କଡ ଲେଉଟେଇବ ରାଜ୍ୟ ରାଜନୀତି !
ବିଜେପିରୁ ଇସ୍ତଫା ଦେବା ପରେ ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଯିବେ କୁଆଡେ ? ଏବେ ଏ ଦୁଇ ନେତାଙ୍କ ଭବିଷ୍ୟତ ରାଜନୀତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି. କୁହାଯାଉଛି ଦୁଇ ନେତା...
ବିଜେପି ଛାଡିଲେ ବିଜୟ ଓ ଦିଲ୍ଲୀପ
ଶେଷରେ ବିଜେପି ଛାଡିଲେ ଦଳର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ. ଦିଲ୍ଲୀପ ରାୟ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି. ଦିଲ୍ଲୀପଙ୍କ ଇସ୍ପଫା...
ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ
ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି. ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେବା ପରେ ବାଚସ୍ପତି ଦିଲ୍ଲୀପଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି. ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ...
ବାରବାଟୀରେ ସଲ୍ଲୁଙ୍କ ଜଲୱା
ହକି ବିଶ୍ୱକପକୁ ନେଇ ସାରାଦେଶ ଉତଫୁଲ୍ଲିତ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ ସିଲଭର୍ ସିଟି କଟକ ବେଶ୍ ଚଳଚଞ୍ଚଳ ଥିଲା. ଆଉ ଲୋକମାନଙ୍କ ମଧ୍ୟରେ ସେହି ଆଗ୍ରହ ଓ ଇଚ୍ଛା ପରିଲକ୍ଷିତ ହେଉଥିଲା. ହକି ବିଶ୍ୱକପ୍ କେବେ ଉଦଘାଟନ...
ଭୁବନେଶ୍ୱର ଫେରିଲେ ଅପରାଜିତା
ନୂଆଦିଲ୍ଲୀ ଠାରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବା ପରେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭାଜପା କର୍ମୀମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ଶ୍ରୀମତି...
ବିଶିଷ୍ଟ ପଶୁ ଚିକିତ୍ସକ, ଗବେଷକ ତଥା ଚେତନାବାଦୀ ଲେଖକ ଡା. ଲକ୍ଷ୍ମୀଧର ମହାନ୍ତିଙ୍କ ପରଲୋକ
ବିଶିଷ୍ଟ ପଶୁ ଚିକିତ୍ସକ, ଗବେଷକ ତଥା ଚେତନାବାଦୀ ଲେଖକ ଡାକ୍ତର ଲକ୍ଷ୍ମୀଧର ମହାନ୍ତି ଆଉ ନାହାନ୍ତି. 89 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯ଼ାଇଛି. ହୃଦଘାତରେ ଆକ୍ରାନ୍ତ ହୋଇ ଦୁଇଦିନ ତଳେ ସେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ...
କମିଲା ବସ୍ ଭଡା
ଯାତ୍ରୀ ବସ୍ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସାଧାରଣ ବସ୍ରେ କିଲୋମିଟର ପିଛା ୨ ପଇସା ହ୍ରାସ ପାଇଛି। ସେହିଭଳି ଏକ୍ସପ୍ରେସରେ ଯାତ୍ରୀ ଭଡା ୪ ପଇସା କମ୍...
ବାସବରାଜୁ ହେଲେ ମାଓ ସଙ୍ଗଠନର ମହାସଚିବ
ମାଓବାଦୀଙ୍କ ସଂଗଠନରେ ପରିବର୍ତନ କରାଯାଇଛି। ଟପ୍ ମାଓ ନେତା ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ,ମାଓବାଦୀ)ର ମହାସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ବାସବରାଜୁଙ୍କ ନାଁରେ ମୋହର ମରାଯାଇଛି। ଏ ନେଇ...
ବିଶ୍ୱକପ୍ ହକିକୁ ସ୍ମରଣୀୟ କରିବା ପାଇଁ ଡାକ ଟିକଟ
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ବିଶ୍ୱକପ ହକିକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆଜି ସଚିବାଳୟରେ ୫ଟି ଭିନ୍ନ ଭିନ୍ନ ଡାକ ଟିକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି...
ରାଜଧାନୀରେ ଭଡାରେ ମିଳିବ ବାଇକ୍
ପାଖରେ ବାଇକ ନାହିଁ ହେଲେ ଓଡିଶା ବୁଲିବାକୁ ଚାହୁଁଛନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁନି . ଏବେ କିଛି ଶୁଳ୍କ ଦେଇ ପୁରା ଦିନ ତମାମ ପାଇ ପାରିବେ ବାଇକ ଧରି ବୁଲିବାର ମଜା । ଏହି ସୁବିଧା ଆଣି...










