କେନ୍ଦ୍ରାପଡା ପାଇଁ ଫନି ପ୍ୟାକେଜ୍
କେନ୍ଦ୍ରାପଡା ପାଇଁ ଫନି ପ୍ୟାକେଜ୍ । ସାମୁଦ୍ରିକ ବାତ୍ୟା ଫନିକୁ ବିତିଯାଇଛି ୧୩ ଦିନ । ଫନିରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲା ସହିତ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା । ବୁଧବାର ପୁରୀ ଜିଲ୍ଲା ପରେ ଗୁରୁବାର...
ଭାଇରାଲ ହେଉଛି ଭିଡିଓ
ଭାଇରାଲ ହେଉଛି ବର୍ଷକ ଶିଶୁକନ୍ୟାର ଭିଡିଓ । ଆପଣ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ, ବର୍ଷକର ଶିଶୁ ସୁଇମିଂପୁଲରେ ଏମିତି ମ୍ୟାଜିକ ଦେଖାଉଛି ତାହା ପୁଣି ବିନା ସାହାର୍ଯ୍ୟରେ । ଏ ଦୃଶ୍ୟ ଫ୍ଲୋରିଡାର ଏକ ସୁଇମିଂପୁଲର । ଭିଡିଓରେ...
କେରଳ ଢାଞ୍ଚାରେ ବ୍ୟାଙ୍କିଂ ସେବା
ଭୟଙ୍କର ବାତ୍ୟା ଫନି ପରେ ଶ୍ରୀହୀନ ହୋଇପଡିଛି ଓଡିଶା । ଯଦିଓ ଫନିରେ ଅନେକ ସ୍ଥାନରେ ବିଶେଷ କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ଭୁବନେଶ୍ୱର, ପୁରୀ, କୋଣାର୍କରେ ଫନି ଦେଖାଇଥିଲା ତାର କରାଳ ରୂପ । ୧୯୯୯ ବାତ୍ୟାର କିଛି...
ଆକାଶରୁ ନିଆଁ ବର୍ଷା
ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରୀ । ଭୁବନେଶ୍ୱରରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ରାସ୍ତା କଡରେ ଗଛଟିଏ ନଥିବାରୁ ରାସ୍ତାରେ ଯିବା ଆସିବା କରିବା ମୁସ୍କିଲ ହୋଇପଡୁଛି । ଭୁବନେଶ୍ୱରରେ...
ସନ୍ତୁଳି ହେଉଛନ୍ତି ପୁରୀ ବାସିନ୍ଦା
ବାତ୍ୟା ଫନିକୁ ବିତି ଯାଇଛି ୧୩ ଦିନ । ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସହରରେ କେବଳ ଶ୍ରୀମନ୍ଦିରରେ ବିଜୁଳି ଅବସ୍ଥା ସ୍ବାଭାବିକ ହୋଇଛି । ତେବେ ସହରକୁ କେବେ ବିଦ୍ୟୁତ ମିଳିବ, ସେସଂପର୍କରେ କିଛି ସ୍ପଷ୍ଟ ସୁଚନା...
ଫନି କାଉଣ୍ଟଡାଉନ
ଆରମ୍ଭ ହୋଇଯାଇଛି ଫନି କାଉଣ୍ଟଡାଉନ । ୩ ତାରିଖ ସକାଳେ ସାମୁଦ୍ରିକ ବାତ୍ୟା ଫନି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବ । ଆଇଏମଡି ରିପୋର୍ଟ ଅନୁଯାୟୀ, ସକାଳ ୮ଟାରୁ ୧୦ଟା ମଧ୍ୟରେ ଫନି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।...
ଫନି ପାଇଁ ମୋଦିଙ୍କ ସମୀକ୍ଷା
ତୀବ୍ର ଗତିରେ ଓଡିଶା ଆଡକୁ ମାଡି ଆସୁଛି ସାମୂଦ୍ରିକ ଝଡ ଫନି। ଫନିର ଗତି ବେଳକୁ ବେଳ ବଢି ଚାଲିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚପଦାଧିକାରୀଙ୍କ ସହ ବାତ୍ୟା ସମୀକ୍ଷା କରୁଛନ୍ତି । ଏହି ବୈଠକରେ କ୍ୟାବିନେଟ...
ଭୟଭୀତ ନହୋଇ ସତର୍କ ରୁହନ୍ତୁ
ଫନି ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ । ଭୟଭୀତ ନ ହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ...
ସମୟ ପାଖଉଛି,ଛନକା ପଶୁଛି
ସମୟ ଯେତିକି ପାଖଉଛି ସେତିକି ବେଗରେ ମାଡି ଆସୁଛି ଭୟଙ୍କର ସାମୂଦ୍ରିକ ଝଡ ଫନି । ପୁରୀଠାରୁ ଆଉ ପ୍ରାୟ ୩୬୦ କିମି ଦୂରରେ ରହିଛି ଫନି । ଆସନ୍ତା କାଲି ଦିନ ୧୦ଟାରୁ ୧୨ଟା ଭିତରେ ଲ୍ୟାଣ୍ଡଫଲ କରିବ...

















