ରାଜ୍ୟରେ ୭୩ ପ୍ରତିଶତ ମତଦାନ: ମାଓ ଇଲାକାରେ ସର୍ବାଧିକ ଭୋଟିଂ , ସ୍ମାର୍ଟସିଟିରେ ସର୍ବନିମ୍ନ ଭୋଟିଂ
ଚଳିତ ବର୍ଷ ଓଡ଼ିଶାରେ ମୋଟ ୭୩.୦୮ପ୍ରତିଶତ ମତଦାନ ହୋଇଛି । ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ମାଓ ପ୍ରବଣ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ମତଦାତା ନିଜର ମତ ସାବ୍ୟସ୍ତ କରିଛନ୍ତି । ସେହିଭଳି ବିଧାନସଭା କ୍ଷେତ୍ରରେ କୋଟପାଡ଼ରେ ମତଦାନ ହୋଇଛି...
ଫନି ପାଇଁ ଟ୍ରେନ ବାତିଲ , ଘୁଞ୍ଚିଲା ବିପିୟୁଟି ପରୀକ୍ଷା
ଓଡିଶାରେ ହେବାକୁ ଥିବା ବାତ୍ୟା `^ò ପାଇଁ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ଅଧିକ ରହିଥିବାରୁ କେତେକ ଟ୍ରେନ ଚଳାଚk ବାତିଲ କରାଯିବା ସହ ଆଉ କେତେକର ରୁଟ୍ ପରିବର୍ତନ କରାଯାଇଛି । କାଲି...
ବାତ୍ୟା ସମୟରେ କେମିତି ରହିବେ ସଜାଗ?
ଭୟଭୀତ ହୁଅନ୍ତୁ ନାହିଁ
ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ
ବିଦୁତ ଓ ଗ୍ୟାସ ସପ୍ଲାୟକୁ ବନ୍ଦ କରନ୍ତୁ
ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ
କ୍ଲୋରିନ ଯୁକ୍ତ କିମ୍ବା ପାଣିକୁ ଫୁଟାଇ ପିଅନ୍ତୁ
ରେଡିଓ ଓ ଟିଭି ଖବର ସହ ଅପଡେଟ୍ ରୁହନ୍ତୁ
ମୋବାଇଲ ଓ ଚାର୍ଜ...
ବଡ ଦେଉଳକୁ ବଡ ବାନା ମନା
ବଡ ଦେଉଳରେ ଉଡିବ ଝୋଟ ବାନା । ସମ୍ଭାବ୍ୟ ବାତ୍ୟା ଫନିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପର । ପୁରୀ ନିକଟରେ ବାତ୍ୟା ଫନୀ ଲ୍ୟାଣ୍ଡଫଲ କରିବା ସମ୍ଭାବନା ଥିବାରୁ ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି...
ଫନି ମୁକାବିଲା ପାଇଁ ୧୨ ଆଇଏସଙ୍କୁ ଦାୟିତ୍ୱ
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଫନି ଏବେ ଭୟଙ୍କର ରୂପ ନେଇଛି । ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି ଫନି । ତେଣୁ ସଜାଗ ରହିବା ସହ କ୍ଷୟକ୍ଷତିକୁ ରକ୍ଷା...
ଫନି ପାଇଁ କେଉଁ କେଉଁ ଜିଲ୍ଲାରେ ହଟିଲା ନିର୍ବାଚନ ଆଚରଣ ବିଧି
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ହଟାଇଛନ୍ତି ନିର୍ବାଚନ କମିଶନ । ଏହି ୧୧ଟି ଜିଲ୍ଲା ହେଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର...
ଫନି ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ
ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ଫନି । ଆସନ୍ତା ୩ତାରିଖରେ ଫୋନି ଓଡ଼ିଶା ଉପକୂଳ ଛୁଇଁବ । ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିମି ରହିବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ...
ଫନିର ମୁକାବିଲା ପାଇଁ ଜରୁରୀ ବୈଠକ
ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି । ଫନିର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ନୀଳଗିରିର ଉପଜିଲାପାଳ ବିଶାଲ ସିଂହଙ୍କ ସହ ବାଲେଶ୍ଵର...
ଓୟୁଏଟି କୁଳପତି ନିଯୁକ୍ତି ପ୍ରକ୍ରିୟାର ବୈଧତା ନେଇ ହାଇକୋର୍ଟରେ ମାମଲା
ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା. ରାଜଯ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୁଳପତି ପଦବୀ ପାଇଁ ଗତ ଫେବୃଆରୀ 13 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା....
ଇସିଆଇଙ୍କୁ ଭେଟିଲେ ନବୀନ
ବାତ୍ୟା ଫନି ପାଇଁ ଘୁଞ୍ଚିବ କି ପାଟକୁରା ବିଧାନସଭା ନିର୍ବାଚନ ? ପାଟକୁରା ନିର୍ବାଚନକୁ ଘୁଞ୍ଚିାଇବାକୁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଫନି ଓଡ଼ିଶା ମୁହାଁ ହେଲେ ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ଭାରତୀୟ...















