ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି
ପୂର୍ବ ବର୍ଷ ବିଭିନ୍ନ କଲେଜ୍ ରେ ଯୁକ୍ତ ଦୁଇ ପରୀକ୍ଷାରେ ହୋଇଥିବା କପିକୁ ରୋକିବା ପାଇଁ ଚଳିତ ବର୍ଷ ସ୍କୁଲ ଓ ମାସ୍ କମ୍ୟୁନିକେସନ ପକ୍ଷରୁ କଡାକଡି ନିୟମ ଜାରି କରାଯାଇଛି. କପି ରୋକିବାକୁ ଏହି ବିଭାଗ ସବୁ ଜୁନିୟର୍...
ପିଣ୍ଡ ଦେଲେ, ସେଲଫି ନେଲେ, ଏ ବାବୁ ଜଣକ କିଏ କି ?
ଜନତାଙ୍କୁ ନିୟମର ପାଠ ପଢାଉଛନ୍ତି, ଆଜି ସିଏ ନିଜେ ସେହି ନିୟମକୁ ଉଲ୍ଲଘଂନ କରିଛନ୍ତି. ଆଜ୍ଞା ହଁ, ଆମେ କହୁଛୁ ପୋଲିସ୍ ଅଫିସର୍ ଦିଲ୍ଲିପ୍ ପଣ୍ଡାଙ୍କ କଥା. ଘଟଣାଟି ହେଲା, ପୋଲିସ୍ ଅଫିସର୍ ଥିବା ଦିଲ୍ଲିପ୍ ପଣ୍ଡା ମହାଳୟାରେ ପିତୃପୁରୁଷଙ୍କ...
ପ୍ରତିଭା ରାୟ ହେଲେ ଭାରତୀୟ ଜ୍ଞାନପୀଠ ପରିଷଦ ଅଧ୍ୟକ୍ଷ
ପ୍ରସିଦ୍ଧ ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ ଭାରତୀୟ ଜ୍ଞାନପୀଠ ମନୋନୟନ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ମନୋନିତ ହୋଇଛନ୍ତି । ୨୦୧୧ରେ ସାହିତ୍ୟ ପାଇଁ ଦେଶର ସର୍ବୋଚ୍ଚ ପୁରସ୍ମାର ଜ୍ଞାନପୀଠ ଆୱାର୍ଡ ପାଇବାରେ ପ୍ରଥମ ଓଡିଆ ମହିଳା ଓ ଚତୁର୍ଥ...
‘ଓଡ଼ିଶାରେ ସୁଶାସନ ପ୍ରତିଷ୍ଠାରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ’: ନିରଂଜନ
ଜିଲ୍ଲାସ୍ତରୀୟ ରାଜନୀତିରେ ସଂସ୍କାର ପାଇଁ ଏବଂ ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଓ ବାସ୍ତବତା ମଧ୍ୟରେ ଥିବା ପ୍ରାର୍ଥକ୍ୟ ଲୋକଲୋଚନକୁ ଆଣିବା ଉଦେ୍ଦଶ୍ୟରେ ବାଲେଶ୍ୱରରେ ଖୋଲାମଞ୍ଚ ଆୟୋଜନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି...
ଜମ୍ମୁ କଶ୍ମୀରରେ ଭୋଟିଂ ଆରମ୍ଭ
ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଛି ମୁ୍ୟନିସପାଲିଟି ନିର୍ବାଚନ ପାଇଁ ଭୋଟିଂ । କଡା ସୁରକ୍ଷା ମଧ୍ୟରେ ସୋମବାର ଆରମ୍ଭ ହୋଇଛି ମତଦାନ । ଭୋଟ ବର୍ଜନ ଲାଗି ଆତଙ୍କବାଦୀଙ୍କ ତାଗିତ ସତ୍ତ୍ୱେ ଲୋକମାନେ ଧାଡିବାନ୍ଧି ବହୁସଂଖ୍ୟାରେ ମତଦାନ କେନ୍ଦ୍ରରେ ଭୋଟ...
ଆସୁଛି ‘ତିତଲି’, ୪୮ ଘଣ୍ଟା ମଧ୍ୟରେ ଅବପାତ ବାତ୍ୟାର ରୂପ ନେଇପାରେ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାଁ...
ଶିଶୁକନ୍ୟା ବଳାତ୍କାର ମାମଲା: ଭୟରେ ଗୁଜୁରାଟ ଛାଡୁଛନ୍ତି ପ୍ରବାସୀ ଶ୍ରମିକ
ଉତ୍ତର ଗୁଜରାଟ ଛାଡୁଛନ୍ତି ଅଣଗୁଜୁରାଟୀ ଲୋକ । ବିଶେଷ କରି କାମ ପାଇଁ ଗୁଜୁରାଟ ଯାଇଥିବା ବିହାର ଓ ଉତ୍ତର ପ୍ରଦେଶ ଲୋକେ ଭୟରେ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ଗୁଜୁରାଟୀ ଲୋକଙ୍କ ଆକ୍ରମଣ ଭୟରେ ସେମାନେ...
ଅଧାରେ ରହିଗଲା ଜଗା ଦର୍ଶନ
ଅଧାରେ ରହିଗଲା କାଳିଆ ଦର୍ଶନ । ପୁରୀ ଯାତ୍ରା ହୋଇଗଲା ଶେଷ ଯାତ୍ରା । ଦୁରଦୂରାନ୍ତରୁ କାଳିଆ ଦର୍ଶନ ପାଇଁ ଧାଇଁଆସୁଛନ୍ତି ଭକ୍ତ । ହେଲେ ଅଧାରେ ରହିଯାଉଛି ଦର୍ଶନ । ଉତ୍ତରପ୍ରଦେଶରୁ ପ୍ରାୟ ୬୦ରୁ ଉର୍ଦ୍ଧ ତୀର୍ଥ ଯାତ୍ରୀଙ୍କୁ...
ନବୀନଙ୍କ ଅପାରଗତା ବଖାଣିଲେ ସ୍ମୃତି ଇରାନି
ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସ୍ମୃତି କହିଛନ୍ତି,ବିକାଶ କ୍ଷେତ୍ରରେ ଓ ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ନବୀନ ବିଫଳ ହୋଇଛନ୍ତି । ଏଠି ପ୍ରତ୍ୟକ ଦିନ...
ପୁରୀ ହିଂସାକାଣ୍ଡ : ୫ ପୋଲିସ ନିଲମ୍ବିତ, ଗଣ୍ଡଗୋଳରେ ସାମିଲ ଥିଲେ ନେତା ଓ ସେବାୟତ
ପୁରୀରେ ଧାଡି ଦର୍ଶନକୁ ବିରୋଧ କରି ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୫ ପୋଲିସ ନିଲମ୍ବିତ ହୋଇଛନ୍ତି । ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ...








