସା ଚାର୍ଜ ଲାଗିବ ବୋଲି ମୋବାଇଲ ନେଟୱାର୍କ ପ୍ରଦାନ କାରୀ କମ୍ପାନୀ ଜିଓ ପକ୍ଷରୁ କୁହାଯାଇଛି...
କାଠ ଯୋଡି ବ୍ରିଜ୍ ତଳକୁ ଡେଇଁଲେ ଯୁବକ
କଟକ ଜିଲ୍ଲା କାଠଯୋଡି ବ୍ରିଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ବ୍ରିଜ ତଳକୁ ଡେଇଁ ପଡିଛନ୍ତି । ସୂଚନାନୁସାରେ, ଆଜି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ କାଠଯୋଡି ବ୍ରିଜ ନିକଟରେ...
ବସକୁ ପିଟିଲା ବସ, ୭ ଆହତ
ଯାତ୍ରୀବାହୀ ବସକୁ ପିଟିଲା ଯାତ୍ରୀବାହୀ ବସ | କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଘଟିଛି ଏହି ଦୁର୍ଘଟଣା | ଏହି ଦୁର୍ଘଟଣାରେ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି | ସମସ୍ତ...
ମାକୁ ମେଲାଣି
ବିଦାୟ ନେବେ ମା | ମା ଜଗତଜନନୀଙ୍କୁ ମେଲାଣି ଦେବା ପାଇଁ ଚଳଚଂଚଳ ସମସ୍ତ ସହର | ସେପଟେ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ଭିଡକୁ...
ପୂଣ୍ୟର ହେଲା ଜୟ
ଅଧର୍ମ ଉପରେ ଧର୍ମ ଏବଂ ପାପ ଉପରେ ପୂଣ୍ୟ ଅର୍ଜନ କରିବାର ଦିବସ ବିଜୟା ଦଶମୀ । ନବ ଦିନାତ୍ମକ ପୂଜାର ଶେଷ ପର୍ଯ୍ୟାୟ, ପୀଠ ହେଉ କି ମଣ୍ଡପ, ସବୁଠି ଭକ୍ତି ଓ ଶ୍ରଦ୍ଧାର ପରିବେଶ । ଦିନ...
ଏକାଥରେ ୪ ସନ୍ତାନ ଜନ୍ମ
ଏକାଥରେ ୪ଟି ଛୁଆ ଜନ୍ମ ଦେଲେ ମହିଳା । ପୂର୍ଣ୍ଣ ବିକଶିତ ହୋଇନଥିବାରୁ ସମସ୍ତ ୪ ସନ୍ତାନଙ୍କର ମୃତ୍ୟୁ ହୋଇଛି । ସନ୍ତାନ ଜନ୍ମ ପରେ ଅସୁସ୍ଥ ମା ସୋନପୁର ହସ୍ପିଟାଲରେ ଭର୍ତ୍ତି । ସୋନପୁର ଝିଙ୍କି ଗାଁର ଉକ୍ତ...
ସୁନା ବେଶରେ ମହାପ୍ରଭୁ
ଆଜି ପବିତ୍ର ବିଜୟା ଦଶମୀ ଅବସରରେ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀମନ୍ଦିରରେ ଅବକାସ ନୀତି ପରେ ମହାପ୍ରଭୁଙ୍କ ସୁନା ବେଶ ହେବ । ନୂଆ ଲୁଗା ଓ ଜାମା ଲାଗି ପରେ କିରିଟି,...
ବାୟୁସେନା ଦିବସରେ ଅଭିନନ୍ଦନ ସମ୍ମାନିତ
ଭାରତୀୟ ବାୟୁସେନାର ପରାକ୍ରମ ଆଜି ସାରା ଦୁନିଆ ଦେଖିଛି। ୮୭ତମ ପ୍ରତିଷ୍ଠା ଦିବସରେ ବାୟୁସେନା ପକ୍ଷରୁ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଗାଜିଆବାଦର ହିଣ୍ଡୋନ ଏୟାର ବେସରେ ନୂଆ ପୁରୁଣା ଅନେକ ଯୁଦ୍ଧ ବିମାନ ଆକାଶରେ ନିଜର ଶକ୍ତି ପ୍ରଦର୍ଶନ...















