୧୪୪ ଧାରାକୁ ଫୁ : ରାଜଧାନୀକୁ ଧସେଇ ପଶିଲେ ଚାଷୀ,ନେତାଙ୍କ ଶହ ଶତାଧିକ ଚାଷୀ ଗିରଫ
ଉଗ୍ର ରୂପ ନେଇଛି ଚାଷୀ ଆନ୍ଦୋଳନ । ୧୪୪ ଧାରା ଜାରି ସତ୍ତ୍ୱେ ତମାଣ୍ଡୋରୁ ରାଜଧାନୀକୁ ମାଡି ଆସିଛନ୍ତି ଚାଷୀ । ପୋଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ଧସେଇ ପଶିଛନ୍ତି ଚାଷୀ । ନବନିର୍ମାଣ କୃଷକ ସଂଘର ଆନ୍ଦୋଳନ...
ଆଜିଠୁ ରାଜଧାନୀ ୱାଇ ଫାଇ ସହର
ସୋମବାର ଠାରୁ ସ୍ମାର୍ଟ ସିଟି ଭୁବନେଶ୍ୱର ୱାଇଫାଇ ସହର ପାଲଟିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଦେଶର ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ ଏବଂ ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବ ବୋଲି...
ମାଲକାନଗିରି ପୋଲିସକୁ ବଡ ସଫଳତା: ୫ ମାଓବାଦୀ ନିହତ
ପୁଣି ଓଡିଶା ପୋଲିସକୁ ମିଳିଛି ବଡ ଧରଣର ସଫଳତା । ଚିତ୍ରକୋଣ୍ଡା ପପଲୁରୁ ଅଂଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳାଙ୍କ ସମେତ ୪ ଜଣ କ୍ୟାଡର ପ୍ରାଣ ହରାଇଛନ୍ତି । ମାଲକାନଗିରି ଜିଲ୍ଲା କାଲିମଳା...
ହକି ବିଶ୍ୱକପ ପାଇଁ ଅଫ ଲାଇନ ଟିକଟ ବିକ୍ରି ଆରମ୍ଭ
ବିଶ୍ୱକପ ହକି ପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ସକାଳ ୧୦ ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ୧୮ ଟି କେନ୍ଦ୍ରରେ ଓ କଟକର ୨ଟି କେନ୍ଦ୍ରରେ ଟିକେଟ...
ପୁଣି ସୋସିଆଲ ମିଡିଆରେ ଘୁରି ବୁଲିଲା ଶ୍ରୀମନ୍ଦିର ଭିତର ଫଟୋ
କଡ଼ା କଟକଣା ଏବଂ ପ୍ରଶାସନର କଡ଼ା ସୁରକ୍ଷା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି । ରବିବାର ପୁଣି ଥରେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ବେଙ୍ଗଲୁରୁର ମେଘା ଲୁଥ୍ରା...
ଥମୁନି ମାଓ ଆତଙ୍କ, ଟାର୍ଗେଟରେ ଛତିଶଗଡ ବିଧାନସଭା ନିର୍ବାଚନ
ଦାନ୍ତେୱାଡାରେ ମାଓବାଦୀ ଲଙ୍କାକାଣ୍ଡ । ଗାମବାଡା ଜଙ୍ଗଲରେ ଦୁଇଟି ଯାତ୍ରୀବାହୀ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ସେଥିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀମାନେ । ସୂଚନା ମିଳିଛି, ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ମାତ୍ର ବସରେ ସେମାନେ କାହିଁକି ନିଆଁ...
ଅଳାଁନବମୀରେ ଭକ୍ତଙ୍କ ଉପରେ ଲାଗିଲା କଟକଣା, କେବଳ ଦର୍ଶନ କରିବେ ରାଧା ପାଦ, ସ୍ପର୍ଶ ମନା
ଆସନ୍ତା ନଭେମ୍ବର ୧୭ରେ ପବିତ୍ର ଅଳାଁନବମୀ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ରାଧାପାଦ ଦର୍ଶନ ନୀତି ଅନୁଷ୍ଠିତ ହୋଇଥାଏ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।...
ହାଇକୋର୍ଟର ନୂଆ ବିଚାରପତି ହେବେ ଜୁଡିସିଆଲ ଅଫିସର ଡ.ଅକ୍ଷୟ ମିଶ୍ର
ଜୁଡ଼ିସିଆଲ୍ ଅଫିସର ଡ. ଅକ୍ଷୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବରେ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ...
ଦୁର୍ନୀତି ବିରୋଧରେ ନବୀନଙ୍କ ମନ୍ତ୍ର
ଦୁର୍ନୀତିକୁ ରୋକିବାକୁ ହେଲେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ବିଶେଷକରି ଯୁବକମାନେ ଦୁର୍ନୀତି ବିରୋଧରେ ସଂଘର୍ଷ କରିବା ଆବଶ୍ୟକ। ଦୁର୍ନୀତି ନିରାକରଣ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଶନିବାର ଦୁର୍ନୀତି ନିବାରଣ କାର୍ୟ୍ୟକ୍ରମରେ ଯୋଗ ଦେଇ...
ନଭେମ୍ବର ୧୬ରୁ ବିଧାନସଭାର ଶୀତ ଅଧିବେଶନ
ଆସନ୍ତା ୧୬ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୧୫ ତାରିଖ ଯାଏ ଏହି ଅଧିବେଶନ ଚାଲିବ। ଏହି ଅଧିବେଶନରେ ମୋଟ୍ ୨୩ଟି କାର୍ଯ୍ୟ ଦିବସ ରହିବ ବୋଲି ଆଜି ଜାରି ହୋଇଥିିବା...
















