ଜୋସରେ ନବୀନ ନିବାସ
ଜୋସରେ ନବୀନ ନିବାସ.
2019 ନିର୍ବାଚନ ପାଇଁ ତିଆରି ଚାଲିଛି ରଣନୀତି.
ରାତି ପାହିଲେ ନବୀନ ନିବାସରେ ଲାଗି ଯାଉଛି ନେତା ଓ ସମର୍ଥକଙ୍କ ଭିଡ. ନବୀନ ନିବାସ ଆଗରେ ହଜାର ହଜାର ଲୋକଙ୍କ ଭିଡରୁ ବାରି ହେଉଛି 2019 ନିର୍ବାଚନର ଉଷ୍ମତା.
କିଏ...
ଶଙ୍ଖ ଫୁଙ୍କିଲେ ମୀରା
ଶଙ୍ଖ ଫୁଙ୍କିଲେ ମୀରା । ରବିବାର ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି କିନ୍ନର ମୀରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମିରା ପରିଡା ଟିକେଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଥିଲା...
ପଶ୍ଚିମ ଓଡିଶାରୁ ଲଢିବେ ନବୀନ !
ନବୀନ ବଦଳାଇବେ ନିର୍ବାଚନମଣ୍ଡଳୀ. ଦୁଇ ହଜାର ମସିହାରୁ ହିଂଜିଳିକାଟୁ ବିଧାନସଭାରୁ ଲଢି ଆସୁଥିବା ନବୀନ ଏଥର ପଶ୍ଚିମ ଓଡିଶାରୁ ପ୍ରାର୍ଥୀ ହୋଇପାରନ୍ତି. ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକଙ୍କ ସମେତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ପଶ୍ଟିମ ଓଡିଶାର ଯେକୌଣସି...
ପଦ୍ମ ଧରିଲେ ପ୍ରକାଶ
ପଦ୍ମ ଧରିଲେ ପ୍ରକାଶ । ରବିବାର ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି କଂଗ୍ରେସ ଛାଡିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା । ସେ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତାଙ୍କୁ...
ଇସ୍ତଫା ଦେଲେ କୁସୁମ ଟେଟେ
ନିର୍ବାଚନ ପାଇଁ ନବୀନ ନିବାସରେ ପଶ୍ଚିମ ଓଡିଶାର ନେତାଙ୍କ ଭିଡ ଲାଗିଥିବା ବେଳେ ରବିବାର ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ. ବିଧାନସଭା ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ସେ ପ୍ରକାଶ କରିଛନ୍ତି....
ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା
ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜାଗାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି. ବର୍ଷା ସମୟରେ 40ରୁ 50 କିମି ବେଗରେ ପବନ ହୋଇପାରେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ. ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ,...
ନିର୍ବାଚନ ଲଢିବେ ଟ୍ରାନ୍ସଜେଣ୍ଡର
ଓଡିଶା ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ଜଣେ ଟ୍ରାନ୍ସଜେଣଣ୍ଡର. ଯାହାର ନାଁ କାଜଲ ନାୟକ. ବହୁଜନ ସମାଜ ପାର୍ଟିରୁ ସେ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରୁ ଲଢିବେ. ଚଳିତ ବର୍ଷ ମାଟ୍ରିକ ପରୀକ୍ଷା...
ନ୍ୟୁଜିଲାଣ୍ଡ ମସଜିଦ ଘଟଣା: 5 ଭାରତୀୟ ମୃତ
ଶୁକ୍ରବାର ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ହୋଇଥିବା ଗୁଳି ବର୍ଷାରେ ପ୍ରାୟ 45 ଜଣଙ୍କର ମୃତ୍ୟୁ ହୋଇଥିଲା. ତେବେ ସେମାନଙ୍କ ମଧ୍ୟରେ 5 ଜଣ ଭାରତୀୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ରବିବାର ସୂଚନା ଦେଇଛନ୍ତି ଭାରତର ରାଷ୍ଟ୍ରପ୍ରତିନିଧି. ଅନ୍ୟପଟେ ମୃତାହତଙ୍କ ସଂଖ୍ୟା...
ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ମାଓବାଦୀମାନେ ସେତିକି ସକ୍ରିୟ ହେବାରେ ଲାଗିଛନ୍ତି. ଗତ କିଛିଦିନ ଧରି ବାରମ୍ବାର ନିଜର ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ. ଏହାକୁ ନେଇ କନ୍ଧମାଳ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. 59...
ବିଜେଡିକୁ ଫେରିବେ ଦିଲ୍ଲୀପ ରାୟ
ବିଜେପି ଛାଡିଥିବା ଦିଲ୍ଲୀପ ରାୟ ପୁଣି ବିଜେଡିକୁ ଫେରିବେ. ଆଜି ଦିଲ୍ଲୀପ ରାୟ ନବୀନ ନିବାସ ଯିବା ପରେ ଏମିତି ସମ୍ଭାବନା ସୃଷ୍ଟି ହୋଇଛି. ବିଜେଡି ଗଠନ ପରେ ନବୀନଙ୍କ ସହ ବିଜୁ ଅନୁଗତ ଦିଲ୍ଲୀପ ରାୟଙ୍କ ମତଭେଦ ହୋଇଥିଲା....
















