34.1 C
Bhubaneswar
Sunday, April 20, 2025
-Advertisement-

ବଜ୍ରପାତରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ, 5 ଆହତ

ବଜ୍ରପାତରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ ହୋଇଥିବା ବେଳେ 5 ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କରନ୍ଦା ପଠାଣୀ ସାମନ୍ତ ଇଞ୍ଜିନିୟରିଂ କଲେଜରେ ବଜ୍ରପାତ ହୋଇଥିବା ବେଳେ ଘଟିଛି ଏହି ଘଟଣା...

ନବବିବାହିତା ସ୍ତ୍ରୀଙ୍କ ଆତ୍ମହତ୍ୟା, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ନିଜ ରୁମରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଜଣେ ନବବିବାହିତା ଯୁବତୀ । ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଘଟିଛି ଏଭଳି ଏକ ଘଟଣା । ସୋମବାର ସକାଳୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଯୁବତୀଙ୍କ ମୃତଦେହ । ଶାଶୁଘର...

ଟ୍ରକ ଧକ୍କାରେ ଗଲା ଜେଜେମା ସହ ଦୁଇ ନାତୁଣୀଙ୍କ ଜୀବନ

ଦେବଗଡ଼ ଥାନା ପଲସାକୁଦ ଗ୍ରାମରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ସହ ତାଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି । ପଲସାକୁଦ ଗ୍ରାମର ସନ୍ତୋଷ ପାତ୍ରଙ୍କର ଦୁଇ ଝିଅ ସେମାନଙ୍କ ଜେଜେମା ନିରୂପମା ପାତ୍ରଙ୍କ ସହ ପାଖ ଦୋକାନକୁ ଯାଇଥିବା...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...