କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଦେହାନ୍ତ
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଦେହାନ୍ତ । ବେଙ୍ଗାଲୁରୁର ଶଙ୍କରା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି...
ମେକ ଇନ ଓଡିଶା କନକ୍ଲେଭର ଦ୍ୱିତୀୟ ଦିନ: ବିଜିନେସ୍ ଲିଡରସିପ୍ ସମିଟି,ପୁଞ୍ଜିନିବେଶ ପାଇଁ କିଏ ଦେଲେ କେତେ ଆଶା
ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ମେକ ଇନ୍ ଓଡିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଆରମ୍ଭ ହୋଇଛି ବିଜନେସ୍ ଲିଡରସିପ ସମିଟ୍ । ଏହି ଅଧିବେଶନରେ ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ...
ବିଜେପି ପକ୍ଷରୁ ଜନ ପରାମର୍ଶ ପଦଯାତ୍ରା
ବିଜେପି ପକ୍ଷରୁ ପୁରୁଣା ଭୁବନେଶ୍ୱରଠାରେ ଜନ ପରାମର୍ଶ ପଦଯାତ୍ରା କରାଯାଇଛି. ଏହି ବିଶାଳ ସମାବେଶରେ କର୍ମୀ ସରକାରଙ୍କ ଅପାରଗତାକୁ ମଙ୍ଗ କରି ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ ରଖିବା ସହ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି. କର୍ମୀମାନେ ଲିଙ୍ଗରାଜ ମନ୍ଦିରରୁ...
ରାଜ୍ୟ ବିଜେଡି ମହିଳା ସଙ୍ଗଠନର ବ୍ୟାପକ ଅଦଳବଦଳ
ବିଜୁ ଜନତା ଦଳ ମହିଳା ସାଂଗଠନିକ କ୍ଷେତ୍ରରେ ବ୍ୟାପକ ଅଦଳବଦଳ । ରବିବାର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତି ବେହେରା ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ଅପରାହ୍ନରେ ତାଙ୍କୁ ବିଜେଡି ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।
ପୁର୍ବରୁ ମହିଳା...
ଓଲଟିଲା ସ୍କୁଲ ବସ:୩ମୃତ, ୩୦ରୁ ଉର୍ଦ୍ଧ ଆହତ
ନବରଙ୍ଗପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ସ୍କୁଲ ବସ ଘାଟି ତଳକୁ ଖସିଯିବା ଫଳରେ ୩ଜଣ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଏହା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-20
ରବିବାର ଦିନ ଚେନ୍ନାଇରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟି-20 ମ୍ୟାଚ୍. ଏଥିପାଇଁ ପ୍ରସ୍ତୁତ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳ. ଏହି ମ୍ୟାଚରେ ଭାରତ ବିଜୟ ଲାଭ କରି କ୍ଲିନ ସ୍ୱିପ୍ କରିବା ପାଇଁ...
ଦୁଇ କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା
ଗୋଟିଏ ଦିନରେ ରାଜ୍ୟର ଦୁଇ କମିଶନ ଅଧକ୍ଷାଙ୍କ ଇସ୍ତଫା । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି ମୀନତି ବେହେରା । ଦୁଇଜଣ ନିଜ...
ଦାମଙ୍କ ନୂଆଦଳ: ବିଜୁ ସମତା କ୍ରାନ୍ତି ଦଳ
ବିଜେଡିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ କ’ଣ କରିବେ? ନୂଆ ଦଳ ଗଢିବେ ନା ଅନ୍ୟ କୌଣସି ରାଜନୈତିକ ଦଳରେ ସାମିଲ ହେବେ? ଏଭଳି ଅନେକ ପ୍ରଶ୍ନକୁ ନେଇ ସାଧାରଣରେ ପ୍ରଶ୍ନ...
ଆଜିଠୁ ‘ମେକ୍ ଇନ୍ ଓଡିଶା’ କନକ୍ଲେଭ
ଆଜିଠୁ ଆରମ୍ଭ ହେଉଛି ‘ମେକ୍ ଇନ୍ ଓଡିଶା’ କନକ୍ଲେଭ କାର୍ଯ୍ୟକ୍ରମ. ତେବେ ଏହି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହେଉଛି. ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି. ଏଥିରେ ବିଭିନ୍ନ ଶିଳ୍ପପତି ଯୋଗ ଦେବାକୁ ଥିବା...
ଓଡିଶା କନକ୍ଲେଭକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୧୮ । ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ମେକ୍ ଇନ୍ ଓଡିଶା କନକ୍ଲେଭକୁ ନେଇ ଆଜି ପୁଣି ଉଭୟ ବିରୋଧୀ ବିଜେପି ଓ...









